Browsing Category

Featured

ଆଘାତ କାରଣରୁ IPL ୨୦୨୪ରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ସୂତ୍ର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌(IPL)ର ଆଗାମୀ ଅଧ୍ୟାୟରେ ଭାଗ ନେଇ ନ ପାରନ୍ତି । ଗୋଇଠିରେ ଆଘାତ କାରଣରୁ ସେ ଆଗାମୀ ଆଇପିଏଲ୍ ମ୍ୟାଚ୍‌ରୁ ବାଦ୍ ପଡିପାରନ୍ତି । ହାର୍ଦ୍ଦିକ…

ବିଶ୍ୱର ସବୁଠାରୁ ଷ୍ଟ୍ରଙ୍ଗ୍ କଫି ପ୍ୟାକେଟରେ ଚେତାବନୀ…

ନୂଆଦିଲ୍ଲୀ: ସାଧାରଣତଃ କଫି ଏବଂ ଚାହା ପ୍ରୋମୀଙ୍କ ମଧ୍ୟରେ ବିତର୍କ ହୁଏ ଯେ କେଉଁଟା ପିଇବା ଅଧିକ ଉପଯୋଗୀ । ଉଭୟ କଫି ଏବଂ ଚାହା ପ୍ରୋମୀ ନିଜ ନିଜ ମତ ଉପସ୍ଥାପନ କରିଥାନ୍ତି । ତେବେ ଚାହା ଅପେକ୍ଷା କଫିରେ ଅଧିକ…

ବର୍ଣ୍ଣ ଭେଦଭାବ ମାମଲା: ସିଙ୍ଗାପୁରରେ ଭାରତୀୟଙ୍କୁ ଗାଡ଼ିରେ ବସାଇବାକୁ ମନାକଲେ କ୍ୟାବ ଡ୍ରାଇଭର

ନୂଆଦିଲ୍ଲୀ: ସିଙ୍ଗାପୁରରେ ବିଗତ କିଛି ଦିନ ହେବ ଭାରତୀୟମାନଙ୍କୁ ଜାତିଗତ ଏବଂ ବର୍ଣ୍ଣଗତ ଭେଦଭାବର ସାମ୍ନା କରିବାକୁ ପଡ଼ୁଛି । ତେବେ ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଏକ କ୍ୟାବ ଡ୍ରାଇଭର ଜଣେ…

(Video)ଡାକ୍ତର ନା ରାକ୍ଷସ ! ଅପରେସନ କରୁ କରୁ ରୋଗୀର ମୁଣ୍ଡକୁ ମାରିଲେ ମୁଥ, ଭିଡିଓ ଭାଇରାଲ

ଭଗବାନଙ୍କ ପରେ ଯଦି କେହି ମଣିଷର ଜୀବନ ରକ୍ଷା କରିପାରନ୍ତି ତେବେ ସେ ହେଉଛନ୍ତି ଡାକ୍ତର, ସେଥିପାଇଁ ଡାକ୍ତରମାନଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଏ । ସେମାନଙ୍କୁ ଦେବତା ଭାବରେ ବିବେଚନା କରାଯାଏ, କିନ୍ତୁ ବେଳେବେଳେ…

ଓଡ଼ିଶାକୁ ଫେରିଲା ମାସ୍କ: କରୋନା ପ୍ରତି ସତର୍କ ରୁହନ୍ତୁ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱକୁ କନ୍ଦାଇବା ପରେ ପୁଣି ଥରେ କରୋନା ଭାଇରସ୍ କଡ଼ା ଲେଉଟାଇଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ…

ଆଉ ଫୁଲ ପ୍ରତି ଆକର୍ଷିତ ହେଉନି ଭଅଁର, ପ୍ରକୃତିର ନିୟମ ବିରୁଦ୍ଧରେ କାହିଁକି ଏପରି ଘଟୁଛି ?

ନୂଆଦିଲ୍ଲୀ: କୁହାଯାଏ ଫୁଲ ଫୁଟିବାରେ ଭଅଁରର ବଡ ଭୂମିକା ରହିଛି । ଏଠାରେ ଭଅଁର ସେହି ପୋକକୁ ବୁଝାଇଥାଏ ଯାହା ଫୁଲର ପରାଗୀକରଣ ପ୍ରକ୍ରିୟାରେ ପ୍ରମୁଖ ଯୋଗଦାନ କରିଥାଏ ଓ ଫୁଲ ଫୁଟିବାର ଅର୍ଥ ଫୁଲର ପ୍ରଜନନ ସହ ଜଡିତ ।…

ଚକଲେଟର ଟ୍ରେନ କେବେ ଦେଖିଛନ୍ତି କି? ଚଢ଼ି ତ’ ପାରିବେ ନାହିଁ, କିନ୍ତୁ ରୂପ ଦେଖି ହୋଇଯିବେ ମୁଗ୍ଧ

ଓଡ଼ିଶା ଭାସ୍କର: ଆପଣମାନେ ଅନେକ ପ୍ରକାର ଟ୍ରେନ ଦେଖିଥିବେ । କିନ୍ତୁ କେବେ ଜୋକୋଲେଟର ଟ୍ରେନ ଦେଖିଛନ୍ତି କି? କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଫ୍ରେଞ୍ଚ-ସ୍ୱିସ ଶେଫ ଅମୌରୀ ଗୁଇଚୋନ ଏହି ସ୍ୱତନ୍ତ୍ର ଟ୍ରେନକୁ ତିଆରି…

ଉପକୃତ ହେବେ ୫୫ ହଜାର କର୍ମଚାରୀ: ହାବିଲଦାର, କନଷ୍ଟେବଳ ଓ ସିପାହୀଙ୍କ ଦୈନିକ ଖାଦ୍ୟ ଭତ୍ତା ବୃଦ୍ଧି କଲା ଓଡ଼ିଶା ଗୃହ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଥାନ୍ତି । ସମାଜର ବିଭିନ୍ନ ବର୍ଗର ଲୋକଙ୍କର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନାମାନ ପ୍ରଣୟନ…

ଇସ୍ରୋ କରିବାକୁ ଯାଉଛି ଆଉ ଏକ କମାଲ, ପ୍ରତିଷ୍ଠା ହେବ ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର

ଅହମ୍ମଦାବାଦ: ଆଗାମୀ କିଛି ବର୍ଷ ମଧ୍ୟରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ମହାକାଶରେ ରାଜ କରିବ । ଇସ୍ରୋ ୨୦୨୮ ସୁଦ୍ଧା ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସଏସ) ମଡ୍ୟୁଲ ଲଞ୍ଚ କରିବାକୁ ଯୋଜନା…

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କଲେ ଖାଲିସ୍ତାନୀ ସମର୍ଥକ: କାନ୍ଥରେ ଲେଖିଲେ ଭାରତ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଆମେରିକାରେ ଖାଲିସ୍ତାନୀମାନଙ୍କର ଆଉ ଏକ ଲଜ୍ଜାଜନକ କାର୍ୟ୍ୟକଳାପ ସାମ୍ନାକୁ ଆସିଛି। ଖାଲିସ୍ତାନୀମାନେ ସେଠାରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ସେଠାରେ ଭଙ୍ଗାରୁଜା କରିଥିଲେ। ଏହା ସହିତ…