Browsing Category
Featured
ରାଶିଫଳ(ମଙ୍ଗଳବାର,୦୪ ଜୁଲାଇ,୨୦୨୩)
ମେଷ - ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…
ବର୍ଷାଋତୁରେ ସହଜରେ ଦୂର କରିପାରିବା କପଡ଼ାର ଦୁର୍ଗନ୍ଧ : ଜାଣିନିଅନ୍ତୁ ଏହାର ଉପାୟ
ଭୁବନେଶ୍ୱର: ବର୍ଷାଋତୁର ଆଗମନ ହୋଇଗଲାଣି ଏବଂ ବର୍ଷା କାରଣରୁ ଗରମରୁ ଅଳ୍ପ ଆରାମ ମିଳିବା ଆରମ୍ଭ ହୋଇଗଲାଣି । ବର୍ଷା ହେତୁ ବାୟୁ ଏବଂ ସୂର୍ଯ୍ୟ କିରଣ ଘରେ ପ୍ରବେଶ କରେ ନାହିଁ, ତେଣୁ ବନ୍ଦ ଥିବା ସ୍ଥାନରୁ ଦୁର୍ଗନ୍ଧ…
ତଦନ୍ତ ରିପୋର୍ଟରୁ ହେଲା ବଡ଼ ଖୁଲାସା: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ୍ ତ୍ରୁଟି, ଅବହେଳା କରିଥିଲେ ଷ୍ଟେସନ ମାଷ୍ଟର
ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ପଛର ମୁଖ୍ୟ କାରଣ ହେଉଛି ସିଗନାଲ୍ ତ୍ରୁଟି । ତଦନ୍ତ ସମୟରେ ସିଗନାଲିଂ ଏବଂ ଟେଲିକମ୍ ଯୋଗାଯୋଗ ବିଭାଗରେ ବିଭିନ୍ନ…
ଡ଼ାଇବେଟିସର ଡାଏଟ : ପ୍ରାକୃତିକ ଉପାୟରେ ଡ଼ାଇବେଟିସ ନିୟନ୍ତ୍ରଣ କରିବାର ଏହି ୩ଟି ଆୟୁର୍ବେଦିକ ଉପାୟ
ଭୁବନେଶ୍ୱର : ଡାଇବେଟିସ ଅଧିକାଂଶ ଲୋକଙ୍କ ମୃତ୍ୟୁର କାରଣ ଅଟେ । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଅନୁସାରେ, ଡାଇବେଟିସ ରୋଗିଙ୍କ ସଂଖ୍ୟା ୨୦୩୦ ବେଳକୁ ତାହା ଦ୍ୱିଗୁଣ ହୋଇଯିବ । ଯାହାକି ଚିନ୍ତାର ବିଷୟ ଅଟେ । ଏହା ଜୀବନଘାତକ…
ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ପୂରଣ ହେବ ୧୦୦୦ ପଦବୀ, ଶେଷ ତାରିଖ ଜୁଲାଇ ୧୫
ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି । ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମ୍ୟାନେଜର ସ୍କେଲ-୨ (ମେନଷ୍ଟ୍ରିମ୍) ପଦ ପାଇଁ…
ଭୀଷଣ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା କାର, ବାପ-ପୁଅ ସମେତ ୬ ମୃତ
ଆଗ୍ରା: ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ତାଜନାଗରୀ ଆଗ୍ରାର ଖେରାଗଡ ସହରର ସାଇୟା ରୋଡରେ ଥିବା ଦେନ୍ଦାୟାଲ ମାଣ୍ଡିର ନିକଟରେ ଏକ ଅଟୋ ଏବଂ କାର ମଧ୍ୟରେ ସିଧାସଳଖ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାପା…
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୮…
ଜୁଲାଇ ୬ ରେ ଟ୍ୱିଟର ବିକଳ୍ପ ‘ଥ୍ରେଡସ୍’ ଲଞ୍ଚ କରିବ ମେଟା
ନୁଆଦିଲ୍ଲୀ: ଫେସ୍ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ଟୁଇଟ୍ର ଭଳି ଏକ ଆପ୍ ଜୁଲାଇ ୬ ତାରିଖରେ ଲଞ୍ଚ କରିବାକୁ ଯାଉଛି । ମେଟା ଏହା ଉପରେ ଅନେକ ଦିନ ଧରି କାମ କରୁଥିଲା । ଏହି କାମ ବର୍ତ୍ତନା ଶେଷ ହୋଇସାରିଛି । ଏବେ…
ସକାଳୁ-ସକାଳୁ ଲଦାଖର କାରଗିଲରେ ଭୂ-କମ୍ପ ଝଟକା: ରେକ୍ଟର ସ୍କେଲରେ ତୀବ୍ରତା ୪.୭
ନୂଆଦିଲ୍ଲୀ: ସକାଳୁ ସକାଳୁ କେନ୍ଦ୍ର ଶଶସିତ ଅଞ୍ଚଳ ଲଦାଖର କାରଗିଲରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ବୋଲି କୁହାଯାଉଛି । ଏହି ଝଟକା ସକାଳ ପ୍ରାୟତଃ ୭ଟା ୩ ମିନିଟ ସମୟରେ ଅନୁଭୂତ…
ପୁଣି ଲୋକମାନଙ୍କୁ ମହଙ୍ଗା ମାଡ଼: ବୃଦ୍ଧି ପାଇଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସବୁଜ ପନିପରିବା ଦର ଆକାଶ ଛୁଇଁଥିବା ବେଳେ ଲୋକମାନଙ୍କୁ ଆଉ ଏକ ମହଙ୍ଗା ମାଡ଼ ସହିବାକୁ ପଡିଛି। ତୈଳ ବିତରଣ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା…