Browsing Category

ଅପରାଧ

ମାନସିକ ଅନଗ୍ରସର ଯୁବତୀଙ୍କୁ ବସ୍ ରେ ଗଣଦୁଷ୍କର୍ମ, ୨ ଗିରଫ

କୋଝିକୋଡ: ବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ ଭଳି ମାମଲା ସାମନାକୁ ଆସିଛି । ପୀଡ଼ିତା ଜଣକ ମାନସିକ ଅନଗ୍ରସର ହୋଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏହି ମାମଲା ଆସିଛି କେରଳର…

ଦୁଷ୍କର୍ମରୁ ମା’ ହୋଇଗଲେ ନାବାଳିକା; ତା’ପରେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍କୁଲ୍ ସାଙ୍ଗ କରିଦେଲା ଦୁଷ୍କର୍ମ । ବାସ୍, ପରିଣାମରେ ମା’ ହୋଇଗଲେ ନାବାଳିକା । ଏଭଳି ଅଭାବନୀୟ ପରିସ୍ଥିତି ଲାଗି ପୀଡ଼ିତା ଏବେ ବଡ଼ ସଂକଟ ସ୍ଥିତିରେ । ଅଭିଯୋଗ ଅନୁସାରେ ସପ୍ତମ ଶ୍ରେଣୀରେ…

ଭାଉଜକୁ ଦୁଷ୍କର୍ମ କଲା ଦିଅର, ସହଯୋଗ କଲା ଆଉଜଣେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାଉଜକୁ ଲୋଭ! ଦେହ ପାଗଳ ଦିଅର ଦୁଷ୍କର୍ମ ପାଇଁ ଭିଆଇଲା ବଡ଼ ଅଜବ କାଣ୍ଡ । ଏମିତି ବି ଖତରନାକ୍ ହୋଇପାରେ ଦିଅର! ଏହି କଥା ଏବେ ସବୁଠି ଚର୍ଚ୍ଚା । ସହଯୋଗୀ ସହିତ ମିଶି ଚକ୍ରାନ୍ତ କଲା ଦିଅର…

ବିବାହ ପ୍ରତିଶ୍ରୁତି ଦେଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପୋଲିସ କର୍ମଚାରୀ, ପୀଡିତାଙ୍କ ଅଭିଯୋଗ ପରେ…

ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାରର ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି। ପୋଲିସ ନାମରେ ଦୁଷ୍କର୍ମ ଅଭିଯୋଗ । ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜି ମହିଳା ଜଣଙ୍କୁ ପ୍ରତରଣା କରିବାରୁ ସେ ପୋଲିସ କର୍ମଚାରୀଙ୍କ…

ସୀମା ଟପିଲା ବର୍ବରତା: ହାଇତି ରାଷ୍ଟ୍ରପତିଙ୍କୁ ଘରେ ପଶି ହତ୍ୟା

ନୂଆଦିଲ୍ଲୀ: ହାଇତି ରାଷ୍ଟ୍ରପତିଙ୍କୁ ଘରେ ପଶି ହତ୍ୟା କରିଛନ୍ତି କିଛି ଅଜଣା ଆତତାୟୀ । ମଙ୍ଗଳବାର ହାଇତି ରାଷ୍ଟ୍ରପତି ଜୋଭେନିଲ ମୋଇସଙ୍କୁ କିଛି ଅଜଣା ଆତତାୟୀ ତାଙ୍କ ଘରେ ପଶି ହତ୍ୟା କରିଛନ୍ତି । ମଙ୍ଗଳବାର ରାତିରେ…

ଅସଞ୍ଜତ ଅବସ୍ଥାରୁ ଅଶାନ୍ତ ଗଞ୍ଜାମ, ଗୋଷ୍ଠୀ ସଂଘର୍ଷରେ ୬ ଗୁରୁତର

ହିଞ୍ଜିଳିକାଟୁ(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପଞ୍ଚୁଦୋଳ ସାହି ଅଶାନ୍ତ ହୋଇପଡ଼ିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁରେ ଖଣ୍ଡା ବୁଲିବା ସହ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିଛି ।…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାରମଙ୍ଗଲମଙ୍କ ପତ୍ନୀ ଆଡଭୋକେଟ୍ କିଟ୍ଟି କୁମାରମଂଗଲମଙ୍କୁ ହତ୍ୟା କରାଯାଇଛି । ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ତାଙ୍କୁ…

ସ୍ମାର୍ଟ ସିଟିରେ ସ୍ମାର୍ଟ ଫୋନ୍ ଚୋରି: ମୋବାଇଲ୍ ଦୋକାନରୁ ଲକ୍ଷେ ୪୦ହଜାର ଆଇ-ଫୋନ୍‌ ନେଇ ଚମ୍ପଟ୍ ମାରିଲେ ଯୁବତୀ, ସିସିଟିଭ ଫୁଟେଜକୁ ଆଧାର…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୋବାଇଲ୍‌ ଦୋକାନରୁ ଦାମୀ ଆଇ ଫୋନ୍‌ କିଣିବା ପରେ ଟଙ୍କା ନଦେଇ ଜଣେ ଯୁବତୀ ଫେରାର୍‌ ହୋଇଯାଇଥିବା ସହୀଦନଗର ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍‌କୁ ଆଧାର କରି କମିଶନରେଟ୍‌…

ଜାତୀୟ ରାଜପଥରେ ଟ୍ରକ୍‌କୁ ଟାର୍ଗେଟ୍ କରି ଚାନ୍ଦା ଆଦାୟ କରୁଥିଲେ ନକଲି ତହସିଲଦାର ଓ କର୍ମଚାରୀ, ଅସଲି ପୋଲିସର ହାବୁଡରେ ପଡି ଗିରଫ ହେଲେ୨…

ଢେଙ୍କାନାଳ (ଓଡ଼ିଶା ଭାସ୍କର): ନିଜକୁ ତହସିଲଦାର ପରିଚୟ ଦେଇ ସାଥିଙ୍କ ସହ ମିଶି ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡିକୁ କରୁଥିଲେ ଟାର୍ଗେଟ । କିନ୍ତୁ କାଲି ଏହି ନକଲି ତହସିଲଦାର ଓ ତାଙ୍କର ସାଥିମାନେ ଅସଲି…

ଅନଲାଇନ୍ ଠକେଇ: ରିଚାର୍ଜ ବାହାନାରେ ଲୁଟିନେଲେ ୫୦ ହଜାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅନଲାଇନ ଠକେଇର ଶିକାର ହୋଇଛନ୍ତି ଆଉଜଣେ ବରିଷ୍ଠ ନାଗରିକ । ରିଚାର୍ଜ ବାହାନାରେ ଜନୈକ ବରିଷ୍ଠ ନାଗରିକଙ୍କୁ ୫୦ ହଜାର ଟଙ୍କାର ଚୂନା ଲଗାଇଛନ୍ତି ସାଇବର ଠକ । ସୋର ବାସିନ୍ଦା ପ୍ରଫୁଲ୍ଲ…