Browsing Category

Featured

ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦ ମନଭେନ୍ଦ୍ର ସିଂ ଆହତ, ପତ୍ନୀଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଜିଲ୍ଲାର ନାଉଗାଓଁ ପୋଲିସ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜୟପୁର ପୂର୍ବତନ ବର୍ମର ସାଂସଦ ମନଭେନ୍ଦ୍ର ସିଂ ଜସୋଲ ଏବଂ ତାଙ୍କ ପୁଅ ଆହତ ହୋଇଥିବାବେଳେ…

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଅନାଥ-କିନ୍ନରଙ୍କୁ ସାମିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ଉଚ୍ଚ ଶିକ୍ଷାରେ ସହାୟତା ଯୋଗାଇଦେବେ ରାଜ୍ୟ ସରକାର। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ…

ବାହାଘର ପରେ ପ୍ରେମରେ କାହିଁକି ଧୋକା ଦିଅନ୍ତି ମହିଳା ? ଜାଣନ୍ତୁ କାରଣ

ଆଜିକାଲି ଭଲ ପାଇବାକୁ ଲୋକମାନେ ଖେଳ ଭାବିବାରେ ଲାଗିଲେଣି । କିଏ ବାହାଘର ପୂର୍ବରୁ ଧୋକା ଦେଉଛି ତା ଆଉ କିଏ ବାହାଘର ପରେ ଧୋକା ଦେଉଛି । କିନ୍ତୁ ଆଜିକାଲି ବାହାଘର ପରେ ଧୋକାଦେବା ଏକପ୍ରକାର ଟେଣ୍ଡ ହୋଇଗଲାଣି । ଯଦି…

ICUରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଏହି ଖେଳାଳି, ଫ୍ଲାଇଟରେ ଚଢ଼ିବା ସମୟରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ: ରିପୋର୍ଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ତଥା କର୍ଣ୍ଣାଟକ କ୍ରିକେଟ୍ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆ ବାହାରେ ଥିବା ଏହି ଖେଳାଳି…

ବଣ୍ଡ୍ ଅବଧି ପୂରଣ ନକଲେ ଡାକ୍ତରୀ ଛାତ୍ରଛାତ୍ରୀ ଦେବେ ଦରମାର ଦୁଇଗୁଣା ଜରିମାନା: ଓଡ଼ିଶା ସରକାର

ଓଡ଼ିଶା ଭାସ୍କର: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡିଶା ସରକାର ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ୨ବର୍ଷର ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ।…

କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ଗାଁ’ ରାସ୍ତାରେ ଛୁରି ଭୁସି ହତ୍ୟା

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଲା ସାଙ୍ଘାତିକ ଖବର । କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ହତ୍ୟା କରାଯାଇଛି । କଇରାଶି ଗାଁ ଶେଷ ମୁଣ୍ଡ ରାସ୍ତାରେ ଛୁରି ଭୁସି ହତ୍ୟା । ଅସୁସ୍ଥ ମାଆ ପାଇଁ ମେଡିସିନ୍…

ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି: ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି

ଓଡିଶା ଭାସ୍କର: ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି ହୋଇଥିବା ଦେଖିବାକୁ ମିଳିଛି। ଦଳ ରାଜ୍ୟ ମହିଳା ସଭାନେତ୍ରୀ ଭାବେ ମିନାକ୍ଷୀ ବାହିନୀପତିଙ୍କ ନାମ ଘୋଷଣା କରିଛି । ମିନାକ୍ଷୀଙ୍କ ନିଯୁକ୍ତି ନେଇ…

Unnatural Sex ପାଇଁ ବାଧ୍ୟ କରିବାରୁ ସ୍ୱାମୀର ଗୁପ୍ତାଙ୍ଗକୁ କାମୁଡ଼ିଦେଲା ସ୍ତ୍ରୀ; ସ୍ୱାମୀ ଗୁରୁତର

ହମୀରପୁର: (ଓଡ଼ିଶା ଭାସ୍କର) ଉତ୍ତରପ୍ରଦେଶର ହମୀରପୁରରେ ଘଟିଛି ଏକ ଅଭବନୀୟ ଘଟଣା । ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ସ୍ବାମୀଙ୍କ ଗୁପ୍ତାଙ୍ଗ କାମୁଡ଼ିଦେଲେ ସ୍ତ୍ରୀ । ବିବାହ ପରେ ସ୍ବାମୀ…

ଗଞ୍ଜାମ ଜିଲ୍ଳା ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ-ଫ୍ଲାଗ୍‍ ବିଚ୍‍ର ମାନ୍ୟତା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ‘ବ୍ଲୁ-ଫ୍ଲାଗ୍‍ ବିଚ୍‍’ର ମାନ୍ୟତା ମିଳିଛି । ପରିବେଶ ମାନ, ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୂଳ ପରିବେଶ ଭଳି ବିଭିନ୍ନ ଦିଗକୁ ତର୍ଜମା କରିବା ପରେ…

CRPF କ୍ୟାମ୍ପ ଉପରେ ମାଓ ହମଲା: ୩ ଯବାନ ସହିଦ, ୧୪ ଗୁରୁତର

ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସିଆରପିଏଫ କ୍ୟାମ୍ପ ଉପରେ ବଡ଼ ମାଓ ହମଲା। ଏହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ସହ ଏଥିରେ ୧୪ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ…