
Browsing Category
Featured
ଯଶବନ୍ତ ସିଂହଙ୍କୁ କାହିଁକି କୁହାଯାଏ ବାଜପେୟୀଙ୍କ ହନୁମାନ? ଜାଣନ୍ତୁ, ଏହା ପଛରେ ଥିଲା ଏଭଳି ରୋଚକ କାହାଣୀ
ନୂଆଦିଲ୍ଲୀ: ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ବେଶ ଭଲ ଭାବେ ଜଣା ଯେ, ଯଶବନ୍ତ ସିଂହଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ହନୁମାନ କୁହାଯାଉଥିଲା। ଯେଉଁ ସମୟରେ ଦେଶରେ ବାଜପେୟୀଙ୍କ ସରକାର…
ଖେଳିବେନି ବିରାଟ, ଫେରିବେ ପୂଜାରା! ଇଂଲଣ୍ଡ ବିପକ୍ଷରେ କିଏ ହେବେ କୋହଲିଙ୍କ ବିକଳ୍ପ?
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଏକ ଝଟକା ଲାଗିଛି । ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ବ୍ୟକ୍ତିଗତ କାରଣୁ ସେ ପ୍ରଥମ ଦୁଇଟି…
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ ସବୁ ଲାଭ ମିଳିବ
ଓଡିଶା ଭାସ୍କର: ଆଜି ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଜନ୍ମଭୂମିରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ। ତାଙ୍କ ପାଇଁ ଆଜି କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ…
ପ୍ରାଣ ପ୍ରତିଷ୍ଠା ପରେ ରାତିରେ ଦୀପାବଳି ପାଳନ: ବାସଭବନରେ ଦୀପ ଜଳାଇବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୀପାବଳି ପାଳନ କରିବେ । ଅଯୋଧ୍ୟାରୁ ଫେରି ରାଜଧାନୀ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜ…
Breaking News: ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ
କଟକ: ଓଡିଶାର ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ। ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ନିଜ ପୁଅ ମଧ୍ୟରେ ଚାହୁଁଛନ୍ତି କି ପ୍ରଭୁ ଶ୍ରୀରାମଙ୍କ ଗୁଣ, ତେବେ ବାଛନ୍ତୁ ଏହିସବୁ ନାମମଧ୍ୟରୁ ଗୋଟିଏ
ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ଭଗବାନ ରାମଙ୍କ ପୂଜା କରାଯାଏ । ବିଭିନ୍ନ ସ୍ଥାନରେ ଭଗବାନ ରାମଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଯଦି ଆପଣ ନିଜ ସନ୍ତାନ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ତେଜ ଓ ଗୁଣ ଚାହୁଁଛନ୍ତି ତେବେ…
ସଂକ୍ଷେପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ଫଟୋରେ ଦେଖନ୍ତୁ ପ୍ରଭୁ ଶ୍ରୀରାମଙ୍କ ଆଗମନ
ଓଡ଼ିଶା ଭାସ୍କର: ୫୦୦ ବର୍ଷ ପରେ ଅଯୋଧ୍ୟାରେ ସଫଳ ହୋଇଛି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ସ୍ଥାପନା କରାଯାଇଛି । ପ୍ରଭୁ…
ଦିନେ ନିଜର ପ୍ରିୟ ଭକ୍ତ ହନୁମାନଙ୍କୁ ବ୍ରହ୍ମାସ୍ତ୍ର ଚଳାଇଥିଲେ ପ୍ରଭୁ ରାମ, ହେଲେ କାହିଁକି?
ଓଡିଶା ଭାସ୍କର: ପୁରାଣ ଅନୁଯାୟୀ, ଭଗବାନ ରାମ ହେଉଛନ୍ତି ଶ୍ରୀ ହରି ବିଷ୍ଣୁଙ୍କ ସପ୍ତମ ଅବତାର । ଅନ୍ୟପଟେ ହନୁମାନ ଶିବଙ୍କର ଏକାଦଶ ରୁଦ୍ରାବତାର ଭାବରେ ଜନ୍ମ ହୋଇଥିଲେ । କୁହାଯାଏ ଯେ ହନୁମାନ ଭଗବାନ ରାମଙ୍କ ସୁରକ୍ଷା…
୧୭ ଜିଲ୍ଲାପାଳଙ୍କ ସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ ଅଦଳବଦଳ କଲେ ରାଜ୍ୟ ସରକାର । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆରଡିସି । ତେମଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ । ଏହାସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ…
ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ: ପିଡିଏସ ବ୍ୟବସ୍ଥାରେ ହେବ ପରିବର୍ତ୍ତନ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ୧୫ଟି ପସ୍ତାବ…