Browsing Category

Featured

‘ପୁଷ୍ପା-୨’ ମାଟିରେ ମିଶାଇଦେଲା ଏହି ଫିଲ୍ମଗୁଡ଼ିକର ରେକର୍ଡ, ୭ମ ଦିନରେ ରୋଜଗାର କଲା ଏତିକି କୋଟି

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଷ୍ଟାରଙ୍କ ‘ପୁଷ୍ପା୨:ଦ ରୁଲ’ ୨୦୨୪ର ସବୁଠୁ ସଫଳ ଫିଲ୍ମ ହୋଇଛି । ଫିଲ୍ମର ରିଲିଜ ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ଏବେ ତା’ଠାରୁ ଅଧିକ ବକ୍ସ ଅଫିସରେ ଏହା…

ଉତ୍ତରପ୍ରଦେଶ ହାଥରସ ଗସ୍ତରେ ରାହୁଲ ଗାନ୍ଧୀ, ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବେ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧି ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଅର୍ଥାତ ୧୨ ଡିସେମ୍ବରରେ ହାଥରସ ଗସ୍ତ ପାଇଁ ଦିଲ୍ଲୀରୁ ବାହାରିଛନ୍ତି । ସେଠାରେ ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କୁ ସେ ଭେଟିବେ । ଏନେଇ…

ଜୁନ୍ ୧୫ରୁ ଆରମ୍ଭ ହେବ NEET PG 2025 ପରୀକ୍ଷା: ଘୋଷଣା ହେଲା ପରୀକ୍ଷାର ସମ୍ଭାବ୍ୟ ତାରିଖ

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ, ମେଡିକାଲ ସାଇନ୍ସେସ (ଏନବିଇଏମଏସ) ତରଫରୁ ନୀଟ୍ ପିଜି ୨୦୨୫ ପରୀକ୍ଷାର ସମ୍ଭାବ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜୁନ୍ ୧୫ ତାରିଖରେ ସାରା ଦେଶରେ ପରୀକ୍ଷା…

STA ପକ୍ଷରୁ ସମସ୍ତ RTOଙ୍କୁ ନିର୍ଦ୍ଦେଶ: ବସ୍, ଟ୍ରକ୍ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ରାତିଅଧରେ ମିଳିବ ମାଗଣା ଚା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଶୀତଦିନ ଆରମ୍ଭ ହୋଇଯାଇଥିବା ବେଳେ ରାତିରେ କୁହୁଡ଼ି କାରଣରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥାଏ । ରାସ୍ତାରେ କୁହୁଡ଼ି ରହିଥିବାରୁ ଅନେକ ସମୟରେ ଆଗକୁ କିଛି ଦୃଶ୍ୟମାନ…

ଶୀତଦିନେ ଖରା ନ ମିଳୁନଥିଲେ, ଖାଆନ୍ତୁ ଏହି ୪ଟି ଜିନିଷ, Vitamin Dର ରହିବନି ଅଭାବ

ଓଡ଼ିଶା ଭାସ୍କର: ସାଧାରଣତଃ ଶୀତଦିନେ ଖରା କମ ହୋଇଥାଏ । ଏଥିପାଇଁ Vitamin D ଶରୀରକୁ ଆବଶ୍ୟକ ମୁତାବକ ମିଳିନଥାଏ । କିନ୍ତୁ ଏପରି କିଛି ଖାଦ୍ୟ ପାଦର୍ଥ ଅଛି ଯାହା ଏହି ପୋଷକ ତତ୍ତ୍ୱକୁ ପୂରଣ କରିଥାଏ । ଏହି ଖାଦ୍ୟ…

ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୧ଟି ବିଭାଗକୁ ଚିଠି: ଅଚଳ ହୋଇ ପଡ଼ି ରହିଥିବା ସରକାରୀ ଜମି ଓ ଘରକୁ ଭଡ଼ାରେ ଲଗାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଚଳ ହୋଇ ପଡ଼ି ରହିଥିବା ସରକାରୀ ଜମି, ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରାଯିବ । ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ସବୁ…

Meta ସର୍ଭର ଡାଉନ୍: ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ ସହ ChatGPT ସେବା ଠପ୍

ନୂଆଦିଲ୍ଲୀ: ସାରା ଦୁନିଆରେ ମେଟାର ସର୍ଭର ଡାଉନ୍ ହେବା ଫଳରେ ୟୁଜର୍ସଙ୍କ ସେବା ପ୍ରଭାବିତ ହୋଇଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଓ ଥ୍ରେଡ୍ ୟୁଜର୍ସ ଆଉଟେଜ୍ ଦ୍ୱାରା ପ୍ରଭାବିତ…

SSC Exam Calendar: ୨୦୨୫-୨୬ ବର୍ଷରେ ହେବାକୁ ଥିବା ପରୀକ୍ଷାର ତାଲିକା ଘୋଷଣା

ନୂଆଦିଲ୍ଲୀ: ୨୦୨୫-୨୬ ବର୍ଷରେ ହେବାକୁ ଥିବା ସମସ୍ତ ପରୀକ୍ଷାର ତାଲିକା ଜାରି କରିଛି କର୍ମଚାରୀ ଚୟନ ଆୟୋଗ (ଏସଏସସି) । ଏହି ଅବଧି ମଧ୍ୟରେ ହେବାକୁ ଥିବା ସିଜିଏଲ, ସିଏଚଏସଏଲ, ଜେଏଚଟି, ସିପିଓ ଏସଆଇ, ଦିଲ୍ଲୀ ପୋଲିସ,…

ଭୁଲରେ ବି ଘରେ ରଖନ୍ତୁନି ଏହି ଗଛ, ପିଲାମାନଙ୍କ ପାଇଁ ଆସିପାରେ ବଡ଼ ବିପଦ

ଓଡ଼ିଶା ଭାସ୍କର: ଘରେ ଗଛ ରଖିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଏହାର ବାସ୍ନା ଏବଂ ସୁନ୍ଦରତା ଘରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରେ । ଯେପରିକି ଘରର ସୁନ୍ଦରତା ବଢ଼ାଏ, ଶୋଇବାରେ ସାହାଯ୍ୟ କରେ, ଚିନ୍ତା ଦୂର କରେ ।…

Heart Attackରୁ ବଞ୍ଚିବା ପାଇଁ କରନ୍ତୁ ଏହିସବୁ ଅଭ୍ୟାସ: ସବୁବେଳେ ରହିବେ ଫିଟ୍

ନୂଆଦିଲ୍ଲୀ: ହୃଦୟ ଜନିତ ରୋଗ ବିଗତ ଦିନ ମାନଙ୍କରେ ବୃଦ୍ଧମାନଙ୍କୁ ଅଧିକ ହେଉଥିଲା । କିନ୍ତୁ ଏବେ ଏହା ଯୁବକ-ଯୁବତୀ ମାନଙ୍କୁ ବି ନିଜର ଶିକାର କରୁଛି । ଫଳରେ ଖୁବ୍ କମ୍ ବୟସରୁ ଲୋକମାନଙ୍କ ଠାରେ ହୃଦରୋଗ ଦେଖିବାକୁ…