
Browsing Category
Featured
(Video) ଭିଡିଓ ଦେଖି ସସ୍ମିତାଙ୍କୁ ଖୋଜି ଗୀତ ଗାଇବାକୁ ସୁଯୋଗ ଦେଲି: ଏବେ ସମସ୍ତେ ମୋତେ ଖଳନାୟକ ବନାଉଛନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୋସିଆଲ ବ୍ୟବହାର ବହୁଳ ଭାବେ ବଢ଼ିଚାଲିଛି । ସାମାନ୍ୟ ଭୁଲ୍ ପାଇଁ କାହାର ମାନ ସମ୍ମାନ ଚାଲିଯାଉଛି ତ ଆଉ କିଏ ନିଜର ପ୍ରତିଭା ଦେଖାଇ ରାତାରାତି ଷ୍ଟାର ପାଲଟି ଯାଉଛି ।…
ହଠାତ୍ ତଣ୍ଟିରେ ଲାଖିିଲେ କ’ଣ ସତରେ କିଏ ମନେ ପକାଇଥାଏ? କିମ୍ବା ଏହା ପଛରେ ରହିଛି କିଛି ସ୍ୱାସ୍ଥ୍ୟଗତ କାରଣ ଆସନ୍ତୁ ଜାଣିବା
ନୂଆଦିଲ୍ଲୀ:ପ୍ରାୟ ସମୟରେ ଯେତେବେଳେ ଆମ ତଣ୍ଟିରେ ଲାଖିଥାଏ ବା ହଠାତ୍ କାଶ ହୋଇଥାଏ ସେତେବେଳେ ଆମେ କହିଥାଉ କେହି ଖାସ୍ ଲୋକ ଜଣେ ଆମକୁ ମନେ ପକାଉଛି । ତେବେ ମନକୁ ଖୁସି କରିବା ଲାଗି ଏପରି ଭାବିବା ତ ଠିକ୍ କିନ୍ତୁ…
୬୦୦୦୦୦ କୋଟି ଟଙ୍କାର ମହଙ୍ଗା ଛାଡପତ୍ର: ଜାଣନ୍ତୁ ଏହି ଦମ୍ପତ୍ତିଙ୍କ ବିଷୟରେ..
ନୂଆଦିଲ୍ଲୀ: ସାଧାରଣତଃ ଲୋକେ ବିବାହରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି କିଏ ନିଜ ଛାଡପତ୍ରରେ ଲକ୍ଷ ବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି? ଏମିତିରେ ଆପଣଙ୍କୁ ଯଦି କେହି…
ସ୍ମାର୍ଟୱାଚର ସ୍ଥାନ ନେବାକୁ ଯାଉଛି ସ୍ମାର୍ଟରିଙ୍ଗ, ସ୍ମାର୍ଟଫୋନର ଭବିଷ୍ୟତ ଉପରେ ବି ପ୍ରଶ୍ନବାଚୀ ଉଠାଇଲେଣି ବିଲ ଗେଟସ୍
ନୂଆଦିଲ୍ଲୀ:ପ୍ରତିଦିନ ଟେକ୍ନୋଲଜି କ୍ଷେତ୍ରରେ ନୂଆ ନୂଆ ଆବିଷ୍କାର ହେବାରେ ଲାଗିଛି । ସେ ସ୍ମାର୍ଟଫୋନର କଥା ହେଉ କି ସ୍ମାର୍ଟୱାଚର କଥା । ପ୍ରତିଦିନ ଟେକ୍ନୋଲଜି କ୍ଷେତ୍ରରେ ଯେପରି ବିକାଶ ଘଟୁଛି ଏବେ ଏସବୁର…
ଆଫ୍ରିକାରେ ସୁଟିଂ ହେବ “ଆରଆରଆର-୨’ : ସୂଚନା ଦେଲେ ଫିଲ୍ମ ନିର୍ଦ୍ଦେଶକ
ନୂଆଦିଲ୍ଲୀ : ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଏନ.ଟି. ରାମା ରାଓ ଓ ଜେ ଆର. ରାମ ଚରଣ ଦୁହେଁ "ଆରଆରଆର' ଫିଲ୍ମରେ ଜବରଦସ୍ତ ଅଭିନୟ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଅନେକ ପ୍ରଶଂସା କରିଥିଲେ । ଏହି ସୁପରହିଟ ଫିଲ୍ମଟି…
ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀଙ୍କୁ ବିଜେପିରେ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ: ଭାରତୀୟ ରାଜନୀତି ସହିତ ପରିବାରବାଦର ସମ୍ପର୍କ ଏକ ପୁରୁଣା ପରମ୍ପରା । ପିତାମାତାଙ୍କ ପଦାଙ୍ଗ ଅନୁସରଣ କରି ପୁଅ, ଝିଅ, ନାତୁ, ନାତୁଣୀମାନେ ରାଜନୀତିରେ ପାଦ ଥାପିବା ଏକ ନୂଆ କଥା ନୁହେଁ । ତେବେ ଏହା…
ଆପଣ ବ୍ୟବହାର କରୁଥିବା ଟୁଥପେଷ୍ଟ ଓ ଶାମ୍ପୁ ପାଇଁ କ୍ୟାନସର ହୋଇପାରେ: ରିସର୍ଚ୍ଚରୁ ମିଳିଲା ବଡ଼ ତଥ୍ୟ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ନୂଆ ନୂଆ ବିମାରୀ ବଢ଼ିବାରେ ଲାଗିଛି । ବିଶେଷ କରି କ୍ୟାନସରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଭାରତୀୟ ଚିକିତ୍ସା ବିଜ୍ଞାନ ପରିଷଦ (ଆଇସିଏମଆର)ର ତଥ୍ୟ ମୁତାବକ, ଦେଶରେ ୨୦୨୨ରେ…
ଘଣ୍ଟା ପ୍ରତି ୩୮,୫୨୦ କିମି ବେଗରେ ଚନ୍ଦ୍ର ଆଡକୁ ଗତି କରୁଛି ଚନ୍ଦ୍ରଯାନ-୩, ଚନ୍ଦ୍ରର କକ୍ଷ ଛୁଇଁ ନ ପାରିଲେ ୧୦ ଦିନରେ ପୃଥିବୀକୁ ଆସିବ ଫେରି
ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ରମାର ରାସ୍ତାରେ ଗତି କରିବା ଆରମ୍ଭ କରିଛି । ୧ ଅଗଷ୍ଟ ୨୦୨୩ ମଧ୍ୟରାତ୍ରୀ ୧୨.୦୩ରୁ ୧୨.୨୩ ସମୟ ମଧ୍ୟରେ ଏହାକୁ ଟ୍ରାନ୍ସ ଲୁନାର ଟ୍ରାଜେକ୍ଟୋରୀରେ ଛଡା ଯାଇଛି । ପ୍ରପଲସନ୍…
ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂରେଇ ଥାଏ କେଶର ଚା : ଆସନ୍ତୁ ଜାଣିବା କିପରି କରିବା ଏହାକୁ ପ୍ରସ୍ତୁତ ଏବଂ କ’ଣ ରହିଛି ଫାଇଦା
ଭୁବନେଶ୍ୱର : କେଶର ଏକ ମସଲା ଅଟେ, ଯାହା କ୍ରୋକସ ସାଟିଓ୍ଵସ ଲିନେ ଫୁଲରୁ ମିଳିଥାଏ । ସ୍ୱାସ୍ଥ୍ୟପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ଡାକ୍ତର ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କେସର ଯୁକ୍ତ କ୍ଷୀର ପିଇବା ପାଇଁ…
NIACLରେ ୪୫୦ ପଦ ଖାଲି: ସ୍ନାତକଙ୍କ ପାଇଁ ବଢ଼ିଆ ଅଫର୍, ଆଜିଠାରୁ ଆବେଦନ ଆରମ୍ଭ
ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କୋ. ଲିମିଟେଡ (ଏନଆଇଏସିଏଲ) ପକ୍ଷରୁ ୪୫୦ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଜେନେରାଲିଷ୍ଟସ ଓ…