Browsing Category
ମନୋରଞ୍ଜନ
ଭଲ ଜୀବନସାଥୀ ନ ମିଳିଲେ ତୁମକୁ ବେଙ୍ଗକୁ କିସ୍ କରିବାକୁ ପଡ଼ିବ, ଏତେ ବର୍ଷ ପରେ କାହିଁକି ଏମିତି କହିଲେ ପ୍ରିୟଙ୍କା
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ବଲିଉଡକୁ ଫେରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ବଲିଉଡରେ ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ଏହି ସମୟରେ ତାଙ୍କ ନାମ ଅନେକ ଷ୍ଟାରଙ୍କ ସହ ମଧ୍ୟ ଯୋଡା…
ପରଲୋକରେ ‘ଏଇ ଝୁମା ଝୁମା ଗୋଲାପି ବେଳାରେ..’ ଓ ‘କହନା ଏ ଫୁଲ କହନା’ ଭଳି ଲୋକପ୍ରିୟ ଗୀତର ଗୀତିକାର ସଂଗ୍ରାମ…
ଭୁବନେଶ୍ବର: ଗୀତିକବିଙ୍କ ମହଲରେ ଶୋକର ଛାୟା। ପରଲୋକରେ 'ଏଇ ଝୁମା ଝୁମା ଗୋଲାପି ବେଳାରେ..' ଓ 'କହନା ଏ ଫୁଲ କହନା' ଭଳି ଲୋକପ୍ରିୟ ଗୀତର ଗୀତିକାର ସଂଗ୍ରାମ ମହାନ୍ତି।
ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ସେ…
ଭଡ଼ାଘରେ ପ୍ରାଣ ହାରିଲେ ପ୍ରଯୋଜକ, ଏହି କାରଣ ପାଇଁ ତାଙ୍କୁ ଗ୍ରାସ କରିଥିଲା ଅବସାଦ
ଗୋଆ : ତେଲୁଗୁ ଫିଲ୍ମ ପ୍ରଯୋଜକ ସୁଙ୍କାରା କୃଷ୍ଣ ପ୍ରସାଦ ଚୌଧୁରୀ (କେପି ଚୌଧୁରୀ) ଆତ୍ମହତ୍ୟା କରିଛନ୍ତି । ଗୋଆ ସ୍ଥିତ ଭଡ଼ା ଘରୁ ସୋମବାର ତାଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ…
ଆକ୍ରମଣ ପରେ ପ୍ରଥମ ଥର ନଜର ଆସିଲେ ସୈଫ, କହିଲେ ମୁଁ ବହୁତ୍ ଉତ୍ସାହିତ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ଡକାୟତି ଏବଂ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ସୈଫ ଅଲ୍ଲୀ ଖାନ୍ । ମୁମ୍ବାଇର ଏକ ନେଟଫ୍ଲିକ୍ସ ଇଭେଣ୍ଟରେ ତାଙ୍କୁ ଦେଖାଯାଇଛି । ଆକ୍ରମଣ ପରେ ଏହା…
(video)ରାସ୍ତାରେ ବୁଲୁଛି ୧୮୦୦ କୋଟିର ମାଲିକ ‘ଆଦିବ ମାନବ’, ଭିଡିଓ ଭାଇରାଲ
ମୁମ୍ୱାଇ: ୧୮00 କୋଟିର ମାଲିକ ସେ ପୁଣି ଜଣେ ଆଦିବ ମାନବ। ଏ କଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ। ଜଣେ ଆଦିବ ମାନବ ପାଖରେ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆସିଲା ସେ ପ୍ରଶ୍ନ ବି ମନରେ ଉଙ୍କି…
ରାଗିଗଲେ ମମତା କୁଲକର୍ଣ୍ଣି, କହିଲେ ଚୁପଚାପ ବସ, ମୁଁ କିଏ ତୁମ ଗୁରୁଙ୍କୁ ପଚାର
ମୁମ୍ବାଇ: ବି’ ଟାଉନର ଏକ୍ସ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କୁ ନେଇ ଆଜିକାଲି ବହୁତ ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବରୁ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା କିନ୍ତୁ ଏକ ବିବାଦ ପରେ ତାଙ୍କୁ ଏହି…
ବାପାଙ୍କ ସ୍ୱପ୍ନ ଝିଅ କଲେ ପୂରା… KBC ଖେଳି ମୟୁରଭଞ୍ଜ ଝିଅ ଜିତିରେ ୧୨ ଲକ୍ଷ ୫୦ ହଜାର ଟଙ୍କା
ରାଇରଙ୍ଗପୁର: ଭାରତର ବହୁ ପ୍ରଶଂସିତ କୁଇଜ୍ ଶୋ’ କନ୍ ବନେଗା କରୋଡପତିରେ କମାଲ କରିଛନ୍ତି ଓଡ଼ିଆ ଝିଅ କରିସ୍ମା । ବଲିଉଡ୍ ଲିଜେଣ୍ଡ ଅମିତାଭଙ୍କ ସାମ୍ନାରେ ହଟ୍ ସିଟରେ ବସିବାର ସୁଯୋଗ ପାଇଛନ୍ତି ସେ ।
ଖେଳରେ…
ମାତ୍ର ୭ ଦିନରେ କିନ୍ନର ଆଖଡ଼ାରୁ ତଡ଼ା ଖାଇଲେ ମମତା, କାରଣ ଜାଣି ହେବେ ଚକିତ
ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ସନ୍ୟାସିନୀ ହୋଇଥିଲେ ୯୦ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ।
କିନ୍ନର ଆଖଡ଼ାରେ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କୁ ଆଖଡ଼ାର ମହାମଣ୍ଡଳେଶ୍ୱର ଭାବେ ଦାୟିତ୍ୱ…
ସାରା ଅଲ୍ଲୀ ଖାନକୁ ଦେଖିବାକୁ ଅସମ୍ଭାଳ ଭିଡ଼, ରାଉରକେଲା ହକି ଷ୍ଟାଡିୟମ ବାହାରେ ଦଳାଚକଟା
ନୂଆଦିଲ୍ଲୀ: ରାଉରକେଲାରେ ହକି ଇଣ୍ଡିଆର ଫାଇନାଲ୍ ମ୍ୟାଚ୍ ସମୟରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦଳାଚକଟା । ସାରାଙ୍କୁ ଦେଖିବା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଞ୍ଚରୁ ଛଅ ଜଣ ଆହତ ହୋଇ ରାଉରକେଲା…
ଶାହାରୁଖଙ୍କୁ ନକଲ କରୁଛନ୍ତି କୋରିଆନ, ନୂଆ ଟିଜର ଦେଖି ପ୍ରଶଂସକ କହିଲେ…
ମୁମ୍ବାଇ: ଭାରତରେ କୋରିଆନ ଡ୍ରାମାର ବହୁ ପ୍ରଶଂସକ ରହିଛନ୍ତି । ସ୍କ୍ୱିଡ୍ ଗେମ୍ ଭଳି ଅନେକ କୋରିଆନ୍ ସିରିୟଲ ଭାରତରେ ବେଶ୍ ପସନ୍ଦ କରାଯାଉଛି । ରୋମାଣ୍ଟିକ ଧାରାବାହିକରେ ତାଙ୍କର କାହାଣୀ କହିବା ଶୈଳୀ ୯୦ ଦଶକର…