Browsing Category
Featured
ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ, ବିବାହ ଓ ଛାଡ଼ପତ୍ରକୁ ନେଇ ଅନେକ ମାମଲା ଦେଖିବାକୁ ମିଳୁଛି । ତେବେ ରିଲେସନଶିପକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଭଲ ସମ୍ପର୍କରେ ଥାଇ…
ଚାରିଟି ରାଜ୍ୟକୁ ୩୬ ଘଣ୍ଟାରେ, ୫୦ ହଜାର କୋଟି ମୂଲ୍ୟର ୫୦ଟି ଯୋଜନା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡରୁ ଚାରି ରାଜ୍ୟ ଗସ୍ତ ଆରମ୍ଭ କରିବେ। ତାଙ୍କର ୩୬ ଘଣ୍ଟିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ, ତେଲେଙ୍ଗାନା ଏବଂ ରାଜସ୍ଥାନ ସହିତ…
ରାଜଧାନୀରେ ବସିବ ‘Doppler Weather Radar’: ଘଡ଼ଘଡ଼ି, ପ୍ରବଳ ବର୍ଷା, ବଜ୍ରପାତ, କାଳବୈଶାଖୀ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି, ଘଡ଼ଘଡ଼ି, ଭୀଷଣ ବର୍ଷା, ବଜ୍ରପାତ, କାଳବୈଶାଖୀ ସମ୍ପର୍କିତ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିପାରିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବସିବ ‘ଡପଲାର ୱେଦର ରାଡାର’ । ଏହି ରାଡାର…
ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରେଲର ସହ ପିଟି ହେଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ବସ୍, ୨ ମୃତ ବହୁ ଲୋକ ଗୁରୁତର
ବିଳାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ସାମିଲ ହେବାକୁ ରାୟପୁର ଯାଉଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ବସ୍ ବେଲତରା ନିକଟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରେଲର ସହ ପିଟି ହୋଇ ଯିବା ଫଳରେ ୨ ଜଣଙ୍କର…
ରାହୁଲଙ୍କ ବିରୁଦ୍ଧରେ ‘ମୋଦୀ ସରନେମ୍’ ମାନହାନି ମାମଲା, ସଜା କାଏମ ରହିବ କି ମିଳିବ ମୁକ୍ତି?
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦୀ ସରନେମ୍ ମାନହାନି ମାମଲାରେ ୨ ବର୍ଷ ସଜା ଶୁଣାଇଥିଲେ । ତେବେ ଏହା ବିରୁଦ୍ଧରେ ରାହୁଲ ଗୁଜୁରାଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ…
ବିଲାତି ପରେ ଆଳୁ-ପିଆଜ ମଧ୍ୟ ହୋଇପାରେ ମହଙ୍ଗା, ଅଦା-କଞ୍ଚାଲଙ୍କା ସମେତ ଏହି ପରିବାରେ ବଢିଲା ଦର
ନୂଆଦିଲ୍ଲୀ: ସାଧାରଣତଃ ମୌସୁମୀ ଋତୁରେ ସବୁଜ ପନିପରିବା ଏବଂ ଫଳର ମୂଲ୍ୟ ବଢିଥାଏ, କିନ୍ତୁ ଏଥର ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ଦ୍ରୁତ ଗତିରେ ବଢୁଛି। ପନିପରିବା ମୂଲ୍ୟ ରକେଟ୍ ବେଗରେ ଚାଲିଛି। ଟମାଟୋର ମୂଲ୍ୟ…
DIG ବିଜୟ କୁମାରଙ୍କ ଆତ୍ମହତ୍ୟା: ସର୍ଭିସ ପିସ୍ତଲରୁ ନିଜକୁ ମାରିଲେ ଗୁଳି
ନୂଆଦିଲ୍ଲୀ: ତାମିଲନାଡ଼ୁର ଜଣେ ସିନିୟର ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସୁଇସାଇଡ୍ କରିଛନ୍ତି । କୋଏମ୍ବାଟୁର ରେଞ୍ଜର ଡିଆଇଜି ବିଜୟ କୁମାର ଆତ୍ମହତ୍ୟା କରିଛନ୍ତି । ବିଜୟ ନିଜର ସର୍ଭିସ ପିସ୍ତଲରୁ ନିଜକୁ…
ଜାତକରେ ଗ୍ରହ ସମ୍ବନ୍ଧିତ କିଛି ଦୋଷ ରହିଛି କି ? ପବିତ୍ର ଶ୍ରାବଣରେ ଦାନ କରନ୍ତୁ ଏହିସବୁ ଜିନିଷ ଦୂର ହୋଇଯିବ ଗ୍ରହଦୋଷ
ପବିତ୍ର ମାସ ଶ୍ରାବଣ ଯାହା ଗତ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଏ । ତେବେ ଏହି ମାସରେ ଭୋଳାନାଥଙ୍କ ପୂଜା ଆରାଧନା କରିବାର ଯେତିକି ମହତ୍ତ୍ୱ ରହିଛି…
୪୨ ବର୍ଷରେ ପାଦ ଥାପିଲେ ଚେନ୍ନାଇ ଅଧିନାୟକ ଧୋନି, ଜାଣନ୍ତୁ ‘ରାଞ୍ଚିର ରାଜକୁମାର’ଙ୍କ ନେଟୱର୍ଥ କେତେ
ନୂଆଦିଲ୍ଲୀ: ଜୁଲାଇ ୭ (ଶୁକ୍ରବାର) ରେ ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ୪୨ ବର୍ଷ ପୁରିଛି। ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନି ଏବେ ବି ଆଇପିଏଲରେ ଖେଳୁଛନ୍ତି। ସେ ଗତ ସିଜନରେ…
ରାଜ୍ୟର ସରକାରୀ ହସ୍ପିଟାଲରୁ ହଟିବେ ଦଲାଲ: ଗଠନ ହେବ ଦୁର୍ନୀତି ନିବାରଣ କମିଟି, ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଲୋକଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ଏଥିସହିତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଜନସାଧାରଣ କିଭଳି ବିନା ଖର୍ଚ୍ଚରେ…