Browsing Category
ଅପରାଧ
ଚତୁର୍ଥୀ ପରେ ବରକୁ କୋଠରୀରେ କଲା ବନ୍ଦ…ଫେରାର ହେବା ପାଇଁ ବାଲକୋନିରୁ ଡେଇଁଲା, ଭାଙ୍ଗିଲା ଦୁଇ ଗୋଡ଼
ରାଜସ୍ଥାନ: ଯୋଧପୁରରେ ଜଣେ ମହିଳା ଏଭଳି ଏକ କାଣ୍ଡ କରିଛନ୍ତି, ଯାହା ଶୁଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିବାହର ମାତ୍ର ଦୁଇ ଦିନ ପରେ ସେ ବରକୁ କୋଠରୀରେ ବନ୍ଦ କରି ଦେଇଥିଲେ କନିଆଁ । ଆଉ ସେଠୁ ଖସି ପଳାଇବା…
ଚାକିରି ଖୋଜିବାକୁ ପାଟଣା ଆସିଥିଲେ ନେପାଳୀ ଝିଅ, ଡ୍ରାଇଭର ତାଙ୍କୁ ବସ୍ରେ ବସାଇ, ୨ ଦିନ ଯାଏଁ କଲା ଦୁଷ୍କର୍ମ
ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ଏକ ଚାଞ୍ଚଲ୍ୟକର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବସ୍ ଡ୍ରାଇଭର ଜଣେ ନେପାଳୀ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ସମ୍ପର୍କରେ…
(Video) ପଶୁ କ୍ରୁରତାର ସବୁ ସୀମା ପାର୍…25 କୁକୁରକୁ ଗୁଳି ମାରିଦେଲା ଦୁର୍ବୃତ୍ତ, ଗାଁରେ ବୋହିଲା ରକ୍ତର ନଦୀ
ନୂଆଦିଲ୍ଲୀ: ରାଜସ୍ଥାନର ଝୁନଝୁନୁ ଜିଲ୍ଲାର କୁମାୱାସ ଗାଁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ଶ୍ୟୋଚାନ୍ଦ ବାଭାରିଆ ନାମକ ଜଣେ ବ୍ୟକ୍ତି ଅଗଷ୍ଟ ୨ ଏବଂ ୩ ତାରିଖରେ ତାଙ୍କ…
ନାବାଳିକାକୁ ଗଣଦୁଷ୍କର୍ମ; 3 ଗିରଫ, ମାସକ ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ
ଉଦଳା: ପୁଣି ଲଜ୍ଜା । ମୟୂରଭଞ୍ଜ ଖୁଣ୍ଟା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ ।
ଅଭିଯୁକ୍ତଙ୍କ ମଧ୍ଯରେ ଜଣେ ନାବାଳକ ଓ 2 ଯୁବକ…
ହଠାତ୍ ନିଖୋଜ ହେଲେ 4 ମହିଳା…ଗୋଟିଏ ଘରୁ ମିଳିଲା କଙ୍କାଳ, ୧୦ଟି ମାନବ ହାଡ଼, ଖପୁରୀ ଏବଂ ଦାନ୍ତ…
ନୂଆଦିଲ୍ଲୀ: ଗତ କୋଡ଼ିଏ ବର୍ଷ ମଧ୍ୟରେ କେରଳରୁ ଚାରି ଜଣ ମହିଳା ନିଖୋଜ ହୋଇଯାଇଛନ୍ତି । ଏହି ମହିଳାଙ୍କ ସନ୍ଧାନ ଚାଲିଥିବା ବେଳେ, ମାମଲାଟି ଏକ ନୂତନ ମୋଡ଼ ନେଇଛି । ପୋଲିସ ସେବାଷ୍ଟିଆନ ନାମକ ଜଣେ 68 ବର୍ଷୀୟ…
ପ୍ରେମିକାକୁ I Love You କହିବାକୁ ବାଧ୍ୟ କଲା ପ୍ରେମିକ, ମନା କରିବାରୁ ଛୁରୀରେ ଆକ୍ରମଣ କଲା ନିଜେ ବିଷ ପିଇଲା
ନୂଆଦିଲ୍ଲୀ: ରାଜସ୍ଥାନର ଝୁନଝୁନୁରୁ ଜଣେ ପାଗଳ ପ୍ରେମିକର ଏକ ଘଟଣା ସାମ୍ନାକୁ ଆସିଛି । ଆଇ ଲଭ ୟୁ କହିବା ପାଇଁ ବାଧ୍ୟ କଲା ପାଗଳ ପ୍ରେମିକ କିନ୍ତୁ ରାଜି ହେଲାନି ପ୍ରେମିକା । ଏହା ଉପରେ ପ୍ରେମିକଟି ଏପରି କିଛି କଲା…
ଛେଳି ଚରାଇ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ! ଜଗତସିଂହପୁରରେ ଚାଞ୍ଚଲ୍ୟ
ଜଗତସିଂହପୁର: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ଦୁଷ୍କର୍ମ ଏବଂ ହତ୍ୟା ଘଟୁଛି। ଏହା ଥମିବାର ନାଁ ନେଉନି। ବର୍ତ୍ତମାନ ଏପରି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଜଗତସିଂହପୁରରୁ ସାମ୍ନାକୁ ଆସିଛି।
ଏଠାରେ ଜଣେ ମହିଳାଙ୍କୁ…
ରେପ୍ ପରେ ନ୍ୟାୟ ବଦଳରେ ନାବାଳିକାକୁ ଅଭିଯୁକ୍ତର ଘରକୁ ପଠାଇଦେଲେ, ପୁଣି କଲେ ଦୁଷ୍କର୍ମ
ମଧ୍ୟପ୍ରଦେଶ: ତଦନ୍ତରେ ଘୋର ଅବହେଳା। ପ୍ରଥମେ ନାବାଳିକାକୁ କରାଗଲା ଦୁଷ୍କର୍ମ। ଆଉ ଯେତେବେଳେ ମାମଲା ଶିଶୁ କଲ୍ୟାଣ କମିଟି ପାଖରେ ପହଞ୍ଚିଲା, ଘଟଣାରେ ପିଡୀତାକୁ ନ୍ୟାୟ ଦେବା ବଦଳରେ ପୁଣିଥରେ ଦୁଷ୍କର୍ମକାରୀର ଘରକୁ…
କେନ୍ଦ୍ରାପଡ଼ା ଛାତ୍ରୀ ଜୀବନ୍ତ ଜଳିଯିବା ଘଟଣା, ଫ୍ରିଜରେ ରହିଲା ମୃତଦେହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା। କେନ୍ଦ୍ରାପଡ଼ା ପୁରୁଣା ମେଡିକାଲରେ ପହଞ୍ଚିଲା ମୃତଦେହ। ଫ୍ରିଜରେ ରଖାଗଲା ଛାତ୍ରୀଙ୍କ ମରଶରୀର। ଆସନ୍ତାକାଲି ହେବ ମୃତ ଛାତ୍ରୀଙ୍କ…
(ଦୁଖଦଃ Viral Video) ହାଏରେ କଳିଯୁଗ ହୃଦୟହୀନ ମଣିଷ… ଚଳନ୍ତା ଆମ୍ବୁଲାନ୍ସରୁ ଶବ ଫିଙ୍ଗିଦେଲେ ମୃତକଙ୍କ ପରିବାର
ଗୋଣ୍ଡା: ଉତ୍ତର ପ୍ରଦେଶ ଗୋଣ୍ଡାରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରର ଅମାନୁସିକତା ବାରି ହୋଇ ପଡ଼ୁଛି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ…