Browsing Category
ମନୋରଞ୍ଜନ
ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଫ୍ ଲଭ୍ ଷ୍ଟୋରୀ’, ୨୮ ଟି ହଲରେ ଦର୍ଶକଙ୍କ ଭିଡ଼
ଭୁବନେଶ୍ବର: ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ୍ ଲିମିଟେଡ଼ ପ୍ରସ୍ତୁତ "ହାଫ୍ ଲଭ୍ ଷ୍ଟୋରୀ" ଚଳଚ୍ଚିତ୍ର ଓଡ଼ିଶାର ୨୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । କଟକସ୍ଥିତ ବୃନ୍ଦାବନ ସିନେମା ହଲରେ ଏହାର ପ୍ରିମିୟର ଶୋ' ରେ…
(Video)ଅଭିଷେକ ବଚ୍ଚନଙ୍କ ବଡ ନିଷ୍ପତ୍ତି, ଏହି ଅଭିନେତ୍ରୀଙ୍କ ହାତ ଧରିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ବୈବାହିକ ଜୀବନରେ ଅଭିଷେକ ବଚ୍ଚନ ବଡ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱସୁନ୍ଦରୀ ଏଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେଲା ପରେ ଆଉ ଏକ ଅଭିନେତ୍ରୀଙ୍କ ହାତ ଧରିବା ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଏହାକୁ ନେଇ ଅନେକ…
ବର୍ଷ ୨୦୨୦-୨୧-୨୨ ପାଇଁ ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ୨୨ରେ ଦମନ ଶ୍ରେଷ୍ଠ ଫିଲ୍ମ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବର୍ଷ ୨୦୨୦-୨୧-୨୨ ପାଇଁ ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଭଞ୍ଜକଳା ମଣ୍ଡପରେ ଘୋଷଣା କଲେ ସଂସ୍କୃତି-କ୍ରୀଡ଼ା-ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।…
ସରିଲା ରୂପାଲିଙ୍କ ଝାମେଲା ! ଭିଡିଓ ଡିଲିଟ୍ କରି ଆକାଉଣ୍ଟ ପ୍ରାଇଭେଟ କରିଦେଲେ ଈଶା
ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ ଅନୁପମା ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ କଠିନ ସମୟର ଅନ୍ତ ଘଟିଛି । ସାବତ ଝିଅ ଈଶା ଏବେ ଚୁପ୍ ହୋଇଯାଇଛନ୍ତି । ଆଉ ରୂପାଲିଙ୍କ ନାଁରେ ଯେଉଁ ଆଲିଗେଶନ ଭିଡିଓ ଆଣିଥିଲେ, ତାକୁ…
୨ ଦିନ ଭିତରେ ଜୀବନରୁ ମାରିଦେବୁ… ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ: କିଏ କରୁଛି ଟାର୍ଗେଟ?
ନୂଆଦିଲ୍ଲୀ: ବର୍ତ୍ତମାନ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ ତଥା ବିଭିନ୍ନ ଅପରାଧରେ ସଂମ୍ପୃକ୍ତ ଗ୍ୟାଙ୍ଗ । ବଲିଉଡର ସୁପରଷ୍ଟାର ସଲମାନ୍ ଖାନ୍, ଶାହରୁଖ ଖାନ୍ ଏବଂ ମିଥୁନ ଚକ୍ରବର୍ତ୍ତୀ...…
ଲେଡି ଲଭଙ୍କ ହାତ ଧରିଲେ ହିମାଂଶ, ଗୋପନୀୟ ବିବାହ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତା ହିମାଂଶ କୋହଲି । ଦିଲ୍ଲୀର ଏକ ମନ୍ଦିରରେ ଗୋପନୀୟ ଭାବେ ବିବାହ ହୋଇଥିବା ଏବେ ଚର୍ଚ୍ଚା ହେଉଛି । ଯେଉଁଥିରେ ପରିବାର ଲୋକ ହିଁ ଯୋଗ ଦେଇଥିଲେ । ଫିଲ୍ମ…
ଭିଲେନ୍ ଚରିତ୍ରରୁ କରିଲେ ଡେବ୍ୟୁ… ଗୋଟିଏ ଦିନର ଶୁଟ୍ ପାଇଁ ଚାର୍ଜ କରୁଥିଲେ ୩୫ ଲକ୍ଷ, କ୍ୟାରିୟର ପିକରେ ଷ୍ଟାରଡମରୁ ଦୂରେଇଯାଇଥିଲେ…
ମୁମ୍ବାଇ: ବଲିଉଡ଼ ଦୁନିଆ ବାହାରୁ ଯେତିକି ଚକାଚକ ସେତିକି ସଂଘର୍ଷମୟ । ଏଠି ଷ୍ଟାରଡମ ମେନଟେନ୍ କରିବା ଏତେ ସହଜ କଥା ନୁହେଁ । ଷ୍ଟାରଡମ ଚକ୍କରରେ ଅଧିକାଂଶ କଳାକାର ଅନ୍ଧ ହୋଇ ଭୁଲ ନିଷ୍ପତ୍ତି ନେଇଥାନ୍ତି ଓ ଏମିତି…
‘କର୍ମ’ ଫଳ ପାଉଛନ୍ତି ଅନୁଭବ ମହାନ୍ତି: ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି ସୁପରଷ୍ଟାରଙ୍କ ସିନେମା
ଓଡ଼ିଶା ଭାସ୍କର: ଦୁର୍ଗାପୂଜାରେ ଏକ ମଦଦାର ଲୁକରେ କମବ୍ୟାକ କରିଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଆକ୍ସନ-ଥ୍ରିଲରରେ ଭରପୂର ସିନେମା ‘କର୍ମ’ ସହ ବକ୍ସ ଅଫିସରେ ଏଣ୍ଟ୍ରି କରିଥିଲେ ଅନୁଭବ । ଏହାପରେ ଓଡ଼ିଆ…
ଚିନ୍ତାରେ କନ୍ନପ୍ପା ଫିଲ୍ମ ମେକର୍ସ, ରିଲିଜ୍ ପୂର୍ବରୁ ଲିକ୍ ହେଲା ପ୍ରଭାସଙ୍କ ଫଟୋ
ହାଇଦ୍ରାବାଦ: ଆଗାମୀ ଦିନରେ ରିଲିଜ୍ ହେବାକୁ ଯାଉଛି ତେଲୁଗୁ ଫିଲ୍ମ "କନ୍ନପ୍ପା' । ଫିଲ୍ମରେ ବାହୁବଲି ଫେମ୍ ପ୍ରଭାସ କମିଓ ଭୂମିକାରେ ନଜରକୁ ଆସିବେ । କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚଳଚ୍ଚିତ୍ରରେ ପ୍ରଭାସଙ୍କ…
କଙ୍ଗନା ରଣାୱତଙ୍କ ଆଈଙ୍କ ପରଲୋକ: ଦୁଃଖରେ ଭାଙ୍ଗି ପଡ଼ିଲେ ଅଭିନେତ୍ରୀ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଭିନେତ୍ରୀଙ୍କ ଆଈ ଆଉ ନାହାନ୍ତି । କିଛିଦିନ ତଳେ ଆଈଙ୍କୁ ଷ୍ଟ୍ରୋକ ଆସିଥିବା ବେଳେ ଏବେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ।…