Browsing Category
Featured
ଆଜି ୩ଟି ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ହେବ ଶୁଭାରମ୍ଭ; ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ ଭେଟି ମିଳିବ?
ଓଡିଶା ଭାସ୍କର; ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଜି ତିନିଟି ଜିଲ୍ଲାକୁ ସାମିଲ କରାଯିବ । ଏଥିରେ ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ରହିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି…
ଦୀପାବଳିରେ ରାଶି ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ ? ଜାଣନ୍ତୁ
ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତାରିଖରେ ପାଳନ କରାଯାଏ । ଚଳିତ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥି ୧୨ ନଭେମ୍ବରରେ ଅପରାହ୍ନ ୨:୪୪ ରୁ ଆରମ୍ଭ ହେଉଛି । ଏହା ନଭେମ୍ବର ୧୩ ସୋମବାର ଦିନ ଅପରାହ୍ନ…
ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା: ଟିମ୍ ଇଣ୍ଡିଆକୁ ନେଇ ଲେଖିଲେ ଏପରି
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ -୨୦୨୩ ରୁ ବାଦ୍ ପଡ଼ିଛନ୍ତି । ଆହତ କାରଣରୁ ସେ ଟୁର୍ନାମେଣ୍ଟରୁ ବାହାରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ବେଳେ ସେ…
ମାତ୍ର ୧ ଉଇକେଟ ହରାଇ ୧୫୦ ରନ ପାର୍ କଲାଣି ନ୍ୟୁଜିଲାଣ୍ଡ; ହାରିଯିବ କି ପାକିସ୍ତାନ?
ଓଡିଶା ଭାସ୍କର; ଆଜି ୩୫ତମ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚ୍ରେ ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ- ନ୍ୟୁଜିଲାଣ୍ଡ । ପାକିସ୍ତାନ ଅଧିନାୟକ ବାବର ଆଜମ ପ୍ରଥମେ…
ଜାଣିଶୁଣି ବାରମ୍ବାର ସର୍ବସାଧାରଣ ସ୍ଥାନକୁ ଟାର୍ଗେଟ କରୁଛି ଇସ୍ରାଏଲ: ହମାସ
ଇସ୍ରାଏଲ: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତକାଲି ରାତିରେ ଗାଜା ସ୍ଥିତ ଏକ ହସ୍ପିଟାଲର ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଫଳରେ, ଘଟଣା ସ୍ଥଳରେ ହିଁ ୧୫…
(Video)ନେପାଳ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୫୪ କୁ ବୃଦ୍ଧି, ଝଟକା ଲାଗିବା ମାତ୍ରେ ଘରୁ ଦୌଡ଼ିଥିଲେ ଲୋକେ
ନୂଆଦିଲ୍ଲୀ: ଭୂକମ୍ପରେ ନେପାଳ ପୁଣି ଥରେ କମ୍ପିତ ହୋଇଛି । ୬.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ନେପାଳରେ ବ୍ୟାପକ ଧ୍ୱଂସ କରିଛି । ଏକ ଡଜନରୁ ଅଧିକ ଘର ନଷ୍ଟ ହୋଇଯାଇଛି । ପଶ୍ଚିମ ନେପାଳକୁ ଆସିଥିବା ଏହି ଶକ୍ତିଶାଳୀ…
ପାକିସ୍ତାନର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ: ବିସ୍ଫୋରଣ ପରେ ଲାଗିଲା ନିଆଁ, ଦେଖନ୍ତୁ Video
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ପଡୋଶୀ ଦେଶ ପାକିସ୍ତାନର ମିଆନୱାଲିର ଏୟାରବେସରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ଏୟାରବେସ ଭିତରକୁ ପ୍ରବେଶ କରି ଜବରଦସ୍ତ ଗୁଳି ବର୍ଷା କରିଥିଲେ, ଯାହା ପରେ…
BIG NEWS; ବିଶ୍ୱକପରୁ ବାହାରିଲେ ହାର୍ଦ୍ଦିକ ପାଣ୍ଡ୍ୟା; ସୂଚନା ସ୍ପଷ୍ଟ କଲା ଆଇସିସି
ଓଡିଶା ଭାସ୍କର; ଗୋଇଠି ଜନିତ ଆହତ ସମସ୍ୟାରେ ପଡ଼ିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି । କିନ୍ତୁ ତାଙ୍କୁ ବିଶ୍ୱକପରୁ ବହିଷ୍କାର କରାଯାଇଥିବା ସୂଚନା ଏବେ…
World Cup ଚାଲିଥିବା ବେଳେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ: ବିଶ୍ୱକପ୍ 2023 ଚାଲିଥିବା ବେଳେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା…
BIG BREAKING; ରାଉରକେଲାରେ ଫୁଟିଲା ଗୁଳି; ମୁଖାପିନ୍ଧା ଅବସ୍ଥାରେ ଆସି ଯୁବକଙ୍କୁ ଗୁଳି ମାଡ଼ କଲେ ଦୁର୍ବୁତ୍ତ
ଓଡିଶା ଭାସ୍କର; ରାଉରକେଲାରେ ଫୁଟିଲା ଗୁଳି । ମୁଖାପିନ୍ଧା ଅବସ୍ଥାରେ ଆସି ଯୁବକଙ୍କୁ ଗୁଳି ମାଡ଼ କଲେ ଦୁର୍ବୁତ୍ତ । ରାଉରକେଲା ବିଶ୍ରା ଥାନା ଆଇଟିଆଇ ନିକଟରେ ଏହି ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି ।
ସୂଚନା…