Browsing Category
Featured
5-ଟି ଉପକ୍ରମରେ ରୂପାନ୍ତର ହେବ ନନ୍ଦନକାନନ: ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
ଏଣିକି ଶସ୍ତା ବିଜୁଳି ଦେବେ କେନ୍ଦ୍ର ସରକାର: ନୂଆ ନିୟମରେ ମାତ୍ର ଏତିକି ଟଙ୍କା ଆସିବ ବିଲ!
ନୂଆଦିଲ୍ଲୀ: ବର୍ତ୍ତମାନ ବିଦ୍ୟୁତ ବିଲକୁ ନେଇ ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏବେ ଉପଭୋକ୍ତାଙ୍କୁ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ଏକ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏହି…
Video: ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପରାମର୍ଶ ଦେଲେ ଲାଲୁ ପ୍ରସାଦ ଯାଦବ, କହିଲେ-‘ଆମେ ବରଯାତ୍ରୀ ହେବୁ, ସୋନିଆ ଗାନ୍ଧୀ ସମାନ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ବିରୋଧୀ ମହାଗଠବନ୍ଧନର ସାଧାରଣ ସଭା ଅନୁଷ୍ଠିତ ହୋଇଯାଉଛି। ଏହି ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ନେତା ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ଆଲୋଚନା…
ପ୍ୟାରିସ ସମ୍ମିଳନୀରେ କାନ୍ଦିଲେ ଶାହବାଜ ସରିଫ: କହିଲେ-‘ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଆମକୁ ଖାଇବା ପାଇଁ ମଧ୍ୟ ଲୋନ୍…
ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଏପରି ହୋଇଯାଇଛି ଯେ, ପ୍ୟାରିସ ସମ୍ମିଳନୀରେ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଋଣ ପାଇଁ ଦେଶମାନଙ୍କୁ ଅପିଲ୍ କରିଛନ୍ତି । ପାକିସ୍ତାନରେ ୨୦୨୨ରେ ଆସିଥିବା…
ନବୋଦୟ ବିଦ୍ୟାଳୟରେ ବାହାରିଲା ୭୫୦୦ ରୁ ଅଧିକ ପଦବୀ: ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ହେବ ନିଯୁକ୍ତି
ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ସରକାରୀ ଚାକିରୀ ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ । ନବୋଦୟ ବିଦ୍ୟାଳୟ ସମିତିରେ ଚାକିରି ପାଇବାକୁ ଆସିଛି ଏକ ବଡ଼ ସୁଯୋଗ । ଏଠାରେ ୭୫୦୦ ରୁ ଅଧିକ ପଦ ପାଇଁ ପ୍ରାର୍ଥୀ…
ସାବଧାନ! ପୁଣିଥରେ ଭୟଙ୍କର ରୂପରେ ଫେରୁଛି ଏହି ଭାଇରସ: ୧୩ ବର୍ଷର ଶିଶୁର ମୃତ୍ୟୁ
ନୂଆଦିଲ୍ଲୀ: କେରଳର କୁଟ୍ଟୀପୁରମ ଅଞ୍ଚଳରେ ପ୍ରବଳ ଜ୍ୱର ପରେ ପ୍ରାଣ ହରାଇଛି ଜଣେ ୧୩ ବର୍ଷର ଶିଶୁ । ତେବେ ଏହି ମୃତ୍ୟୁ ପରେ ଏକ ଭୟାନକ ତଥ୍ୟ ଦେଇଛନ୍ତି ମେଡିକାଲର କର୍ତ୍ତୃପକ୍ଷ । କିଛି ଦିନରୁ ଶାନ୍ତ ପଡି ଯାଇଥିବା…
ଆଶ୍ଚର୍ଯ୍ୟକର ATM ! ଗ୍ରାହକଙ୍କୁ ୫ ଗୁଣ ଅଧିକ ଟଙ୍କା ଦେଉଛି ମେସିନ, ୧୦୦୦ ମାଗିଲେ ମିଳୁଛି ୫୦୦୦
ନୂଆଦିଲ୍ଲୀ: ଦୁନିଆ ଡିଜିଟାଲ ହେବା ସହ ହ୍ରାସ ପାଉଛି ଏଟିଏମର ବ୍ୟବହାର । ବର୍ତ୍ତମାନ ଖୁବ କମ୍ ଲୋକ ଏଟିଏମରୁ ଟଙ୍କା ଉଠାଉଥିବାର ଦେଖିବାକୁ ମିଳୁଛି । ତେବେ ଗୋଟିଏ ସ୍ଥାନରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଲାଗିଛି…
ବିହାରରେ ବିରୋଧୀଙ୍କ ମହାଗଠବନ୍ଧନ: ଶିମଲାରେ ହେବ ଆଗାମୀ ବୈଠକ, କଂଗ୍ରେସ ଏବଂ ଆପ୍ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ
ନୂଆଦିଲ୍ଲୀ: ଶୁକ୍ରବାର ବିହାରର ପାଟନାରେ ବିରୋଧୀ ଦଳମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୦ ରୁ ଅଧିକ ବିଜେପି ବିରୋଧୀଦଳ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ…
ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର ଶ୍ରୀ କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular…
ତରଭୁଜ କାଟିଲା ବେଳେ ଲିଭ୍ ଇନ୍ ପାର୍ଟନର ଛାତିରେ ଛୁରୀ ଭୁସିଲା ପ୍ରେମିକା! ବୟଫ୍ରେଣ୍ଡ ମୃତ
ଗୁରୁଗ୍ରାମ : ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । ଏହିଭଳି ଏକ ଖବର ଆସିଛି ହରିୟାଣାର ଗୁରୁଗ୍ରାମରୁ । ଛାତିରେ ଛୁରୀ ଭୁସି ହେବା ପରେ ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆ ଯାଇଛି, ସେଠାରେ…