fbpx
Browsing Category

ମନୋରଞ୍ଜନ

ଦେଶର ସବୁଠୁ ପରିଚିତ ସେଲିବ୍ରିଟି ବିଗ୍ ବି: ରିପୋର୍ଟ

ମୁମ୍ବାଇ: ଭେଟେରାନ୍ ଅମିତାଭ ବଚ୍ଚନ ଦେଶର ସବୁଠୁ ପରିଚିତ ସେଲିବ୍ରିଟି । ସୋମବାର ପ୍ରକାଶିତ ହଂସା ରିସର୍ଚ୍ଚର ବ୍ରାଣ୍ଡ୍ ଏଣ୍ଡୋର୍ସର ରିପୋର୍ଟରେ ଏନେଇ କୁହାଯାଇଛି । ୭୯ ବର୍ଷୀୟ ଅମିତାଭ ବଚ୍ଚନ, ଅନ୍ୟ ସେଲିବ୍ରିଟି,…

(Video) ଜେରା ବେଳେ ପ୍ରକୃତିଙ୍କୁ ଏହି ୧୫ଟି ପ୍ରଶ୍ନ ପଚାରିଲା ପୋଲିସ, ବାବୁସାନଙ୍କୁ କେବେ କରାଯିବ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ରିଲେସନସିପକୁ ନେଇ ସୃଷ୍ଟି ହୋଇଥିବା କଳହ ପାଇଁ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଦୁହେଁ ଏୟାରପୋର୍ଟ ଯାଉଥିବା ସମୟରେ…

ଓଲିଉଡ ଷ୍ଟାର ଲଭ୍ ଷ୍ଟୋରି: ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିଲେ ବାବୁସାନ-ପ୍ରକୃତି, ସାମ୍ନାକୁ ଆସିଲା ସିସିଟିଭି ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ ଷ୍ଟୋରୀ ଆଜି ସାରା ଓଡ଼଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି…

ଷ୍ଟାର କଳି: ବାବୁସାନଙ୍କୁ ନେଇ ଏପରି କହିଲେ ପ୍ରକୃତିଙ୍କ ପିତା ମନ୍ମଥ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟାର କଳିକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ବାବୁସାନଙ୍କର ପତ୍ତା ମିଳୁନି । ଏହାରି ମଧ୍ୟରେ ଚେନ୍ନାଇରୁ ଫେରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୋଲିସ…

ସମୁଦ୍ରରେ କାଳର ରୂପ ନେଇ ବୋଟକୁ ଡେଇଁଲା ବିଶାଳ ହ୍ୱେଲ: ଦେଖନ୍ତୁ ଛାତିଥରା ଭିଡିଓ

ଓଡିଶା ଭାସ୍କର: ବୋଟରେ ସମୁଦ୍ର ଭିତରକୁ ଯିବାର ମାନେ ବିପଦକୁ ହାତଠାରି ଡାକିବା ସହ ସମାନ । ବିଭିନ୍ନ ପ୍ରକାର ସାମୁଦ୍ରିକ ଜୀବମାନଙ୍କର ଆକ୍ରମଣକୁ ନେଇ ସବୁବେଳେ ଭୟ ଲାଗି ରହିଥାଏ । ଏହାର ଏକ ଉଦାହରଣ ଦେଖିବାକୁ…

ବାବୁସାନଙ୍କ ପତ୍ତା ମିଳୁନି, ସେପଟେ ଘରେ ପଶି ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଝଗଡ଼ାର କାହାଣୀ ଆଉ କାହାକୁ ଅଛପା ନାହିଁ । ଷ୍ଟାର କଳିର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି ।…

(Video) ଚେନ୍ନାଇରୁ ଫେରିଲା ଫିଲ୍ମ ‘ଦମନ’ ଟିମ୍: କିନ୍ତୁ ନାହାନ୍ତି ‘ବାବୁସାନ୍’, ରାତି ୧୦ଟାରେ ହୋଟେଲ ଛାଡ଼ିଥିବା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ପତ୍ନୀଙ୍କ କଳହକୁ ନେଇ ଏବେ ଚର୍ଚ୍ଚାର ଜୋର ଧରିଛି । ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ପ୍ରଶ୍ନ…

ଖିଲାଡି କୁମାରଙ୍କ ନୂଆ ରେକର୍ଡ: ବଲିଉଡ଼ ଇଣ୍ଡଷ୍ଟ୍ରିରେ ସର୍ବୋଚ୍ଚ ଆୟକର ଦାଖଲ କଲେ ଅକ୍ଷୟ, ଇନ୍‌କମ୍‌ ଟ୍ୟାକ୍ସ ବିଭାଗରୁ ମିଳିଲା ସମ୍ମାନ

ମୁମ୍ବାଇ: ଅକ୍ଷୟ କୁମାର ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ କଳାକାର । ପ୍ରତିବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ ୪ଟାରୁ ୫ଟି ଫିଲ୍ମ ରିଲିଜ୍‌ ହୋଇଥାଏ । ଅକ୍ଷୟ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି। ସେ ଟ୍ୟାକ୍ସ ଦେବାରେ ମଧ୍ୟ…

ହିରୋଇନଙ୍କୁ ନେଇ ହେଲା ମହାଖୁଲାସା: ୧୨ଟି ଫର୍ଜି କମ୍ପାନୀ ଚଳାଉଥିଲେ ଅର୍ପିତା

ନୂଆଦିଲ୍ଲୀ: ଧିରେ ଧିରେ ଇଡିର ଜାଲରେ ଫସି ଚାଲିଛନ୍ତି ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ହିରୋଇନଙ୍କୁ ନେଇ ବଡ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଟଙ୍କା ହେରଫେର କରିବା ପାଇଁ ଗୋଟିଏ କି ୨ଟି ନୁହେଁ, ୧୨ଟି…

ନ୍ୟୁଡ୍ ଫଟୋସୁଟ୍ କୁ ନେଇ ବିବାଦରେ ଇନ୍ସପେକ୍ଟର ‘ସିମ୍ବା’, ଏବେ ପୋଲିସରେ ହେଲା ମାମଲା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ଯେବେଠାରୁ ନ୍ୟୁଡ୍ ଫଟୋସୁଟ୍ କରାଇଛନ୍ତି ସେବେଠାରୁ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପ୍ରଥମେ ତାଙ୍କର ଫଟୋ ଭାଇରାଲ ହେବା, ପରେ ମିମ୍, ରଣବୀରଙ୍କ ପତ୍ନୀ ଦୀପିକାଙ୍କ ରିଆକ୍ସନ…