Browsing Category

Featured

Google Pay ଲଞ୍ଚ କଲା ‘UPI Lite’: ଆପଣଙ୍କ ଆକାଉଣ୍ଟ ଖାଲି କରିପାରିବନି ସାଇବର ଠକ, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ଯେତିକି ବଢ଼ୁଛି ସେହି ଅନୁପାତରେ ସାଇବର ଠକଙ୍କର ରାଜୁତି ବଢ଼ିବାରେ ଲାଗିଛି । ବିଭିନ୍ନ ନୂଆ ନୂଆ ତରିକା ଆପଣାଇ ସାଇବର ଠକମାନେ ଲୋକଙ୍କର ଆକାଉଣ୍ଟରୁ ହଜାର ହଜାର, ଲକ୍ଷ ଲକ୍ଷ…

ଏହି କର୍ମଚାରୀଙ୍କ ଭତ୍ତାରେ ବୃଦ୍ଧି କରାଇଲେ ସରକାର : ଜାଣିନିଅନ୍ତୁ କେଉଁ ଦିନରୁ ମିଳିବ ବଢିଥିବା ବେତନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କିଛି କର୍ମଚାରୀଙ୍କର ଭତ୍ତା ବଢ଼ାଇଛନ୍ତି । ସେମାନଙ୍କୁ ଜୁଲାଇ ୧ ୨୦୨୩ ଠାରୁ ବଢିଥିବା ଡିଏର ଫାଇଦା ମିଳିବ । ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେଜର ବୋର୍ଡ ସ୍ତରର…

ସିଗନାଲିଂ ବ୍ୟବସ୍ଥାର ସୁଦୃଢିକରଣ ଲାଗି ବଡ ପଦକ୍ଷେପ, ଏହି ସମ୍ବନ୍ଧିତ ପରିଯୋଜନା ଆର୍ଥିକ ରୂପରେ ଲାଭକାରୀ ହେବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଦେଶର ଭୀଷଣତମ ଟ୍ରେନ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା । ଏଥିରେ ସିଗନାଲିଂ ବ୍ୟବସ୍ଥାରେ ତ୍ରୁଟି କାରଣରୁ ୨୯୩ ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଥିଲା । ଏହି…

ମାଙ୍କଡ଼କୁ ନେଇ ବଢ଼ିଲା ଆତଙ୍କ! ମଦ ପିଇବା ପରେ ୪ ହଜାର ଲୋକଙ୍କୁ କାମୁଡ଼ିଲା ଗୋଟିଏ ମାଙ୍କଡ଼

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ମଦ ନିଶାରେ ଅନ୍ୟମାନଙ୍କୁ ମାରପିଟ କରିବା ସହିତ କୋଳାହଳ ସୃଷ୍ଟି କରିଥାନ୍ତି । ତେବେ ଗୋଟିଏ ମାଙ୍କଡ଼ ମଧ୍ୟ ମଦ ନିଶାରେ ଚୁର୍ ହୋଇ ଅନେକ ଲୋକଙ୍କୁ କାମୁଡ଼ିଥିବା ଖବର ଆସିଛି ।…

ଶ୍ରାବଣର ଶିବରାତ୍ରୀରେ ସୃଷ୍ଟି ହେଉଛି ବହୁ ମହତ୍ତ୍ୱପୂର୍ଣ୍ଣ ଯୋଗ, ବ୍ରତ ରଖିଲେ ବିବାହ କ୍ଷେତ୍ରରେ ବାଧା ଦୂର ହେବା ସହ ରୋଗ ବ୍ୟାଧିରୁ…

୪ ଜୁଲାଇରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି ଏହା ୩୧ ଅଗଷ୍ଟରେ ସମାପନ ହେବ । ଏହି ମାସ ଭଗବାନ ଶିବଙ୍କର ବହୁତ ପ୍ରିୟ । ଶ୍ରାବଣର ଏହି ମାସରେ ମାସିକ ଶିବରାତ୍ରୀ ମଧ୍ୟ ପଡିଥାଏ । ହିନ୍ଦୁ ଧର୍ମରେ ଶିବରାତ୍ରୀ ଓ…

BJP ନେତାଙ୍କ ମୃତ୍ୟୁ: ପୋଲିସ ଲାଠିଚାର୍ଜ ବେଳେ ଘଟିଲା ଅଘଟଣ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି । ବିହାରରୁ ଆସିଛି ଏଭଳି ଏକ ଖବର । ପାଟନା ପୋଲିସର ଲାଠିଚାର୍ଜରେ ଜଣେ ବିଜେପି ନେତା ପ୍ରାଣ ହରାଇଥିବା ଜଣାପଡ଼ିଛି ।…

୨୬ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଏକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୬ତାରିଖରେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‌ଯାପନୀ ସମାରୋହରେ ଶ୍ରୀମତୀ…

ରାଜ୍ୟ ବିଜେପିର ପୂର୍ବତନ ସଭାପତିଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଥିବାର ଏଥିପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛନ୍ତି । ଏଥିସହିତ ଦଳ ପକ୍ଷରୁ ବ୍ଲକ,…

ଅତୁଟ ସମ୍ପର୍କ : ଶ୍ରାବଣ ଏବଂ ରାକ୍ଷୀବନ୍ଧନର ମହାଦେବଙ୍କ ସହ ରହିଛି ଗମ୍ଭୀର ସମ୍ପର୍କ, ଜାଣିନିଅନ୍ତୁ ଏହି ମାସ ଓ ପର୍ବପର୍ବାଣିର ସଂଯୋଗ

ଭୁବନେଶ୍ୱର : ଅମୃତ ପାଇବା ପାଇଁ ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା । ସେହି ମନ୍ଥନରେ ଅନେକ ରତ୍ନ ବାହାରିଥିଲା, ଯେଉଁଥିରେ କି ବହୁତ ବିଷ ଭରି ହୋଇ ରହିଥିଲା । ସମସ୍ତ ଦେବତାଙ୍କ ଅନୁରୋଧ…

ଫ୍ରାନ୍ସରେ ୟୁପିଆଇରେ ହେବ ପେମେଣ୍ଟ; ଷ୍ଟୁଡେଣ୍ଟଙ୍କୁ ଭୀସାରେ ମିଳିବ ରିହାତି, ପ୍ୟାରିସ୍‌ରୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ଫ୍ରାନ୍ସରେ ମଧ୍ୟ ଭାରତର ୟିନିଫାଏଡ୍ ପେମେଣ୍ଟ ସିଷ୍ଟମ୍‌(ୟୁପିଆଇ) ଆପଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ ସମୟରେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁପିଆଇ…