Browsing Category
Featured
ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ପଟିଆ ସ୍ଥିତ ଡଲଫିନ ଗାର୍ଡେନ ଠାରେ, ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ…
ରଥଯାତ୍ରାରେ ପୁରୀକୁ ଗଡିବ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ: ପୂର୍ବତଟ ରେଳପଥ
ଓଡିଶା ଭାସ୍କର: ରଥଯାତ୍ରାରେ ପୁରୀକୁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ ଗଡିବା ନେଇ ସୂଚନା ଦେଇଛି ପୂର୍ବତଚ ରେଳପଥ । ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ସରକାର ଏଭଳି ପଦକ୍ଷେପ ନେଇଥିବାର ଜଣା ପଡିଛି ।…
(Video)‘କୁଛ ତୋ ଶର୍ମ କର’ ଗର୍ଭବତୀ ମହିଳାଙ୍କ ଅଜିବ ଡ୍ୟାନ୍ସ, ଲୋକେ କହିଲେ ‘ଛି’
'Kuchh To Sharm Kar' Pregnant Woman's Weird Dance, People Say 'Shit'
ଭାରତରେ ଶୀଘ୍ର ଲଞ୍ଚ ହେବ Oppo Reno ସିରିଜର ନୂଆ ସ୍ମାର୍ଟଫୋନ, ରହିଛି ଅନେକ ଫିଚର୍ସ
ଓଡିଶା ଭାସ୍କର: Oppo Reno 12 ଓ Oppo Reno 12 Pro ର ପ୍ରୋସେସର ସହ ଗତ ସପ୍ତାହରେ ବୈଶ୍ୱିକ ମାର୍କେଚରେ ଲଞ୍ଚ କରାଯାଇଛି । ଏବେ ଚୀନି ବ୍ରାଣ୍ଡ ନିଜର ଏହି ଫ୍ଲାଗସିଫ ଫୋନକୁ ଭାରତରେ ଲଞ୍ଚ କରିବାକୁ ଯାଉଛି ।…
ରଥ ଯାତ୍ରା ପାଇଁ ୩୧୫ ଟି ସ୍ଵତନ୍ତ୍ର ଟ୍ରେନ ଓ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀଠାରେ ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା…
କର୍ମଚାରୀମାନଙ୍କୁ ବଡ ଉପହାର ଦେଲେ ସରକାର: ୧୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଶୁକ୍ରବାର ଦିନ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୧୬ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ଏହା ସହିତ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ମଧ୍ୟ ନଅ ପ୍ରତିଶତ ବୃଦ୍ଧି କରାଯାଇଛି ।…
ନିଟ୍ ପେପର ଲିକ୍ ମାମଲାରେ CBIର ବଡ଼ ଆକ୍ସନ, ଆଉ ଦୁଇଜଣ ଗିରଫ
ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଆଉ ଦୁଇ ଜଣଙ୍କୁ ଗିରଫ କରିଛି । କୁହାଯାଉଛି ଯେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି…
ବିଶେଷଜ୍ଞଙ୍କ ମତରେ- ହୃଦରୋଗ ପାଇଁ ମନ୍ଥର ଗତିରେ ଚାଲିବା ବହୁତ ଭଲ
ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ଚାଲିବା ହେଉଛି ସର୍ବୋତ୍ତମ ବ୍ୟାୟାମ। ଅନେକ ଲୋକ ସକାଳୁ ଦୌଡିବାକୁ ବାହାରକୁ ଯାଆନ୍ତି। କିଛି ଲୋକ ଦ୍ରୁତ ଗତିରେ ଦୌଡ଼ନ୍ତି ଏବଂ କିଛି ଧୀରେଧୀରେ ଦୌଡନ୍ତି। ତେବେ ଦୁଇଟି ମଧ୍ୟରୁ କେଉଁଟି…
SSC MTS ନିଯୁକ୍ତି ୨୦୨୪: ୮୩୨୬ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କେନ୍ଦ୍ର ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (ଏସଏସସି) ତରଫରୁ ମଲ୍ଟି ଟାସ୍କିଂ (ଏମଟିଏସ) (ନନ-ଟେକ୍ନିକାଲ) ଷ୍ଟାଫ ଓ ହାବିଲଦାର (ସିବିଆଇସି…
ଭାରତର ବୈଦେଶିକ ସଚିବ ନିଯୁକ୍ତ, ଜୁଲାଇ ୧୫ରେ କାର୍ଯ୍ୟରେ ଯୋଗଦେବେ
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ବିକ୍ରମ ମିଶ୍ରିଙ୍କୁ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ବୈଦେଶିକ ସଚିବ ବିନୟ କ୍ୱାଟ୍ରାଙ୍କ ନିର୍ଦ୍ଦେଶ ଅନୁସାରେ ବିକ୍ରମ ମିଶ୍ରି ଜୁଲାଇ ୧୫…