Browsing Category
Featured
ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି: ଅରୁଣ ଷଡ଼ଙ୍ଗୀଙ୍କୁ DGP ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି । ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଜ୍ୟ…
ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ କେନ୍ଦ୍ର…
ଭୂକମ୍ପରେ ପୁଣି କମ୍ପିଲା ଇଣ୍ଡୋନେସିଆ, ଏଣେ ତେଣେ ଦୌଡିଲେ ଲୋକେ
ନୂଆଦିଲ୍ଲୀ:ଭୂକମ୍ପ ଝଟକାରେ ପୁଣି ଥରେ ଦୋହଲି ଉଠିଛି ଇଣ୍ଡୋନେସିଆ । ସମୁଦ୍ର ମଧ୍ୟରେ କମ୍ପନ ପରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଭୂକମ୍ପ ଆସିବା ଫଳରେ ଲୋକମାନେ ଭୟରେ ଘରୁ ବାହାରି ଏଣେ ତେଣେ ଦୌଡିବାରେ ଲାଗିଥିଲେ ।…
ବିଜେଡିର ନିର୍ବାଚନୀ ପ୍ରସ୍ତୁତି: ସଂସଦ ଓ ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଉ ମାତ୍ର କିଛି ମାସ ବାକି ରହିଛି । ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ…
ଐତିହାସିକ ମୁହୂର୍ତ୍ତ: ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ(WATCH)
ଲକ୍ଷ୍ନୌ: ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି "ଜୟ ଶ୍ରୀ ରାମ" ନାରା । ତେବେ ରାମ ମନ୍ଦିରର ଭବ୍ୟ…
କାନାଡା ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା ଭାରତ, ରକେଟ ଆଟାକର ଥିଲା ଅଭିଯୁକ୍ତ
ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ ପଳାତକ ମଧ୍ୟରୁ ଜଣେ ଓ କାନାଡ଼ ରହୁଥିବା ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲଣ୍ଡାକୁ ଆତଙ୍କବାଦୀ ବୋଲି ଘୋଷଣା କରିଛି ଭାରତ । ଲଖବୀର ସିଂ ଲଣ୍ଡାଙ୍କର ବାବର ଖାଲସା ଇଣ୍ଟରନ୍ୟାସନାଲ (BKI) ସହିତ…
ଦିନିକିଆ କ୍ରିକେଟ ଦଳରୁ ବାଦ୍ ପଡ଼ିଲେ କେ.ଏଲ ରାହୁଲ: ଶତକ ପରେ ବି ମିଳିଲାନି ସ୍ଥାନ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଶତକ ହାସଲ କରିବା ପରେ ମଧ୍ୟ କେ.ଏଲ ରାହୁଲ ଦିନିକିଆ ଦଳରୁ ବାଦ୍ ପଡ଼ିଛନ୍ତି । ରାହୁଲଙ୍କ ବ୍ୟତୀତ ଜଶପ୍ରୀତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଏହି ଦଳରେ ସ୍ଥାନ ପାଇନାହାନ୍ତି ।…
ନୂଆ ବର୍ଷରୁ ଉଭାନ ହୋଇଯିବ ଅଶୁଭ ଶକ୍ତି: କରନ୍ତୁ ଲାଲ ପୁସ୍ତକରେ ଲେଖାଥିବା ଏହି ଉପାୟ, ଶନି ଦେବ ବି କରିବେନି କ୍ରୋଧ
ଜୀବନକୁ ସୁଖମୟ କରିବା ପାଇଁ 'ଲାଲ ବହି'ରେ ଅନେକ ଉପାୟ ଉଲ୍ଲେଖ କରାଯାଇଛି । ଏପରିକି ଜନ୍ମ କୁଣ୍ଡଳୀରେ ମଧ୍ୟ ଯଦି ଶନି ପ୍ରବେଶ କରିଛନ୍ତି ତେବେ ତାହାର ମଧ୍ୟ ପ୍ରତିମାର ଏଥିରେ ଲେଖାଯାଇଛି । ଶନି ଦେବଙ୍କର ସାଢ଼େ ସାତି…
(video)‘ମୋ ପାଇଁ କିଛି ଖାଇବାକୁ ଆଣିଛ? ନ ହେଲେ ଚା’ ତ ପିଆଅ,’ ଅଯୋଧ୍ୟାରେ ସ୍କୁଲ ପିଲାଙ୍କୁ ଭେଟିି ଏପରି କହିଲେ ମୋଦୀ
ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ବହୁ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅଯୋଧ୍ୟା ଧାମ ରେଳଷ୍ଟେସନ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ୨ ଅମୃତ ଭାରତ ଓ ୬ ବନ୍ଦେ ଭାରତ…
ପାର୍ଟିରେ ପଶି ଆଖିବୁଜା ଗୁଳିଚଳାଇଲେ ବନ୍ଧୁକଧାରୀ: ୬ ମୃତ, ୨୬ ଆହତ
ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭର ୩ ଦିନ ପୂର୍ବରୁ ମେକ୍ସିକୋରେ ଗୁଳିକାଣ୍ଡ ଘଟିଛି । ବନ୍ଧୁକଧାରୀମାନେ ହଠାତ୍ ପାର୍ଟିରେ ମଜା କରୁଥିବା ଲୋକଙ୍କ ମଧ୍ୟରେ ପ୍ରବେଶ କରି ଗୁଳି ଚଳାଇବା ଆରମ୍ଭ କରି ଆତଙ୍କ ସୃଷ୍ଟି…