
Browsing Category
Featured
ସମ୍ବଲପୁରରେ ଲିଫ୍ଟି ଦେଇ ଯୁବତୀଙ୍କୁ ଗଣଦୁସ୍କର୍ମ, ତିନି ଜଣଙ୍କୁ ଗିରଫ କଲା ପୋଲିସ
ସମ୍ବଲପୁର: ସାହାଯ୍ୟ କରିବାକୁ ଲିଫ୍ଟି ଦେଇ ଲୁଟିନେଲେ ଯୁବତୀଙ୍କ ଇଜ୍ଜତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡାରେ। ମାମଲା ସମ୍ପର୍କରେ ଯୁବତୀ ଜଣକ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ…
କଂଗ୍ରେସ ନେତା ରାହୁଲ ଗାନ୍ଧୀ ନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ? ପ୍ରଧାନମନ୍ତ୍ରୀ ପଦ ଲାଗି କିଏ ଲୋକଙ୍କର ଅଧିକ ପସନ୍ଦ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଏବେ ଏକ ବର୍ଷରୁ ବି ଆହୁରି କମ୍ ସମୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ୱରେ ବିଜେପି ପୁନର୍ବାର ତୃତୀୟ ଥର ଲାଗି ସରକାର ଗଢିବା ଚେଷ୍ଟାରେ ସବୁ ପ୍ରକାର…
ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟ ମୁକ୍ତ ଅପରାଧୀ; ସୂର୍ଯ୍ୟାଲୋକରେ ପାର୍କରେ ଯୁବତୀଙ୍କୁ ରଡ୍ରେ ପିଟି ହତ୍ୟା
ନୁଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗର ପାର୍କରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ମାରଣତ୍ମକ ଆକ୍ରମଣ କରିଛନ୍ତି। ଯୁବକ ଜଣକ ଏକ ରଡ୍ରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ ଫଳରେ ଘଟଣାସ୍ତଳରେ ହିଁ ଯୁବତୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା…
ଖୁଚୁରା ନଥିଲେ ‘ମୋ ବସ୍’ରେ ଯାଇପାରିବେନି ଯାତ୍ରୀ: ପୋଷ୍ଟ କରି ସୂଚନା ଦେଲା କ୍ରୁଟ!
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ବସ୍’ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ପାଖରେ ଖୁଚୁରା ଟଙ୍କା ନଥିଲେ ‘ମୋ ବସ୍’ରେ ଯାତ୍ରା କରି ପାରିବେନି ଯାତ୍ରୀ । କ୍ୟାପିଟାଲ…
ବନକଲାଗି ନୀତି ବିବାଦର ସମାଧାନ ପାଇଁ ସବ୍ କମିଟି ବୈଠକ ଅନୁଷ୍ଠିତ, ପରିଚାଳନା କମିଟି ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି
ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ବିବାଦର ସମାଧାନ ଲାଗି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ପରିଚାଳନା କମିଟିର ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି । ତେବେ ବୈଠକରେ…
ସଂକ୍ରମିତ ବ୍ୟକ୍ତିର ଆଖିକୁ ଚାହିଁଦେଲେ କ’ଣ ବ୍ୟାପିଥାଏ ଆଖିଧରା ରୋଗ? ଡାକ୍ତର କ’ଣ କହୁଛନ୍ତି ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ଦେଶରେ ଏବେ ଆଖିଧରା ରୋଗ ଭୀଷଣ ମାତ୍ରାରେ ବ୍ୟାପିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ବହୁ ରାଜ୍ୟରେ ଏହି ରୋଗର ସଂକ୍ରମଣକୁ ଲକ୍ଷ୍ୟ କରି ସ୍କୁଲ ବନ୍ଦ କରି ଦିଆଯାଇଛି । କାରଣ ଆଖିଧରା ରୋଗ ବିଶେଷ…
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି; ପ୍ରବଳ ବର୍ଷା ହେବା ନେଇ ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଦକ୍ଷିଣ-ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ନିମ୍ନ…
ରାଜ୍ୟର ୩ଟି ଜିଲ୍ଲାରେ ଏକୀକୃତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ: କେନ୍ଦ୍ର ଆୟୁଷ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ୩ଟି ଜିଲ୍ଲାରେ ଏକୀକୃତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶାର ଢ଼େଙ୍କାନାଳ, ବ୍ରହ୍ମପୁର ଏବଂ ବାଲେଶ୍ୱର ଜିଲ୍ଲାରେ ୩ଟି ଏକୀକୃତ ଆୟୁଷ ଡାକ୍ତରଖାନା…
(Video) ବସରେ ପ୍ରଥମ ଯାତ୍ରୀ ଭାବରେ ଚଢି ପାରିବେନି ମହିଳା ଯାତ୍ରୀ: ଜାଣନ୍ତୁ କ’ଣ ରହିଛି କାରଣ?
ଭୁବନେଶ୍ୱର: ବର୍ତ୍ତମାନ ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି । ସେଥିପାଇଁ ସବୁ କ୍ଷେତ୍ରରେ କୁହାଯାଏ ଲେଡିଜ୍ ଫାର୍ଷ୍ଟ । କିନ୍ତୁ ବସରେ ଯାତ୍ରା କରିବା ବେଳେ ଏହି ନିୟମ ବଦଳି ଯାଇଥାଏ ।…
ନିଜ ଦେଶର ଅଳିଆ ପଡୋଶୀ ଦେଶରେ ଫିଙ୍ଗୁଛନ୍ତି କିଛି ଦେଶ, ୟୁରୋପିଆନ୍ କୋର୍ଟ ଅଫ୍ ଜଷ୍ଟିସରେ ଏବେ ପହଞ୍ଚିଛି ଅଳିଆକୁ ନେଇ ବିବାଦ
ନୂଆଦିଲ୍ଲୀ: ନାଜି ଶାସନ ସମୟରେ ଜର୍ମାନୀ ପୋଲାଣ୍ଡ ସହିତ ବହୁ ଅନ୍ୟାୟ କରିଥିଲା ଯାହା ଏବେବି କିଛି ମାତ୍ରାରେ ଜାରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୋଲାଣ୍ଡର ପରିବେଶ ଓ ଜଳବାୟୁ ମନ୍ତ୍ରୀ ଏନା ମୋକ୍ସୱା…