
Browsing Category
ମନୋରଞ୍ଜନ
‘ଦି କଶ୍ମୀର ଫାଇଲ୍ସ’ର ଅଭିନେତ୍ରୀ ପଲ୍ଲବୀ ଜୋଶୀ ସୁଟି୍ ସେଟରେ ଆହତ
ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି । ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ପଲ୍ଲବୀ ଜୋଶୀ ଆହତ ହୋଇଛନ୍ତି । ଶୁଟିଂ ସେଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବା…
ଶାହାରୁଖଙ୍କ ଫିଲ୍ମ ପଠାନକୁ ନେଇ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, ଓଟିଟିରେ ରିଲିଜ ପୂର୍ବରୁ ଜାରି ହେଲା ନୂଆ ଗାଇଡଲାଇନ
ନୂଆଦିଲ୍ଲୀ: ବର୍ତ୍ତମାନ ପଠାନ ଫିଲ୍ମର ଟିକେଟ ଖୁବ ଜୋରରେ ବିକ୍ରି ହେବାକୁ ଲାଗିଛି । ଶାହାରୁଖ ଚାରିବର୍ଷ ହେଲାଣିରେ ବଡ଼ ପରଦାରେ ଆସି ନଥିବାରୁ, ପ୍ରଶଂସକମାନେ ଚାହିଁ ବସିଛନ୍ତି ଶାହାରୁଖଙ୍କ ଫିଲ୍ମ ଦେଖିବାକୁ । ହେଲେ…
ବକ୍ସ ଅଫିସରେ ଧମାଲ କରିବ ଫିଲ୍ମ ‘ପଠାନ’; ପ୍ରଥମ ଦିନ ପାଇଁ ବୁକିଂ ହେଲା ଏତିକି ଟିକେଟ୍
ମୁମ୍ବାଇ:କିଙ୍ଗ ଖାନଙ୍କ ଅଭିନିତ ଫିଲ୍ମ 'ପଠାନ'ର ପୋଷ୍ଟର ରିଲିଜ ପରଠାରୁ ହିଁ ସେ ବିବାଦରେ ରହି ଆସିଛି । କେତେବେଳେ ପୋଷ୍ଟରକୁ ନେଇ ଚର୍ଚ୍ଚାରେ ରହିଛି ତ ଆଉ କେତେବେଳେ ଗୀତକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଛି ।…
ଡଟ୍ଫେଷ୍ଟରେ ଦୁଲୁକିଲା ପ୍ରଦର୍ଶନୀ ପଡ଼ିଆ, ଯୁବପିଢିଙ୍କୁ ମତୁଆଲା କଲେ ଦିଶା ପଟାନୀ, ଗୁରୁ ରନ୍ଧୱା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ବହୁ ପ୍ରତିକ୍ଷୀତ ଡଟ୍ଫେଷ୍ଟର ଦ୍ୱିତୀୟ ସଂସ୍କରଣ ରବିବାର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଉଦ୍ଘାଟିତ ହୋଇଛି। ଏହି ଫେଷ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ…
ନାଟକରୁ ହେଇଥିଲା ଭେଟ, ଆଉ ୭୦ ବର୍ଷରେ କରିଲେ ଚତୁର୍ଥ ବିବାହ ଆସନ୍ତୁ ଜାଣିବା ଏହି ପ୍ରେମ କାହାଣୀ
ମୁମ୍ବାଇ:ପ୍ରେମ ଏକ ପବ୍ରିତ ସମ୍ପର୍କ । ପ୍ରେମ କେବେ ବି ବୟସ କିମ୍ବା ଧର୍ମ ଦେଖେ ନାହିଁ । ଏହାର ଅନେକ ଉଦାହରଣ ଆପଣ ଦେଖିଥିବେ । ଯାହାକୁ ନେଇ ବହୁ ସମୟରେ ଚର୍ଚ୍ଚା ମଧ୍ୟ ଦେଖା ଦେଇଥାଏ । ତେବେ ଏକ ନାଟକରୁ କିପରି…
(Video)ଆମେରିକାର ଆର ବୋନି ଗାବ୍ରିଏଲ୍ ହେଲେ ମିସ୍ ୟୁନିଭର୍ସ, ହର୍ନାଜ୍ ସାନ୍ଧୁ ପିନ୍ଧାଇଲେ ମୁକୁଟ
ନୂଆଦିଲ୍ଲୀ :ମିସ୍ ୟୁନିଭର୍ସ ୨୦୨୨ ଘୋଷଣା କରାଯାଇଛି। ଆମେରିକାର ଆର ବୋନି ଗାବ୍ରିଏଲ୍ ମିସ୍ ୟୁନିଭର୍ସ ୨୦୨୨ ମୁକୁଟ ପିନ୍ଧିଛନ୍ତି। ମିସ୍ ୟୁନିଭର୍ସ ୨୦୨୧ ହର୍ନାଜ୍ ସାନ୍ଧୁ ଗାବ୍ରିଏଲ୍ ଙ୍କୁ ତାଙ୍କ ମୁକୁଟ…
‘ତାରକ ମେହତା କା ଉଲଟା ଚଷମା’ର ଫେମ୍ ସୁନୀଲ ହୋଲକରଙ୍କ ପରଲୋକ
ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ରାଜନୀତି ସହିତ ଜଡ଼ିତ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ଘଟିବା ପରେ ଏବେ ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଗତ ୧୨ ତାରିଖରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ…
ରିଲିଜ୍ ହେଲା ‘ଦମନ’ର ହିନ୍ଦି ଟ୍ରେଲର: ଆସନ୍ତା ମାସରେ ସାରା ଭାରତବର୍ଷରେ ହେବ ଫିଲ୍ମ ରିଲିଜ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସାରା ଭାରତବର୍ଷରେ ଏବେ ‘ଦମନ’ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହା ମଧ୍ୟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଖୁବଶୀଘ୍ର ସାରା…
ପ୍ରସିଦ୍ଧ ହଲିଉଡ୍ ଗାୟିକା ଲିସା ମ୍ୟାରୀ ପ୍ରେସଲୀଙ୍କ ପରଲୋକ
ନୂଆଦିଲ୍ଲୀ: ହଲିଉଡ୍ ମ୍ୟୁଜିକ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର ଆସିଛି । ବିଶିଷ୍ଟ ଗାୟିକା ଲିସା ମ୍ୟାରୀ ପ୍ରେସଲୀଙ୍କ ୫୪ ବର୍ଷରେ ପରଲୋକ ଘଟିଛି । କାର୍ଡିଆକ ଆରେଷ୍ଟରେ ସେ ତାଙ୍କର ଲସ୍…
ମିର୍ଜାପୁର ୩ ରେ କାଲିନ ଭୈୟା ବଞ୍ଚି ପାରିବେ କି? ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ
ମୁମ୍ବାଇ : ନୂତନ ବର୍ଷରେ, OTT ଦର୍ଶକଙ୍କ ପାଇଁ ଅନେକ ଚାପଟର ଆକର୍ଷଣୀୟ ହେବାକୁ ଯାଉଛି, କିନ୍ତୁ ଏଥିରେ ଏମିତି କିଛି ୱେବ୍ ସିରିଜ୍ ଅଛି ଯାହାର ସିକ୍ୱେଲ୍ ଏହି ବର୍ଷ ସମସ୍ତଙ୍କ ପାଇଁ ଅପେକ୍ଷା କରିଛି । ଏହି…