Browsing Category

Featured

ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇ ସମାଲୋଚକଙ୍କୁ ନିନ୍ଦା କଲେ ନବୀନ

ଭୁବନେଶ୍ୱର: ବିଜେଡି ନେତା ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କ ସଂପର୍କରେ ଚାଲିଥିବା ସମାଲୋଚନାକୁ ସେ ନିନ୍ଦା କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି…

OJEE ୨୦୨୪ ରେଜଲ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ରେଜଲ୍ଟ / ରାଙ୍କ କାର୍ଡ ଚେକ୍ କରିପାରିବେ । ଗତ ମାସ…

(Video)ଅଚାନକ କଣ୍ଡକ୍ଟରଙ୍କ ମଧ୍ୟରେ ଆସିଗଲା ସୁପର ପାୱାର, ଦେଖନ୍ତୁ ଚଳନ୍ତା ବସ୍‌ରେ କିପରି ବଞ୍ଚାଇଲେ ଯୁବକଙ୍କ ଜୀବନ

ଓଡ଼ିଶା ଭାସ୍କର: ଆପଣ ସ୍ପାଇଡରମ୍ୟାନ୍ ଫିଲ୍ମ ଦେଖିଛନ୍ତି କି? ଯଦି ଦେଖିଥିବେ ତେବେ ଜାଣିଥିବେ ଷଷ୍ଠ ଇନ୍ଦ୍ରିୟ କାହାକୁ କୁହାଯାଏ ଓ ଏହା କେଉଁପରି ସୁପରପାୱାର ହୋଇଥାଏ । ଯେଉଁପରି ସ୍ପାଇଡରମ୍ୟାନକୁ କୌଣସି ଘଟଣା ଘଟିବା…

IBPS Recruitment 2024: ୯୯୯୫ଟି ପଦ ପୂରଣ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ଏକ…

ବିଜେପିର କୃଷକଙ୍କୁ ବଡ ଉପହାର, କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ଆର୍ଥିକ ସହାୟତା ବୃଦ୍ଧି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଲୋକସଭା ନିର୍ବାଚନ ଆଚାର ସଂହିତା ହଟିବା ପରେ କୃଷକଙ୍କ ଲାଗି ଆଜି ବଡ ଘୋଷଣା କରିଛନ୍ତି । ରାଜସ୍ଥାନ ସରକାର କୃଷକଙ୍କ ସମ୍ବଳ ବୃଦ୍ଧି ଲାଗି କିଷାନ ସମ୍ମାନ ନିଧିରେ…

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଘଟଣାର ତଦନ୍ତ କରି…

ଆପୋଲୋ ୮ର ମହାକାଶଚାରୀ ୱିଲିୟମ୍ ଆଣ୍ଡର୍ସଙ୍କ ପରଲୋକ: ବିମାନ ଦୁର୍ଘଟଣାରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଆପୋଲୋ ୮ର ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ୍ ଆଣ୍ଡର୍ସ ୯୦ ବର୍ଷ ବୟସରେ ମୃତ୍ୟୁ ହୋଇଛି, ଯେତେବେଳେ ତାଙ୍କର ବିମାନ ୱାଶିଂଟନ୍ ରାଜ୍ୟର ସାନ ଜୁଆନ୍ ଦ୍ୱୀପ ନିକଟରେ ପାଣିରେ…

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଆମକୁ କ’ଣ ସବୁ ଶିକ୍ଷା ଦେଲା, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ ଦେଶରେ ନୂଆ ସରକାର ଗଠନ ହେବ । ଆସନ୍ତା ୯ ତାରିଖ ସନ୍ଧ୍ୟା ୭.୧୫ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ ।…

ରାଜ୍ୟରେ ଆସନ୍ତା ୧୭ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ, ଆଜି ପାଇଁ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୪…

ରଙ୍ଗେଇଲୁଣ୍ଡାରେ ଅଗ୍ନିବୀର ପାଇଁ ଚୟନ ହେବେ ପ୍ରାର୍ଥୀ, ଜାଣନ୍ତୁ ବିବରଣୀ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆସନ୍ତା ଜୁଲାଇ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଅଗ୍ନିବୀର ଯୋଜନାରେ ପ୍ରାର୍ଥୀ ଚୟନ କରାଯିବ । ଏଥିରେ ରାଜ୍ୟର ୧୦ରୁ ୧୨ଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀମାନେ ଅଂଶ…