Browsing Category
ମନୋରଞ୍ଜନ
ସଲମାନ ଖାନଙ୍କ ଭିଣୋଇ ଅଭିନେତା ଆୟୁଷ ଶର୍ମାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଭିଣୋଇ ଅଭିନେତା ଆୟୁଷ ଶର୍ମାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆୟୁଷଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇଠାରେ ଏହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି…
ଐଶ୍ୱର୍ଯ୍ୟା- ଅଭିଷେକ ମଧ୍ୟରେ ଫାଟ ! ଡ଼ିଭୋର୍ସ ହେଲେ ଐଶ୍ୱର୍ଯ୍ୟାଙ୍କୁ କେତେ ମିଳିବ ଆଲିମନି…
ମୁମ୍ବାଇ: ବଡ଼ ଘର... ବଡ଼ ଗୁମର କଥା । ଚର୍ଚ୍ଚାରେ ବଲିଉଡ଼ର ଲୋକପ୍ରିୟ ଯୋଡ଼ି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ । ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଗୁଜବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ରିପୋର୍ଟରୁ…
ଆରାଧ୍ୟାଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚା
ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଲାଡ଼ଲୀ ଆରାଧ୍ୟା ଲୋକପ୍ରିୟ କିଡ୍ ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ଅଧିକାଂଶ ସମୟ ମା-ଝିଅଙ୍କୁ ପବ୍ଲିକ୍ ଇଭେଣ୍ଟ ଏବଂ ଏୟାରପୋର୍ଟରେ ଦେଖିବାକୁ ମିଳିଥାଏ । ଦୁହେଁ…
ନୀରବି ଗଲେ ‘ତୁଝ୍ସେ ନାରାଜ ନେହିଁ ଜିନ୍ଦେଗୀ’ ଗାଇଥିବା ପ୍ରସିଦ୍ଧ ଗାୟକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ
ମୁମ୍ବାଇ: ବଲିଉଡ୍ ଏଭରଗ୍ରୀନ୍ ଗୀତ ‘ତୁଝ୍ସେ ନାରାଜ ନେହିଁ ଜିନ୍ଦେଗୀ’ ଗାଇଥିବା ଗାୟକ ଅନୁପ ଘୋଷାଲଙ୍କ ଉପରେ କିନ୍ତୁ ଜୀବନ ନାରାଜ ହୋଇଯାଇଛି । ୭୭ ବର୍ଷରେ ସେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି । ଦୀର୍ଘ…
ମା’ ହେଲେ ସୁଗନ୍ଧା ମିଶ୍ର, ସୋସିଆଲ ମିଡ଼ିଆରେ ଶେୟାର କଲେ ଝିଅ ସହ ସେଲ୍ଫି
ମୁମ୍ବାଇ: ‘ଦି କପିଲ ଶର୍ମା ଶୋ’ ରୁ ଲୋକପ୍ରିୟତା ହାସଲ କରିଥିବା କମେଡିଆନ୍ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଫ୍ୟାନ୍ସମାନଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ତାଙ୍କ ଘରେ କୁନି ଅତିଥି ଆସିଛି ଯାହାକୁ ନେଇ ଏବେ ପୁରା…
ପ୍ରଖ୍ୟାତ ଗୀତିକାର ପଣ୍ଡିତ ରଘୁନାଥ ରାଉତଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟର ବରିଷ୍ଠ ଗୀତିକାର ତଥା ଭଜନ ଶିରୋମଣି ପଣ୍ଡିତ ରଘୁନାଥ ରାଉତ ଆଉ ନାହାନ୍ତି । ୬୯ ବର୍ଷ ବୟସରେ ରଘୁନାଥଙ୍କ ପରି ଜଣେ ପ୍ରଖ୍ୟାତ…
ଅଭିନେତା ଶ୍ରେୟସଙ୍କୁ Heart Attack: ଶୁଟିଙ୍ଗ ସେଟରୁ ମେଡିକାଲରେ ଭର୍ତ୍ତି
ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ଶ୍ରେୟସ ତାଲପଡେ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଶୁଟିଙ୍ଗରୁ ଘରକୁ ଫେରିବା ପରେ ସେ ହୃଦଘାତର ଶିକାର ହୋଇଥିବା ଜାଣିବାକୁ ମିଳିଛି । ୪୭ ବର୍ଷୀୟ ଏହି ଅଭିନେତା ଦିନ ତମାମ ଶୁଟିଙ୍ଗ…
(Video) ଝିଅ ସୁହାନାଙ୍କ ସହ ଶିରିଡି ସାଇ ମନ୍ଦିରରେ ପହଁଚିଲେ ଶାହାରୁଖ ଖାନ, ଦେଖନ୍ତୁ ଭିଡିଓ
ମୁମ୍ବାଇ: ବଲିଉଡର କିଙ୍ଗ ଭାବେ ଜଣାଶୁଣା ଶାହାରୁଖ ଖାନ ନିକଟରେ ବୈଷ୍ଣୋ ଦେବୀଙ୍କୁ ଭେଟିଥିଲେ। ଯେଉଁଠାରୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଗୁରୁବାର ଦିନ ସେ ଦର୍ଶନ ପାଇଁ ଶିରିଡି ସାଇ…
ଜଳିଗଲା ଭେଟେରାନ୍ ଅଭିନେତାଙ୍କ ଫ୍ଲାଟ: ଧୂଆଁରେ ଭରିଗଲା ଚାରି ବଖରା ଘର
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବରିଷ୍ଠ ଅଭିନେତାଙ୍କ ଘରେ ଏକ ବଡ଼ ଅଘଟଣ ଘଟିଯାଇଛି । ଲୋକପ୍ରିୟ ଅଭିନେତା ସଦାଶିବ ଅମରାପୁରକରଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ଜାଣିବାକୁ ମିଳିଛି । ଅଚାନକ ଏହି ମହାନ…
‘ଆନିମଲ’ ବକ୍ସ ଅଫିସ କଲେକ୍ସନ: ୧୩ ଦିନରେ ଆୟ କଲା ୪୬୭.୮୪ କୋଟି
ମୁମ୍ଵାଇ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' ଭାରତରେ କ୍ରମାଗତ ଭାବେ ୫୦୦ କୋଟି ଟଙ୍କାର ଆୟ ପାଖାପାଖି ପହଞ୍ଚିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୁଧବାର ଭାରତରେ ପାଖାପାଖି ୧୦ କୋଟି ଟଙ୍କା…