Browsing Category

ଅପରାଧ

‘ମୁଁ ଭଗବାନଙ୍କୁ ଭେଟିବାକୁ ଚାହୁଁଛି, ତେଣୁ…’, ଭଗବାନଙ୍କୁ ଭେଟିବା ପାଇଁ ମହିଳା ନେଲେ ଏଭଳି ପଦକ୍ଷେପ

ହାଇଦ୍ରାବାଦ: କ’ଣ ଜଣେ ବ୍ୟକ୍ତି ଭଗବାନଙ୍କୁ ଭେଟିବା ପାଇଁ ଆତ୍ମହତ୍ୟା କରିପାରେ? ତେଲେଙ୍ଗାନାର ହାଇଦ୍ରାବାଦରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୪୩ ବର୍ଷୀୟ ମହିଳା ପଞ୍ଚମ ମହଲାରୁ…

ମଦ ନିଶା ବୁଡ଼ାଇଦେଲା ଭେଳା, ଚୋରି କରି ବେଡରେ ଶୋଇପଡ଼ିଲା ଚୋର, ସକାଳୁ ଉତ୍ତମ ମଧ୍ୟରେ ଭାଙ୍ଗିଲା ନିଦ

ଉତ୍ତରପ୍ରଦେଶ: ବିଚିତ୍ର ଚୋର। ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ବିଚିତ୍ର ଚୋର। ଶନିବାର ଦିନ ରାତିରେ ଜଣଙ୍କ ଘରେ ପଶିଥିଲା ଚୋର। ନିଶାରେ ଚୁର ଥିଲା ଚୋର। ନିଶାରେ ଚୋରି କରିବା ପରେ ଫେରାର ହେବା…

ବୁଲା କୁକୁରର ଆତଙ୍କ, କୁନିପୁଅର ବେକକୁ କାମୁଡ଼ି କାମୁଡ଼ି ମାରିଦେଲା

ଗୁଜୁରାଟ: ବୁଲା କୁକୁରଙ୍କ ଆତଙ୍କ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଗୁଜୁରାଟର ଛୋଟା ଉଦୟପୁରର ଧନପୁର ଅଞ୍ଚଳରେ ଏପରି ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି ଯାହାକୁ ସୁନୀଲ ପରେ ମଧ୍ୟ ଥରି ଉଠିବ। ଏଠାରେ ଏକ ବୁଲା କୁକୁର…

ମହିଳା ସାଂସଦଙ୍କୁ ବି ଛାଡ଼ିଲେନି, ସର୍ବସମ୍ମୁଖରେ ଟାଣି ନେଲେ ସୁନା ଚେନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମାତିଛନ୍ତି ଲୁଟେରା। ସାଧାରଣ ଲୋକ ଠୁ ଆରମ୍ଭ କରି ନେତା ସାଂସଦ ମଧ୍ୟ ଏଠାରେ ନାହାଁନ୍ତି ସୁରକ୍ଷିତ। ଦିଲ୍ଲୀର ଭିଆଇପି ଏରିଆରେ ହୋଇଛି ଲୁଟ୍‌। ଲୁଟେରାଙ୍କ ଆତଙ୍କ ଏତେ ମାତ୍ରାରେ…

BREAKING: ସମ୍ପତ୍ତି ଲୋଭରେ ଅନ୍ଧ, ଦିବ୍ୟାଙ୍ଗ ପୁଅକୁ ପିଟିପିଟି ରକ୍ତାକ୍ତ କଲେ ବାପା-ମା’

ବାଲେଶ୍ୱର: ସମ୍ପତ୍ତି ଲୋଭ କଲା ବାଇଆ। ଦିବ୍ୟାଙ୍ଗ ପୁଅକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ ସାବତ ମା’, ବାପା। ନୀଳଗିରି ଶ୍ୟାମସୁନ୍ଦରପୁର ମହାଳିକା ସାହିରେ ଅମଣିଷ ପାଲଟିଲେ ସାବତ ମା’, ବାପା। ସମ୍ପତ୍ତି…

ପାଟିରେ ବିସ୍କୁଟ, ମୁହଁରେ ଫେଣ, ହସ୍ପିଟାଲ ବାହାରେ ପଡିଛି ବିଜେପି ନେତାଙ୍କ ମୃତଦେହ

ଉତ୍ତରପ୍ରଦେଶ: ବିଜେପ ବୁଥ୍ ସଭାପତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ। ହସ୍ପିଟାଲ ମୁଖ୍ୟ ଫାଟକ ବାହାରେ ପଡିଛି ମୃତଦେହ। ପାଟିରେ ରହିଛି ବିସ୍କୁଟ ଆଉ ବାହାରୁଛି ଫେଣ। ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ…

ନର୍ସିଂ ଛାତ୍ରୀଙ୍କୁ ଘରୁ ଟେକିନେଇ ବଳାତ୍କାର କଲେ ଘର ମାଲିକ

ବେଙ୍ଗାଲୁରୁ: ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର; ଛାତ୍ରୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ। ବେଙ୍ଗାଲୁରୁରେ ଜଣେ କଲେଜ ଛାତ୍ରୀ ତାଙ୍କ ଘର ମାଲିକ ଆଶରଫଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।…

ନଦୀକୁ ଡେଇଁପଡ଼ିଲେ ଯୁବତୀ: ୪ କିଲୋମିଟର ପହଁରି ଯୁବତୀଙ୍କ ଜୀବନ ବଞ୍ଚାଇଲେ ୩ ସାହସୀ ଯୁବକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଳପଡ଼ାସ୍ଥ ପୋଲ ଉପରୁ ଲୁଣାନଦୀକୁ ଡେଇଁପଡ଼ିଥିଲେ ଜଣେ ଯୁବତୀ। ନଦୀର ପ୍ରଖର ଶୁଅରେ ଭାସି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ୩ ଜଣ ସାହସୀ ଯୁବକ।…

ଘଟଣା ଜାଣିଲେ ଛାତି ଥରି ଉଠିବ…ତନ୍ତ୍ର-ମନ୍ତ୍ର କରି ନିର୍ମମ ହତ୍ୟା, ଗୁପ୍ତାଙ୍ଗ କାଟି ଡ୍ୟାମକୁ ଫିଙ୍ଗିଦେଲେ

ଭୁବନେଶ୍ବର: ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଗଜପତି ଜିଲ୍ଲାରେ କଳାଯାଦୁ ଏବଂ ଅନ୍ଧବିଶ୍ୱାସର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ରାଚାଗୁଡ଼ା ଗାଁ ନିକଟସ୍ଥ ହରଭଙ୍ଗୀ ଡ୍ୟାମରୁ ଗୋପାଳ ମଲ୍ଲିକ…

ବଏଫ୍ରେଣ୍ଡକୁ ହତ୍ୟା କରି ୭ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା ଲିଭ୍-ଇନ୍ ପାର୍ଟନର

ଗୁରୁଗ୍ରାମ: ବଏଫ୍ରେଣ୍ଡକୁ ହତ୍ୟା କରି ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା ଲିଭ୍-ଇନ୍ ପାର୍ଟନର। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମର ବାଲିୟାଭାସରେ। ବାଲିୟାଭାସର ବାସିନ୍ଦା…