Browsing Category

Featured

ଏଲନ ମସ୍କଙ୍କ ଦରମା ଟାଟା ମୋଟର୍ସର ରୋଜଗାରଠାରୁ ଅଧିକ, ବଡ଼ ବଡ଼ ସିଇଓଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ: ଟେସଲାର ସେୟାରହୋଲ୍ଡରର୍ସ ନିଜ ସିଇଓ ଏଲନ ମସ୍କଙ୍କ ଦରମା ବଢାଇ ୫୬ ବିଲିୟନ ଡଲାର କରିଦେଇଛି । ବର୍ତ୍ତମାନ ଏଲନ ମସ୍କଙ୍କ ଦରମା ଦେଶର ବଡ଼ ବଡ଼ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ରେଭେନ୍ୟୁରୁ ମଧ୍ୟ ଅଧିକ…

ବାଲେଶ୍ୱରରେ ଲାଗୁ ହୋଇଥିବା କର୍ଫ୍ୟୁକୁ ନେଇ SSB ଜାରି କଲା ସୂଚନା: ଜୁନ୍ ୧୯ରେ ଜୁନିୟର ଆସିଷ୍ଟାଣ୍ଟ ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ରେ ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ…

ମାହିଙ୍କୁ ଉପହାର… Citroen ଲଞ୍ଚ୍ କଲା C3 Aircross Dhoni Edition: ମାର୍କେଟରେ ମାତ୍ର ୧୦୦ ମଡେଲ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ରେ ଦଳ ବାଦ୍ ପଡ଼ିବା ପରେ ଦେଖା ଯାଉ ନାହାନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ତେବେ ବର୍ତ୍ତମାନ ତାଙ୍କୁ ଏକ ବଢିଆ ଉପହାର ଦେଇଛି ଭାରତର ବଡ଼ କାର୍ କମ୍ପାନୀ ସିଟ୍ରୋନ୍ ।…

(Video) ବ୍ରେକଅପ ପରେ ଗାଲ୍ରଫ୍ରେଣ୍ଡକୁ ସ୍ପାନରରେ ପିଟିପିଟି ହତ୍ୟାକଲା ପ୍ରେମିକ, ରାସ୍ତା ମଝିରେ ଶବକୁ ପଚାରୁଛି..

ମୁମ୍ବାଇ: ପ୍ରେମକୁ ନେଇ ଆଜିକାଲି ଭୟଙ୍କର ଖବର ସାମ୍ନାକୁ ଆସୁଛି । ଏଭଳି ଏକ ଖବର ମୁମ୍ବାଇ ସହରରୁ ବର୍ତ୍ତମାନ ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ବ୍ରେକଅପ ପରେ ନିଜ ପ୍ରେମିକାକୁ ରାସ୍ତା ମଝିରେ ପିଟି ପିଟି ହତ୍ୟା…

୪୫ ପଇସାରେ Insurance… ରେଲୱେର ଏହି ଫିଚରରୁ ମିଳୁଛି କୋଟିଏରୁ ଅଧିକ ଟଙ୍କା! କେତେ ହୋଇଛି ରିଟର୍ଣ୍ଣ?

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗର ଟ୍ରେନ ଦୁର୍ଘଟଣା ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ରେଲୱେର ଟ୍ରାଭେଲ ଇନସୁରାନ୍ସ ସୁବିଧା । ପ୍ରତ୍ୟେକ ଯାତ୍ରୀଙ୍କ ଟ୍ରେନ ଟିକେଟରେ ଏହି ବୀମା କରାଯାଇଥାଏ । ଆପଣ ଦେଖିଥିବେ ଟ୍ରେନ…

କ୍ୟାନ୍ସର ପୀଡିତ ସ୍ତ୍ରୀର ମୃତ୍ୟୁ ଖବର ପାଇ ନିଜକୁ ଅଟକାଇ ପାରିଲେନି ଆଇପିଏସ ଅଧିକାରୀ, ହାରିଦେଲେ ପ୍ରାଣ

ଆସାମ: ଆସାମ ସରକାରଙ୍କ ଗୃହ ତଥା ରାଜନୈତିକ ବିଭାଗର ସଚିବ ଆଇପିଏସ୍ ଅଧିକାରୀ ଶିଳାଦିତ୍ୟ ଚେତିୟା ମଙ୍ଗବାର ଦିନ ଗୋହ୍ୱାଟୀରେ ଅତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ ଏହି ଉଚ୍ଚ ପଦସ୍ତ ଅଧିକାରୀଙ୍କ ମୃତ୍ୟୁ…

ଦୁଇଟି ବ୍ୟାଙ୍କ ଉପରେ RBI କାର୍ଯ୍ୟାନୁଷ୍ଠାନ: ଗୋଟିଏ ବ୍ୟାଙ୍କର ଲାଇସେନ୍ସ ରଦ୍ଦ, ଗ୍ରାହକଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର…

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାର ‘ସଙ୍କଟମୋଚକ’: ଯାତ୍ରୀଙ୍କୁ ଦେଇଥିଲେ ବଞ୍ଚିବାର ଆଶା, ମିଳିବ ସରକାରୀ ଚାକିରି

ଦାର୍ଜିଲିଂ: ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ଘଟି ଯାଇଥିବା ଭୟାନକ ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଚମକାଇ ଦେଇଛି । ବର୍ଷକ ତଳେ ବାହାନଗା ଏବଂ ଗତକାଲିର ଏହି ଦୁର୍ଘଟଣା ଭାରତୀୟ ରେଳବାଇ ପାଇଁ ଏକ କଳଙ୍କର ଚିହ୍ନ…

ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ଇମେଲ, ବଢାଗଲା ସୁରକ୍ଷା

ପଟନା: ବିମାନବନ୍ଦରକୁ ବୋମା ଦ୍ୱାରା ଉଡାଇଦେବା ପାଇଁ ଧମକପୂର୍ଣ୍ଣ ଇମେଲ ମିଳିଛି । ଗତ କିଛି ମାସରେ ବୋମା ଧମକର ଘଟଣା କମିବା ଦେଖାଦେଇଛି । ଏହାପରେ ଆଜି ମଙ୍ଗଳବାର ଦିନ ପାଟଣା ଜୟପ୍ରକାଶ ନାରାୟଣ ଇଣ୍ଟନେସନାଲ…

ପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ: ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଅର୍ଥ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟ୍ରାନ୍ସଫର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶର କୃଷକଙ୍କ…