Browsing Category
ଅପରାଧ
ବିବାହର ଚାରିଦିନ ପରେ ବୋହୂ ଫେରାର, ସାଙ୍ଗରେ ନେଇ ଚାଲିଗଲା ହୀରା ହାର ସହ ୧୭ ଭରି ସୁନା..
ରେୱାଡୀ: ହରିଆଣାର ରେୱାଡୀ ଠାରେ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି । ବିବାହର ୪ଦିନପରେ ଜଣେ ନବବଧୂ ଶାଶୁଘରୁ ଫେରାର ହୋଇଯାଇଛି । କୁହାଯାଉଛି ଯେ, ମହିଳାଙ୍କୁ ତାଙ୍କ ସ୍ୱାମୀ କଲେଜରେ ଛାଡ଼ିକି ଆସିବା ପରେ ସେ ଆଉ…
ଭାରତରେ ମଧ୍ୟ ପ୍ରାର୍ଥନା ସମୟରେ କେବେ ଭକ୍ତଙ୍କୁ ଏପରି ହତ୍ୟା କରାଯାଇ ନାହିଁ: ପେଶୱାର ମସଜିଦ ଆକ୍ରମଣ ଉପରେ ପାକ୍ ମନ୍ତ୍ରୀଙ୍କ ବୟାନ
ନୂଆଦିଲ୍ଲୀ :ପାକିସ୍ତାନର ପେଶୱାରର ଏକ ମସଜିଦରେ ପ୍ରାର୍ଥନା ବେଳେ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରିଛି। ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ୨୦୦ ରୁ ଅଧିକ। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ…
ଆଜି ଗୋପାଳ ପାଳି,୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର:ମନ୍ତ୍ରୀ ନବଦାସ ଗୁଳିମାଡ ମାମଲାରେ ଆଜି ଠାରୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ । ଅଧିକ ପଚରାଉଚୁରା କରିବା ପାଇଁ ଗୋପାଳକୁ ରିମାଣ୍ଡରେ ନିଆଯିବ । ତେବେ ଏହା ସହିତ ଝାରସୁଗୁଡା ବଡମାଳ ଥାନାରେ ଏବେ…
ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଭିଡ଼ିଓ ଉପରେ ରୋକ ଲଗେଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ..
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୟୁଟ୍ୟୁବର୍ମାନଙ୍କୁ ନୋଟିସ୍ ପଠାଇଛି ଯେଉଁମାନେ ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଉପରେ ଭିଡିଓ ଅପଲୋଡ୍ କରିଥିଲେ। ୩୬ ଘଣ୍ଟା ମଧ୍ୟରେ…
କୋର୍ଟ ଶୁଣାଇଲେ ଦଣ୍ଡାଦେଶ, ଏଣିକି କାରାଗାରରେ ବିତିବ ଆଶାରାମଙ୍କ ଜୀବନ
ଗାନ୍ଧିନଗର: ମହିଳା ଶିଷ୍ୟଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲା କୋର୍ଟ ।ଆଉ ଆଜି ତାଙ୍କ ଦଣ୍ଡ ଘୋଷଣା କରାଯାଇଛି ।ଆଶାରାମ ଙ୍କୁ ଆଜୀବନ ଜେଲ…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ୱର: ଆଜକୁ ଦୁଇଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରିଥିଲେ । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ…
ଗୁଜୁରାଟ ପ୍ରଶ୍ନପତ୍ର ଲିକ; ମାଲକାନଗିରି ଶିକ୍ଷକ ଗିରଫ
ଭୁବନେଶ୍ୱର: ବର୍ତ୍ତମାନ ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ପୋଲିସ ଆଜି ମାଲକାନଗିରି…
ପାକିସ୍ତାନ ମସଜିଦରେ ବିସ୍ଫୋରଣ: ୬୩ ମୃତ, ୧୫୦ ଆହତ
ଇସଲାମାବାଦ: ତହରିକ-ଏ-ତାଲିବାନ(ଟିଟିପି) ଆତଙ୍କ ପାକିସ୍ତାନରେ ବଢିବାକୁ ଲାଗିଛି । ଗତକାଲି ପାକିସ୍ତାନର ପେଶାୱରରେ ଏହି ଆତଙ୍କି ସଂଗଠନ କଡ଼ା ସୁରକ୍ଷା ଭିତରେ ନମାଜ ପଢାଯାଉଥିବା ମସଜିଦରେ ପ୍ରବେଶ କରି ଆତ୍ମଘାତୀ…
(Video)ନମାଜ ପଢିବାକୁ ଧାଡିରେ ଛିଡା ହେଲେ, ଆଉ ପରେ ନିଜ ସହ ମସଜିଦକୁ ଉଡ଼େଇ ଦେଲେ;ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ
ନୂଆଦିଲ୍ଲୀ: ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୪୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆତ୍ମଘାତୀ ବିସ୍ଫୋରଣକାରୀ ପେଶୱାରର ଏକ ମସଜିଦରେ ବିସ୍ଫୋରଣ କରିଥଲା, ଏହା ପରେ…
ଆଶାରାମ ବାପୁଙ୍କୁ ବଡ ଝଟକା, ଯୌନ ଉତ୍ପୀଡ଼ନ ମାମଲାରେ ବାବାଙ୍କୁ ଦୋଷୀ ସାବ୍ୟସ୍ତ କଲା ଗୁଜୁରାଟ କୋର୍ଟ
ଗାନ୍ଧିନଗର:ଗାନ୍ଧିନଗର କୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜଣେ ମହିଳା ଶିଷ୍ୟଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।…