Browsing Category

Featured

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଇନାରେ ମଧ୍ୟ ଲୋକପ୍ରିୟ, ‘ମୋଦୀ ଅମର’ ବୋଲି ଭାବୁଛନ୍ତି ଲୋକେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ସମଗ୍ର ବିଶ୍ୱରେ ବଢି ଚାଲିଛି। ଅନେକ ଦେଶ ମୋଦୀଙ୍କୁ ବିଶ୍ୱ ନେତା ଭାବୁଥିବା ବେଳେ, ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ତାଙ୍କର ମତକୁ ବେଶ୍ ଗୁରୁତ୍ୱ…

ଏପ୍ରିଲ ୧ ରୁ ବିଜୁଳି ହେବ ମହଙ୍ଗା: ପାଣିର ମୂଲ୍ୟ ବି ବଢାଇପାରେ ଚିନ୍ତା

ଡେରାଡୁନ: ଦେଶରେ ମହଙ୍ଗା ମାଡକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଜନସାଧାରଣ । ଦିନକୁ ଦିନ ପ୍ରତ୍ୟେକଟି ଆବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା…

ବ୍ଲଡ୍ ଗ୍ରୁପ୍‌ରୁ ଜଣାପଡ଼ିବ ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ତାହା ବ୍ଲଡ୍ ଗ୍ରୁପ୍‌ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍ ସ୍କୁଲ ଅଫ୍ ମେଡିସିନ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା…

କ୍ରିକେଟ ଖେଳିବା ସମୟରେ ଆସିଲା ହାର୍ଟ-ଆଟାକ: ପଡିଆ ଭିତରେ ହୋଇଗଲା ମୃତ୍ୟୁ

ରାଜକୋଟ: କ୍ରିକେଟ ମ୍ୟାଚ ଖେଳୁ ଖେଳୁ ହଠାତ ଆସିଲା ମୃତ୍ୟୁ । ଅସୁସ୍ଥ ହୋଇଯିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏମିତି ଏକ ଘଟଣା ଦେଖିବାକୁ…

Video: ବାହାଘର ଭାଙ୍ଗିବାରୁ ଯୁବତୀଙ୍କୁ ବଳାତ୍କାର, ନଗ୍ନ ଭିଡିଓ ରେକର୍ଡ କରି ଯୁବତୀଙ୍କୁ କରୁଥିଲା ବ୍ଲାକ୍‌ମେଲ୍

କଟକ: ମାଟ୍ରିମୋନିଆଲରେ ହେଲା ପ୍ରଥମ ଦେଖା, ପରେ ବଢ଼ିଲା ସମ୍ପର୍କ। ବାହାଘର ପାଇଁ ଦୁଇ ପରିବାର ଆଲୋଚନା କରିବା ପରେ ନିକଟତର ହୋଇଥିଲେ ଦୁଇଜଣ। ଯୁବକ ଜଣକ ନିଜକୁ ଆଇସିଏମଆର ଇଂଜିନୀର କହୁଥିବା ବେଳେ, ମିଛ କହି ଠକୁଥିବା…

Video: ହାତୀ ଓ ମଣିଷ ଭିତରେ ରହିଛି ମଧୁର ସମ୍ପର୍କ, ଏଇ ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ…

ଢେଙ୍କାନାଳ: ମଣିଷ ଆଉ ହାତୀର ଏହି ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ। ଏମାନଙ୍କୁ ଦେଖିଲେ ଲାଗେ ଯେ, ଏହା କେବଳ ପ୍ରେମରେ ଯେ ସିମିତି ତାହା ନୁହେଁ, ବରଂ ପ୍ରେମ ଠାରୁ ଆହୁରି ଉର୍ଦ୍ଧରେ। ଏ…

ଅଲଗା ଗ୍ରୁପର ରକ୍ତ ଦେହକୁ ଗଲେ କ’ଣ ହେବ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନୂଆଦିଲ୍ଲୀ: ମେଡିକାଲ ବିଜ୍ଞାନ କ୍ଷେତ୍ରରେ ଭାରତ ଏକ ସଫଳ ଦେଶ ଭାବରେ ବିବେଚିତ ହେଉଛି । ତେବେ ଏହି ମେଡିକାଲ ଦୁନିଆ ଖୁବ ବିଚିତ୍ର ହୋଇଥାଏ । ତେବେ ଆପଣ ଜାଣିଥିବେ ଅସୁସ୍ଥତା ସମୟରେ ରୋଗୀଙ୍କର ରକ୍ତ ଆବଶ୍ୟକ ହେଲେ…

ପିଡିଏସରେ ମିଳୁଛି ପ୍ଲାଷ୍ଟିକ ଚାଉଳ: ହିତାଧିକାରୀଙ୍କ ହିତରେ ନାହିଁ ପ୍ରଶାସନ!

ଭଦ୍ରକ: ପିଡିଏସ ଚାଉଳରେ ମିଶୁଛି ପ୍ଲାଷ୍ଟିକ ଦାନା । ନିମ୍ନମାନର ଚାଉଳ ଯୋଗୁଁ ଖାଦ୍ୟରୁ ଭିଟାମିନ ହ୍ରାସ ପାଇବା ସହ ଏହା ଖାଦ୍ୟ ଉପଯୋଗୀ ମଧ୍ୟ ହୋଇ ପାରୁନି । ତେବେ ଏଭଳି ଘଟଣାକୁ ନେଇ ରାଜ୍ୟର ସାଧାରଣ ଜନତା ତଥା…

ଅଷ୍ଟ୍ରେଲିଆର ଏକତରଫା ବିଜୟ: ୧୦ ୱିକେଟରୁ ଭାରତକୁ ଦେଲା ମାତ୍

ବିଶାଖାପାଟନା: ଦ୍ୱିତୀୟ ଦିନିକିଆରେ ଏକତରଫା ଭାବରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୧୧୮ ରନର ଚୋଟ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ପୂରଣ କରିଥିବା ବେଳେ ଏହି ମ୍ୟାଚକୁ ୧୦ ୱିକେଟରେ ଦଳ ଜିତି ନେଇଛି ।…

ଏୟାରପୋର୍ଟରେ ଯୁବକଙ୍କୁ ପ୍ରପୋଜ କଲେ ରୋହିତ ଶର୍ମା: ପଚାରିଲେ- ‘ତୁମେ ମୋତେ ବିବାହ କରିବ’, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟନାରେ ଜାରି ରହିଛି । ଏହି ମ୍ୟାଚ୍‌ରେ ଭାରତର ବ୍ୟାଟ୍ସମ୍ୟାନ୍‌ମାନେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି…