Browsing Category

Featured

ଜୁନ୍ ମାସରେ 5 ବିଲିୟନ ଲୋକ ସହିଥିଲେ ଅତ୍ୟଧିକ ଉତ୍ତାପ, ଭାରତର ଅଧା ଜନସଂଖ୍ୟା ପ୍ରଭାବିତ : ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି । କେତେକ ସ୍ଥାନରେ ଉତ୍ତାପ ଏବଂ ଅନ୍ୟ ସ୍ଥାନରେ ବର୍ଷା ଦେଖିବାକୁ ମିଳୁଛି । ଭାରତର ଅନେକ ସ୍ଥାନରେ ଉତ୍ତାପ ଯୋଗୁଁ ବିଶୃଙ୍ଖଳା…

IBPS RRB ନିଯୁକ୍ତି ୨୦୨୪: ଅନଲାଇନ୍ ପଞ୍ଜିକରଣ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ)ର ଆବେଦନକୁ ନେଇ ଆସିଛି ଏକ ବଡ଼ ଖବର । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ ଅଫିସର ସ୍କେଲ-୧, ସ୍କେଲ-୨, ସ୍କେଲ-୩…

ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଛାଡ୍, ମହିଳାଙ୍କ ଆକାଉଣ୍ଟରେ ୧୫୦୦ ଟଙ୍କା, ମାଗଣା LPG ସିଲିଣ୍ଡର: ଜାଣନ୍ତୁ ମହାରାଷ୍ଟ୍ର ବଜେଟରେ କ’ଣ ଖାସ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଡେପୁଟି ସିଏମ୍ ଏବଂ ଅର୍ଥମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଦିନ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ରାଜ୍ୟର ମହିଳାମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା…

ବିଶ୍ୱର ସବୁଠାରୁ ଦ୍ରୁତ ଦ୍ୱିଶତକ ହାସଲ କରି ଇତିହାସ ରଚିଲେ ଶେଫାଳୀ ବର୍ମା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଶେଫାଳୀ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚେନ୍ନାଇ ଟେଷ୍ଟରେ ଇତିହାସ ରଚିଛନ୍ତି । ଶେଫାଳୀ ନିଜର ୫ମ ଟେଷ୍ଟରେ ହିଁ ଦ୍ୱିତୀୟ ଟେଷ୍ଟ ଦ୍ୱିଶତକ ଅର୍ଜନ କରି ଏହି ସଫଳତା ହାସଲ…

ବେବି ପାଉଡର ନେବା ପୂର୍ବରୁ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, ପିଲା ପାଇଁ ହୋଇପାରେ ବିପଜ୍ଜନକ

ନବଜାତ ଶିଶୁଙ୍କୁ ପ୍ରାୟତଃ ଗାଧୋଇବା ଓ ଡାଇପର୍ ବଦଳାଇବା ପରେ ତାଙ୍କ ଉପରେ ଟାଲକମ୍ ପାଉଡର ବ୍ୟବହାର କରାଯାଏ । କିନ୍ତୁ ଆପଣଙ୍କ ସୂଚନା ପାଇଁ କହିରଖୁଛୁ କି ଶିଶୁର ଚର୍ମରେ ପାଉଡର ବ୍ୟବହାର କରିବା ଭଲ ନୁହେଁ ।…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର! ଚଳିତ ଶିକ୍ଷାବର୍ଷରୁ ମହାବିଦ୍ୟାଳୟରେ ବୃଦ୍ଧି ପାଇବ ସିଟ୍‍

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନରେ ଥିବା ମୋଟ୍‍ ୮୦ଟି ଯୁକ୍ତ ୨ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ସିଟ୍‍ ବୃଦ୍ଧି କରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୩୬ଟି…

Jio ବନ୍ଦ କଲା ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ: ଏଣିକି ସବୁ ପ୍ଲାନରେ ଅନଲିମିଟେଡ୍ ୫ଜି ସୁବିଧା ମିଳିବ ନାହିଁ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବା ସହିତ କିଛି ଶସ୍ତା ପ୍ଲାନ୍ସକୁ ମଧ୍ୟ ବନ୍ଦ କରିଦେଇଛି । ଜିଓର ଏହି ପଦକ୍ଷେପ ଫଳରେ ଗ୍ରାହକଙ୍କୁ ଲାଗିଛି ଏକ…

ରାଜ୍ୟରେ ବଢୁଛି ଡେଙ୍ଗୁ , ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ବଢିବା ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାପ୍ରକଟ କରିଛି । ଗତବର୍ଷ ଅପେକ୍ଷା ଏଥର ଅନେକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ…

NEET ଅନିୟମିତତା ଅଭିଯୋଗରେ ବିରୋଧୀଙ୍କ ହଟ୍ଟଗୋଳ: ଲୋକସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ : ସର୍ବ ଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା-ନିଟ୍‍ ୟୁଜିରେ ହୋଇଥିବା ଅନିୟମିତତା ଉପରେ ଆଲୋଚନା ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଲୋକସଭାରେ ବିରୋଧ ପ୍ରଦର୍ଶନ ହେବାରୁ ବାଚସ୍ପତି ଓମ୍‍ ବିର୍ଲା ଆଜି ଦିନକ…