
Browsing Category
Featured
ଭଲ ଫିଚର୍ସ ସହ Itel ଲଞ୍ଚ କଲା ଶସ୍ତା 5G ସ୍ମାର୍ଟଫୋନ : ଜାଣିନିଅନ୍ତୁ କ’ଣ ରହିଛି ଏହାର ଦାମ
ଭୁବନେଶ୍ୱର : ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରନ୍ତି । କିନ୍ତୁ ମଧ୍ୟବିତ୍ତ ତଥା ଗରିବ ବର୍ଗର ଲୋକମାନେ ଅଧିକ ଟଙ୍କା ଦେଇ ସ୍ମାର୍ଟଫୋନେ କିଣି…
Pearls ନିବେଶକଙ୍କ ପାଇଁ SEBIର ଘୋଷଣା: ଅର୍ଥ ଫେରସ୍ତ ପାଇଁ ଜମା କରନ୍ତୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ
ନୂଆଦିଲ୍ଲୀ: ସମସ୍ତ ପିଅର୍ଲସ ବା ପିଏସିଏଲ ଇଣ୍ଡିଆ ଲିମିଟେଡର ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସେବିର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ପିଏସିଏଲ ଗ୍ରୁପର ନିବେଶଙ୍କୁ ମୂଳ ଡକ୍ୟୁମେଣ୍ଟ ଜମା କରିବାକୁ କହିଛି ।…
ପ୍ରେମ ପାଇଁ ପ୍ଲାନ୍: କେନାଲ କୂଳରେ ବ୍ୟାଗ୍ ଓ ଚପଲ ରଖି ପ୍ରେମିକ ସହ ହୋଟେଲରେ ନାବାଳିକା, ପାଣିରେ ପୋଲିସ
ଓଡ଼ିଶା ଭାସ୍କର: ୟୁପିର ମହାରାଜଗଞ୍ଜରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ନିଜ ପ୍ରମିକକୁ ଫସାଇବା ପାଇଁ କିଛି ଏମିତି କିଛି କରିଥିଲେ, ଯାହାକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା, କିନ୍ତୁ…
ପାର୍ବଣ ପୂର୍ବରୁ ସରିବ ରାଜଧାନୀର ସବୁ ରାସ୍ତା ମରାମତି : ନିର୍ଦ୍ଦେଶ ଦେଲେ ବିଏମସି ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର : ବାରମ୍ବାର ଦୁର୍ଘଟଣାର ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହା ନଗର ନିଗମ ତତ୍ପର ହୋଇଛନ୍ତି । ରାଜରାସ୍ତା ଠାରୁ ଆରମ୍ଭ କରି ଅଭ୍ୟନ୍ତରୀଣ ରାସ୍ତାରେ ଯେଉଁଠି ବି ଖାଲ ଅଛି ସେ ସବୁକୁ ମରାମତି କରିବା ପାଇଁ…
ଆଜି ରାଜକୋଟରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ, ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ କଙ୍ଗାରୁ ଦଳ
ଓଡ଼ିଶା ଭାସ୍କର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ତୃତୀୟ ଦିନିକିଆ। ରାଜକୋଟ ଠାରେ ସାମ୍ନାସାମ୍ନି ହେବେ ଭାରତ ଓ ଅଷ୍ଟ୍ରେଲିଆ। ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ ଏହି ମ୍ୟାଚ୍। ଅଷ୍ଟ୍ରେଲିଆ ପ୍ରଥମ…
ଭାରତ ଜିତିଲା ୪ର୍ଥ ସ୍ୱର୍ଣ୍ଣ: ପଦକ ସଂଖ୍ୟା ୧୬ରେ ପହଞ୍ଚିଲା
ନୂଆଦିଲ୍ଲୀ: ଏସିଆନ ଗେମ୍ସର ଚତୁର୍ଥ ଦିନରେ ଭାରତ ଭଲ ପ୍ରଦର୍ଶନରୁ ଦିନ ଆରମ୍ଭ କରିଛି । ଭାରତ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିଛି । ଶୁଟିଂର ୨୫ମି ପିସ୍ତଲ ଇଭେଣ୍ଟରେ ମହିଳା ଟିମ୍…
ନୂଆ CEOଙ୍କ ଅଧିନରେ Byju’s ଏକ ବଡ଼ଧରଣର ପୁନର୍ଗଠନ କରିବ: ଚାକିରିରୁ ବିଦା ହୋଇ ପାରନ୍ତି ୪-୫ ହଜାର କର୍ମଚାରୀ
ନୂଆଦିଲ୍ଲୀ: ଏଡଟେକ ଫାର୍ମ ବାୟଜୁସର ଭାରତରେ ଅବସ୍ଥାପିତ ସିଇଓ ଅର୍ଜୁନ ମୋହନ କମ୍ପାନୀରେ ଏକ ବଡ଼ଧରଣର ପୁନର୍ଗଠନ କରିବାକୁ ଯାଉଛନ୍ତି । ଫଳରେ କମ୍ପାନୀରୁ ୪୦୦୦-୫୦୦୦ କର୍ମଚାରୀ ଛଟେଇ ହୋଇ ପାରନ୍ତି । ମୋହନ ବାୟଜୁସର…
ଖୁସି ଅବସରରେ ଲାଗିଲା ନିଆଁ : ୧୦୦ଜଣ ଜୀବନ୍ତ ଦଗ୍ଧ, ୧୫୦ଜଣ ଆହତ
ନୂଆଦିଲ୍ଲୀ : ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ । ଏହି ଉତ୍ସବରେ ଲୋକ ମୌଜମସ୍ତି କରି ସେହି ଦିନକୁ ଅତିବାହିତ କରିଥାନ୍ତି । କିନ୍ତୁ ଗତକାଲିର ଏହି ଖୁସିର ସମୟରେ କାହାରି ନଜର ଲାଗିଯାଇଛି । ଇରାକର ଏକ ବିବାହ ମଣ୍ଡପରେ…
ଆତଙ୍କ ଖେଳାଇବାରେ ଲାଗିଛି ସ୍କ୍ରବ ଟାଇଫସ : ପୁଣି ୬ ରୋଗୀ ଚିହ୍ନଟ
ସୁନ୍ଦରଗଡ଼ : ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ…
କେଉଁ ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଇ ପୂଜା କରାଯାଇଥାଏ ?
ଓଡ଼ିଶା ଭାସ୍କର: ଏହି ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଯାଇ ଥାଏ। କେହି କେହି ତାଙ୍କୁ ଶକ୍ତି ଭାବରେ ପୂଜା ମଧ୍ୟ କରୁଛନ୍ତି। ତେବେ ସେ ହଉଛନ୍ତି ବୁଧ ଗ୍ରହ, ତାଙ୍କୁ ଅନେକ ସ୍ଥାନରେ ‘ବୁଧେଇ ଓଷା’ ଓ ‘ବୁଧିବାମନ ଓଷା’…