Browsing Category
ଅପରାଧ
‘ଆରେଷ୍ଟ ସ୍ୱରା ଭାସ୍କର’ ଦାବି ତେଜିଲା, କଙ୍ଗନା କହିଲେ…
ଓଡ଼ିଶା ଭାସ୍କର ବ୍ୟୁରୋ: ସବୁବେଳେ କିଛି ନା କିଛି ବିବାଦୀୟ ମତ ଦେଇ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର । ଏବେ ପୁଣିଥରେ ତାଙ୍କ ପାଟି ସ୍ଲିପ୍ କରିଯାଇଛି । ଆଉ ବିଗିଡ଼ିଥିବା ସୁର ପାଇଁ ସୋସିଆଲ୍ ମିଡିଆରେ…
ରାଜଧାନୀରେ ଆଶା କର୍ମୀଙ୍କୁ ଫାର୍ସାରେ ହାଣିଲେ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦିନକୁ ଦିନ ଅଶାନ୍ତିର ସହର ପାଲଟିଛି ଭୁବନେଶ୍ୱର । ଦିନ ଦ୍ୱିପ୍ରହରରେ କିଛି ବ୍ୟକ୍ତି ଜଣେ ଆଶା କର୍ମୀ ଓ ତାଙ୍କ ଭାଇଙ୍କୁ ଫାର୍ସାରେ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ…
ACF ଡେଥ୍ ମିଷ୍ଟ୍ରି: ଆଜି ସନ୍ଧ୍ୟାରେ ଜେରା ହେବେ ତହସିଲଦାର, ଜିଲ୍ଲାପାଳ ଓ ଡିଏଫଓ କେବେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ଚାରିଦିନ ପୂର୍ବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ଦାୟିତ୍ୱ ନେବା ପରେ…
ଏସିଏଫ୍ ମୃତ୍ୟୁ ଘଟଣା: ସୌମ୍ୟଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଚାଲିଛି ମାରାଥନ୍ ଜେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଚର୍ଚ୍ଚା ମାସେ ପରେ ବି ଜାରି ରହିଛି । ତେବେ ଇତିମଧ୍ୟରେ ଏହି ଘଟଣାର ତଦନ୍ତ ଭାର ନେଇଥିବା…
ପୁଣି ଜଳେଶ୍ୱରରୁ ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ: ମହିଳା ବେପାରୀ ସହ ଜଣେ ଗିରଫ
ଜଳେଶ୍ୱର,(ଭାସ୍କର ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ଗତକାଳି ସନ୍ଧ୍ୟାରେ ପୁଣି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ…
PhDରେ ଫେଲ୍ କରିଦେବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୋଗ ପରେ ଏବେ ଜେଲରେ ଚକି ପେଷିଲେ Professor
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଛାତ୍ରୀ ଜଣେ ପ୍ରଫେସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କୁ ପିଏଚଡିରେ ଫେଲ୍ କରିଦେବାର ଧମକ ଦେଇ ପ୍ରଫେସର ତାଙ୍କର ଯୌନ ଶୋଷଣ କରିଥିଲେ । ଜବଲପୁରର ରାଣୀ…
ଜଙ୍ଗଲରେ ଚାଲିଥିଲା ନକଲି ମଦ କାରଖାନା, ପେଟି ପେଟି ହେଲା ଜବତ
ଭଞ୍ଜନଗର(ଓଡ଼ିଶା ଭାସ୍କର): ଜଙ୍ଗଲରେ ଠାବ ହେଲା ନକଲି ମଦ କାରଖାନା । ଜବତ ହେଲା ପେଟି ପେଟି ମଦ । ଆଉ ଅଭିଯୁକ୍ତ ଦେଖାଇଲା ମଦ କେମିତି କରୁଥିଲା ପ୍ରସ୍ତୁତି । ଅବକାରୀ ବିଭାଗ କର୍ମଚାରୀଙ୍କ ଆଗରେ ଅଭିଯୁକ୍ତ ଦେଖାଇଲା…
୪୨ ବର୍ଷୀୟା ଦିଦି ପଠାଇଲେ NUDE ଫଟୋ; କହିଲେ SEX କର ଟଙ୍କା ଦେବି
ନୂଆଦିଲ୍ଲୀ: ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ହେଉଛି ଗୁରୁ-ଶିଷ୍ୟ ସମ୍ପର୍କ । ତେବେ ଏହି ପବିତ୍ର ସମ୍ପର୍କକୁ କଳଙ୍କିତ କରିଛନ୍ତି ଜଣେ ଆମେରିକୀୟ ଶିକ୍ଷୟିତ୍ରୀ । ୪୨ ବର୍ଷୀୟା ଶିକ୍ଷୟିତ୍ରୀ ଜଣକ ନିଜର ୧୬ ବର୍ଷୀୟ…
ପୁଅ ଆଶାରେ ୮ ଥର କରାଇଲା ଗର୍ଭପାତ…… ଶେଷରେ ଏମିତି ପଦକ୍ଷେପ ନେଲା ସ୍ତ୍ରୀ
ମୁମ୍ବାଇ: ସ୍ୱାଧୀନତାର ୭୫ ବର୍ଷ ପରେ ରହିଛି ଅନ୍ଧବିଶ୍ୱାସ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଯେଉଁଠାରେ ଜଣେ ପୁଅ ଆଶାରେ ସ୍ତ୍ରୀର ଆଠ ଥର ଗର୍ଭପାତ କରାଇଲା ସ୍ୱାମୀ । ଏନେଇ ମୁମ୍ବାଇ ଦାଦର…
୨କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବନ୍ଧାହେଲେ ୩ ଜଣ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସମ୍ପ୍ରତି ଧଳା ଜହରର ହବ୍ ପାଲଟି ଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ ହେଉଛି । ପଡ଼ୋଶୀ ରାଜ୍ୟର ମାଫିଆମାନେ…