Browsing Category
Featured
ମୁମ୍ବାଇର ୧୧ଟି ସ୍ଥାନରେ ବୋମା ରଖିବା ମାମଲା: ଆରବିଆଇକୁ ଧକମପୂର୍ଣ୍ଣ ଇମେଲ ପଠାଇଥିବା ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କୁ ଧମକପୂର୍ଣ୍ଣ ଇମେଲ ପଠାଇଥିବା ଅଭିଯୁକ୍ତଙ୍କ ଉପରେ ମୁମ୍ବାଇ ପୋଲିସ କଡା ଜବାବ ଦେଇଛି। ଅଭିଯୁକ୍ତଙ୍କୁ ଗୁଜୁରାଟର ଭଦୋଦରାଠାରୁ ଗିରଫ କରାଯାଇଛି। ଗିରଫ ପରେ କ୍ରାଇମ…
ଦୋହରୀକରଣ କାର୍ଯ୍ୟ ସକାଶେ ନୂଆବର୍ଷରୁ ସପ୍ତାହକ ପାଇଁ କୋରାପୁଟକୁ ରେଳ ଚଳାଚଳ ବାତିଲ
ଭୁବନେଶ୍ୱର: ନୂଆବର୍ଷରୁ ସପ୍ତାହକ ପାଇଁ କୋରାପୁଟକୁ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟରୁ ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ପାଇଁ ଜାନୁଆରୀ…
ବିକଶିତ ଭାରତ ସଂକଳ୍ପଯାତ୍ରାର ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଭାବବିନିମୟ କଲେ ମୋଦୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ…
(Video) Rishi Kapoor ଙ୍କ ନାତୁଣୀ ରାହାଙ୍କୁ ଦେଖି ଭାବୁକ ହେଲେ ଧର୍ମେନ୍ଦ୍ର, ସେୟାର କଲେ ଏପରି ଭିଡିଓ ଆଖିରୁ ଝରିପଡିବ ଲୁହ
ମୁମ୍ବାଇ: ତିନି ବର୍ଷ ପୂର୍ବେ ବଲିଉଡର ଦିଗଜ ଅଭିନେତା ଋଷି କପୁରଙ୍କ ଦେହାନ୍ତରେ ସାରା ଫିଲ୍ମ ଜଗତ କାନ୍ଦିଥିଲା। ତାଙ୍କ ପରିବାର ସହ ତାଙ୍କ ପ୍ରଶଂସକଙ୍କ ଆଖି ଲୁହରେ ଓଦା ହୋଇଯାଇଥିଲା। ଯେତେବେଳେ ରଣବୀର କପୁର କିମ୍ବା…
ଏପରି ଏକ ମନ୍ଦିର, ଯେଉଁଠାରେ ହନୁମାନଙ୍କୁ ପୂଜା କରିଥାନ୍ତି ଇସଲାମ ଧର୍ମୀ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପ୍ରଭୁ ହନୁମାନଙ୍କ ମହତ୍ତ୍ୱ ବେଶ ରହିଛି । ତେବେ ତାଙ୍କର ପୂଜା କରିବା ଦ୍ୱାରା ରୋଗ ଶୋକ ଦୁଃଖ ଆଦି କମ ହୋଇଥାଏ ବୋଲି ବିବେଚନା କରାଯାଏ । ଏଥି ପାଇଁ ହନୁମାନଙ୍କ ପୂଜାକୁ ହିନ୍ଦୁ…
(video)ଗ୍ଲାସକୁ ବାହାରିବା ମାତ୍ରେ ବରଫ ପାଲଟି ଯାଉଛି ବିଅର, ଏଠାରେ ତାପମାତ୍ରା -୬୪ ଡିଗ୍ରୀ
ନୂଆଦିଲ୍ଲୀ:ଡିସେମ୍ବର ମାସରେ ସବୁଠାରୁ ଅଧିକ ଥଣ୍ଡା ହୋଇଥାଏ । ଏହି କ୍ରମରେ ଏବେ ବିଶ୍ୱର ବହୁ ସ୍ଥାନରେ ଏତେ ମାତ୍ରାରେ ଜାଡ ଅନୁଭୂତ ହେଉଛି ଯେ ଯେଉଁଠି ଦେଖିବ ସେଠିି ଖାଲି ବରଫ ହିଁ ବରଫ । ତେବେ ଦକ୍ଷିଣ ମେରୁ ଏବେ…
ପ୍ରଥମେ ମାସ୍କ ଓ ଏବେ ୭ ଦିନର ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ: ଏହି ରାଜ୍ୟରେ କରୋନା ବଢ଼ାଇଲା ଟେନସନ୍
ନୂଆଦିଲ୍ଲୀ: କରୋନା ଭାଇରସ୍ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାର ମାମଲା ଲଗାତାର ଭାବେ ବୃଦ୍ଧି ପାଉଛି । କରୋନାର ନୂଆ ଭାରିଆଣ୍ଟ ଜେଏନ.୧ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଦେଶର ଅନେକ…
କେଜି ପ୍ରତି ମାତ୍ର ୨୫ ଟଙ୍କାରେ ଚାଉଳ ବିକ୍ରି କରିବେ କେନ୍ଦ୍ର ସରକାର: ଅଟା, ଡାଲି ପରେ ଆସୁଛି ଭାରତ ବ୍ରାଣ୍ଡ ରାଇସ୍
ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମହଙ୍ଗା ମାଡ଼ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବରୁ ଭାରତ ଅଟା, ଡାଲି ଲଞ୍ଚ କରାଯାଇଥିଲା । ତେବେ ଖୁବଶୀଘ୍ର ବଜାରରେ ଭାରତ ଚାଉଳ…
ରିଲ ନୁହେଁ ରିଅଲ ସିଂଘମ: ବେଶ ବଦଳାଇ ୪୮ ଘଣ୍ଟାରେ ଧରିଲେ ଚୋର
ନୂଆଦିଲ୍ଲୀ: ସାଧାରଣତଃ ଫିଲ୍ମରେ ପୁଲିସ ଅପରାଧୀମାନଙ୍କୁ ବିଭିନ୍ନ ପ୍ରକାର ଉପାୟରେ ଧରୁଥିବା ଦେଖାଯାଇଥାଏ । କେବେ ବେଶ ବଦଳାଇ ତ’ କେବେ ହିରୋ ଭଳି ମାରପିଟ କରି । ତେବେ ସାଧାରଣ ଜୀବନରେ ଯଦି ଏପରି ଏକ ଦୃଶ୍ୟ…
କୋର୍ଟ ବ୍ୟାନ କଲା ଏହିସବୁ ଲାଟେଷ୍ଟ ସ୍ମାର୍ଟ ୱାଚ୍, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଆପଲକୁ ଆମେରିକା କୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ଚଳିତ ବର୍ଷ ଲଞ୍ଚ ହୋଇଥିବା ୱାଚ୍ ୨ ଅଲଟ୍ରା ଓ ୱାଚ୍ ୯ ସିରିଜ୍ର ବିକ୍ରୀ ଉପରେ ଆମେରିକା କୋର୍ଟ ପ୍ରତିବନ୍ଧ ଲଗାଇ ଦେଇଛନ୍ତି । ଇଣ୍ଟରନ୍ୟାସନାଲ…