Browsing Category

ଅପରାଧ

ଆଶାରାମ ପୁଣି ଯିବେ ଜେଲ୍, କରୋନା ସଂକ୍ରମିତ ହୋଇ ଥିଲେ ମେଡିକାଲରେ…

ନୂଆଦିଲ୍ଲୀ: ନାବିଳିକା ଶିଷ୍ୟାଙ୍କୁ ଯୌନ ଶୋଷଣ ଅଭିଯୋଗରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗୁଛନ୍ତି ଆଶାରାମ ବାବୁ । ତେବେ ଗତ ମାସରରେ ସେ ମହାମାରୀ କରୋନାରେ ସଂକ୍ରମିତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ପ୍ରେମ ପାଇଁ ଯୁବତୀଙ୍କୁ ମାଡ଼! ନର୍ସିଂ ହୋମରୁ ଥାନାକୁ ଗଲେ ଉନ୍ମତ୍ତ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୁ ମୋ ସହ ଚାଲ୍, ନହଲେ ମାରିଦେବି... ଏଭଳି କିଛି କହି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ ପ୍ରେମାନ୍ଧ ଯୁବକ । ଆଉ ତାପରେ ପୋଲିସ ପହଞ୍ôଚ ଉଭୟଙ୍କୁ ନେଇଗଲେ ଥାନା । ଏବେ ସିସିଟିଭି ଫୁଟେଜ ଓ…

‘ନିଇତି ଦେଉଥିଲେ ନିର୍ଯାତନା, ଶେଷରେ ହତ୍ୟା କରିଦେଲେ ଆମ ଝିଅକୁ’… ବିସ୍ମୟାଙ୍କ ପରିବାର ଆଣିଲେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ପୁଣି ସେଇ ଯୌତୁକ ଲୋଭୀଙ୍କ କଳଙ୍କିତ କଥା । ବହୁ ଚର୍ଚ୍ଚିତ ବିସ୍ମୟା ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ବିସ୍ମୟାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୁରୁତର ଅଭିଯୋଗ…

‘ବନ୍ଦ’ ସୁଯୋଗରେ ଖୋଲାଖୋଲି ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ ଡହଳ ବିକଳ ହେଉଛନ୍ତି । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । କିନ୍ତୁ ଏଭଳି ସଂକଟକାଳରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ କମୁନି ।…

ବାପା-ମାଆ ଚାଲିଗଲା ପରେ ୩ ବର୍ଷ ଧରି ଭଉଣୀକୁ ଦୁଷ୍କର୍ମ କରୁଥିଲା ନିର୍ଦ୍ଦୟୀ ଭାଇ

ଅହମଦାବାଦ୍: ବାପା-ମାଆ ଛେଉଣ୍ଡ ହେବା ପରେ ଦୁଃଖର ବାଦଲ ଛାଇଯାଇଥିଲା ଦୁଇ ଭାଇ-ଭଉଣୀଙ୍କ ଉପରେ । ୧୫ ବର୍ଷର ଛୋଟ ଭଉଣୀ ନିଜ ଭାଇକୁ ନିଜର ଦୁନିଆ ଭାବିଥିଲା । କିନ୍ତୁ ଭାଇ ହିଁ ରାକ୍ଷସ ସାଜିବ ବୋଲି କେବେ କଳ୍ପନା…

ପତ୍ନୀ ଗାଧୋଉଥିବା ବେଳେ ଲୁଚି ଲୁଚି ଭିଡିଓ ସୁଟିଂ କରୁଥିଲେ ପତି, କିନ୍ତୁ ଧରାପଡ଼ିଗଲେ, ଜାଣନ୍ତୁ ତା’ପରେ କ’ଣ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସମାଜରେ ଏପରି କିଛି ଘଟଣା ଦେଖିବାକୁ ମିଳୁଛି, ଯାହା କଳ୍ପନା ବାହାରେ । ନିଜର ପରିବାର ଲୋକ ମଧ୍ୟ ଆଜିକାଲି ନିଜର ନୁହନ୍ତି । ମହାରାଷ୍ଟର ପୁଣେ ସହରରେ ଏପରି ଘଟଣା ଦେଖିବାକୁ…

ହିଂସକ ହେଲେ ଆଇଏଏସ! ପତ୍ନୀଙ୍କୁ କାରରୁ ଦେଲେ ଧକ୍କା, ଥାନାରେ ମାମଲା ରୁଜୁ

ପାଟନା: ବିହାର ମୁଜାଫରପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶିବହର ଡିଏମ ଆର ସଜ୍ଜନଙ୍କ ବିରୋଧରେ ତାଙ୍କ ପତ୍ନୀ ଯୌତୁକ ନିର୍ଯ୍ୟାତନା ତଥା ପାରିବାରିକ ହିଂସା ଅଭିଯୋଗରେ ଥାନାରେ ମାମଲା ରୁଜୁ କରିଛନ୍ତି।…

ଜୟପାଟଣା ପୋଲିସକୁ ମିଳିଲା ବଡ ସଫଳତା: ବନ୍ଧା ହେଲେ ୯ ଜଣିଆ ଡକାୟତି ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ସହ ଅନ୍ୟ ୫ ଜଣକୁ ଧରିବାକୁ ଜାଲ ବିଛାଇଛି…

ଭବାନୀପାଟଣା (ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ନୂଆଗୁଡା ଗ୍ରାମରେ ଘଟିଥିବା ଏକ ବଡଧରଣର ଡକାୟତି ଘଟଣାର ତଦନ୍ତ କରି ଜୟପାଟଣା ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ…

ସୁନା ଅଳଙ୍କାର ସଫେଇ ଆଳରେ ଠକାମିର ଶୀକାର ହେଲେ ମହିଳା , ସୁନ ଖାସୁ ମାଳିକୁ ଚତୁରତାର ସହ ବଦଳାଇ ଚମ୍ପଟ୍ ମାରିଥିଲେ, ୩ ଛତିଶଗଡ଼ ମହିଳାଙ୍କୁ…

ବେଲଗୁଣ୍ଠା (ଓଡ଼ିଶା ଭାସ୍କର) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ ଜଣେ ମହିଳାଙ୍କୁ ସୁନା ଅଳଙ୍କାର ସଫା କରିବା ଆଳରେ ଚତୁରତାର ସହ ଅସଲି ସୁନା ଅଳଙ୍କାର ବଦଳରେ ନକଲି ସୁନାଅଳଙ୍କାର ହାତରେ ଧରାଇ ଦେଇ…

କଅଁଳ ଛୁଆକୁ ଉଦ୍ଧାର କଲା #ChildLine; ରାଜଧାନୀରେ ଛୁଆ ବିକ୍ରି ଘଟଣା ସତ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଭୁବନେଶ୍ବରରେ ଶିଶୁ ବିକ୍ରି ହୋଇଥିବା ପ୍ରମାଣିତ ହେଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କରାଯିବା ପରେ ରାକେଟ୍ ସକ୍ରିୟ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି। ଚାଇଲ୍ଡ…