Browsing Category
Featured
ପୁଣି ଅଡୁଆରେ ମହୁଆ ମୈତ୍ର: ସରକାରୀ ବଙ୍ଗଳା ନ ଛାଡ଼ିଲେ ଜୋରଜବରଦସ୍ତ କରାଯିବ ଖାଲି
ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ…
ସଜା-ଏ-ମୌତର ଲାଇଭ୍ ଭିଡିଓ! ଗ୍ୟାରି ଗିଲମୋରଙ୍କୁ ମିଳିଥିଲା ଇଚ୍ଛାମୃତ୍ୟୁ, ଯାହାର Video ଦେଖିଲା ସାରା ଦୁନିଆ
ନୂଆଦିଲ୍ଲୀ; ଆଜିରା ଦିନରେ ୫୦ ବର୍ଷ ପୂର୍ବେ ୧୯୭୭ରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, କିନ୍ତୁ ସେହି ବ୍ୟକ୍ତି ଇଚ୍ଛାମୃତ୍ୟୁର ଦାବି କରିଥିଲେ ଅର୍ଥାତ୍ ତାଙ୍କୁ ତାଙ୍କ ଇଚ୍ଛା ମୁତାବକ ସଜା-ଏ-ମୌତ ଦିଆଯାଉ…
ଅଯୋଧ୍ୟା ଯାଉଥିବା ବାଣ ବୋଝେଇ ଟ୍ରକରେ ଲାଗିଲା ନିଆଁ; ଘଣ୍ଟା ଘଣ୍ଟା ଧରି ହେଲା ବିସ୍ଫୋରଣ
ଓଡ଼ିଶା ଭାସ୍କର: ଉନ୍ନାଓ ଜିଲ୍ଲାର ଖରଗିଖେଡ଼ା ଗାଁ ନିକଟରେ ଅଘଟଣ । ବାଣ ବୋଝେଇ ଏକ ଟ୍ରକରେ ସନ୍ଦେହଜନକ ଅବସ୍ଥାରେ ନିଆଁ ଲାଗିଯାଇଛି । ଏହି କାରଣରୁ ଟ୍ରକ୍ ଟି ଜଳିବାକୁ ଲାଗିଥିଲା ଏବଂ ଘଣ୍ଟା ଘଣ୍ଟା ଧରି ବିସ୍ଫୋରଣ…
ଆସନ୍ତା ସପ୍ତାହ ଛୁଟିରେ ଭର୍ତ୍ତି, ଏତିକି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଯଥା ୨୧ ଜାନୁୟାରୀରୁ ୨୮ ଜାନୁୟାରୀ ମଧ୍ୟରେ ବ୍ୟାଙ୍କଗୁଡିକରେ ବହୁତ ଛୁଟି ରହିଛି । ବ୍ୟାଙ୍କ ସାଧାରଣ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହାର ବନ୍ଦ ହେତୁ ଅନେକ ଥର ଆର୍ଥିକ…
OCS ୨୦୨୩-୨୪ ନିଯୁକ୍ତି: OPSC ପକ୍ଷରୁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ୨୦୨୩-୨୪ ପଦ ପୂରଣ ପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ । ମୋଟ ୩୯୯ଟି ପଦ ପୂରଣ ପାଇଁ ଗତ ଡିସେମ୍ବର ମାସ ୨୯ ତାରିଖରେ ଓଡ଼ିଶା ଲୋକସେବ ଆୟୋଗ…
ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖାଯାଏ ୟୁରିନାରୀ ଟ୍ରାକ୍ ଇନଫେକ୍ସନ ସମସ୍ୟା, ଜାଣନ୍ତୁ ଏଥିରୁ ବର୍ତ୍ତିବାର ଟିପ୍ସ
ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ କାରଣରୁ ଲୋକମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହେଉଛି । ତେବେ ଏହିସବୁ ରୋଗ ମଧ୍ୟରୁ ସଂକ୍ରମଣ ମଧ୍ୟ ହୋଇଛି ଏକ…
କାଗଜରେ ତିଆରି ହୁଏନି ଭାରତୀୟ କରେନ୍ସି ନୋଟ, ଜାଣନ୍ତୁ ବ୍ୟବହୃତ ହୁଏ କେଉଁ ମ୍ୟାଟେରିଆଲ
ନୂଆଦିଲ୍ଲୀ: ଆପଣ ନିଜେ ଏହା ଅନୁଭବ କରିଥିବେ ଯେ, ଭାରତୀୟ ନୋଟର କାଗଜ ଟିକେ ଭିନ୍ନ । ହେଲେ ଆପଣ ଜାଣିଛନ୍ତି କି ଏହା କାଗଜ ନୁହେଁ? ଏହା ଅନ୍ୟ ଜିନିଷରେ ତିଆରି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁଥିରେ ଏହି ନୋଟ…
୧୯୫୦ରୁ ତମ୍ବୁ ତଳେ ରହି ଆସୁଥିବା ରାମଲଲା ଏବେ କେଉଁଠି ରହିବେ? କ’ଣ କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ
ଅଯୋଧ୍ୟା: ରାମ ନଗରୀ ଅଯୋଧ୍ୟାରେ ବୈଦିକ ମନ୍ତ୍ରୋଚାର ସହିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ବିଧିବଦ୍ଧ ଭାବରେ ଆରମ୍ଭ ହୋଇସାରିଛି । ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । କିନ୍ତୁ ଆଜି…
(LIVE) ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ: ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣାହୁତି ଦେଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Gold Silver Price Today : ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କ’ଣ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ସୁନା-ରୂପା ଦରରେ ବୁଧବାର ଦିନ ହ୍ରାସ ଘଟିଛି । ଏମସିଏକ୍ସ ଏକ୍ସଚେଞ୍ଜ ପରେ ସୁନାର ଫ୍ୟୁଚର ମୂଲ୍ୟ କମିବା ଦେଖାଦେଇଛି । ୫ ଫେବୃଆରୀ ୨୦୨୪ରେ ଡେଲିଭରୀ ସୁନା ୦.୨୪ ପ୍ରତିଶତ ବା ୧୫୦ ଟଙ୍କାର ହ୍ରାସ ସହିତ…