Browsing Category
Featured
ଇନ୍ଦୋରରେ ରେକର୍ଡ ସୃଷ୍ଟି କଲା ନୋଟା; ମିଳିଲା ଏକ ଲକ୍ଷ ଆଠ ହଜାରରୁ ଅଧିକ ଭୋଟ୍
ଇନ୍ଦୋର: ଇନ୍ଦୋରର ଭୋଟରମାନେ ନୋଟା ବଟନ ଦବାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣତିରେ ଏପର୍ଯ୍ୟନ୍ତ ନୋଟାକୁ ଏକ ଲକ୍ଷ ଆଠ ହଜାରରୁ ଅଧିକ ଭୋଟ୍ ମିଳିସାରିଛି। ଇନ୍ଦୋର ଲୋକସଭା ଆସନରେ…
କଟକ ସଦରରେ BJP ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ
କଟକ: କଟକ ସଦର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ପରାସ୍ତ କରିଛନ୍ତି।
ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭାନ୍ନା ହାସନ ଆସନରୁ ନିର୍ବାଚନ ହାରିଲେ, କଂଗ୍ରେସ ଦେଲା ମାତ୍
ନୂଆଦିଲ୍ଲୀ: ସମସ୍ତ ଆଖି କର୍ଣ୍ଣାଟକର ହାସନ ଲୋକସଭା ଆସନ ଉପରେ ଥିଲା । ବଡ ପ୍ରଶ୍ନ ରାଜନୈତିକ ମହଲରେ ପ୍ରତିଧ୍ୱନିତ ହେଉଥିଲା କି ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନା ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ…
ଲୋକସଭା ନିର୍ବାଚନ 2024 ଭୋଟଗଣନା ମଧ୍ୟରେ ‘X’ ଡାଉନ୍, ଉପଭୋକ୍ତାମାନେ ନିଜର ପ୍ରୋଫାଇଲ୍ ଦେଖିବାକୁ ଅସମର୍ଥ
ନୂଆଦିଲ୍ଲୀ: ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍। ଅନେକ ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଖୋଲିପାରୁନାହାନ୍ତି। ଏନେଇ ଡାଉନ୍ ଡିଟେକ୍ସର ସୂଚନା ଦେଇଛି। ଖବର ଲେଖାଯିବା ସୁଦ୍ଧା ୩୨୯ଜଣ ଏନେଇ ରିପୋର୍ଟ କରିଛନ୍ତି।…
ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ; ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ
ଭୁବନେଶ୍ୱର: (ଓଡ଼ଶା ଭାସ୍କର) ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ । ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ । ଆଜି ସକାଳ ଆଠରୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ…
ନିର୍ବାଚନ ଫଳାଫଳ ପାଇଁ ସେୟାର ବଜାରରେ ଦେଖାଦେଲା ସୁନାମୀ, ନିବେଶକଙ୍କର ବୁଡିଗଲା ୪୫ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମଧ୍ୟରେ ଆଜି ସେୟାର ବଜାରରେ ହ୍ରାସ ଘଟିବା ଦେଖିବାକୁ ମିଳିଛି । ଗୋଟିଏ ସମୟରେ ସେନସେକ୍ସ ଏବଂ ନିଫଟି ୬-୬ ପର୍ଯ୍ୟନ୍ତ ଡାଉନ ହୋଇଯାଇଛନ୍ତି । ଗତ ୪ ବର୍ଷରେ…
Election Result; କଡ଼ା ସଂଘର୍ଷ ପରେ ବି ହାରିଗଲେ ସୌମ୍ୟ: ଘସିପୁରାରେ ବିଜେଡିର ଶଙ୍ଖନାଦ
ଓଡ଼ିଶା ଭାସ୍କର: ଘସିପୁରା ନିର୍ବାଚନ ମଣ୍ଡଳୀରେ ରାଜନୀତି ପାଣିପାଗ ଅଚାନକ ବଦଳି ଯାଇଛି । ଶେଷ ପର୍ଯ୍ୟନ୍ତ ଭୋଟଗଣତିରେ ଆଗୁଆ ରହିଥିବା ସ୍ୱାଦୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି ।…
ଟ୍ରେଣ୍ଡ ବଦଳାଇଲେ ‘ରାମାୟଣ’ର ଶ୍ରୀରାମ: ୫ ହଜାରରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି ଅଭିନେତା ଅରୁଣ ଗୋଭିଲ
ନୂଆଦିଲ୍ଲୀ: ଚାଲିଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଦେଶର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ…
କେଉଁ ଆସନରେ କାହାକୁ ମିଳିଲା ବିଜୟ? ଦିନ ୩ଟା ସୁଦ୍ଧା ଦେଖନ୍ତୁ ଭୋଟ ଗଣତି ଅପଡେଟ୍
ଓଡ଼ିଶା ଭାସ୍କର: ଓଡ଼ିଶା ନିର୍ବାଚନରେ ଆଜି ହେଉଛି ଫଇସଲାର ଦିନ । ୨୦୨୪ ନିର୍ବାଚନ ଲଢେଇରେ କିଏ ମାରିବ ବାଜି? ଆଉ କିଛି ସମୟ ପରେ ଏହାର ସ୍ପଷ୍ଟ ଚିତ୍ର ସାମନାକୁ ଆସିବ । କିନ୍ତୁ ଏହାପୂର୍ବରୁ କିଛିଟା ବିଧାନସଭା ଆସନର…
୯୭ ହଜାର ଭୋଟ ପଛରେ ପ୍ରଣବ ପ୍ରକାଶ ଦାସ: ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ରଙ୍କ ବିଜୟ ଆଶା ଉଜ୍ଜୀବିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ଦେଶର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି…