Browsing Category

Featured

ଦେଶରେ ଭିନ୍ନକ୍ଷମ ପିଲାମାନଙ୍କୁ ଗ୍ରହଣ କରିବା ପାଇଁ କୌଣସି ଅପେକ୍ଷା ସମୟ ନାହିଁ

ନୂଆଦିଲ୍ଲୀ: ଦେଶରେ ଭିନ୍ନକ୍ଷମ ପିଲାମାନଙ୍କୁ ଗ୍ରହଣ କରିବା କୌଣସି ବୟସ ସୀମାକୁ ଅପେକ୍ଷା କରିବା ଆବଶ୍ୟକ ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ…

ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ: ଆସନ୍ତା ବର୍ଷଠାରୁ JNUରେ ଆରମ୍ଭ ହେବ ଓଡ଼ିଆ ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ବାହାରର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ରହିଥାଏ । ତେବେ ଏବେ…

ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନିୟମ କୋହଳ କଲେ ରାଜ୍ୟ ସରକାର: ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଆଗାମୀ ଦିନମାନଙ୍କରେ ରାଜ୍ୟବାସୀ କିଭଳି ଉନ୍ନତ ସ୍ୱାସ୍ଥ୍ୟସେବା…

‘Mo Bus’ରେ ମାଗଣାରେ ଯାତ୍ରା କରିବେ ହକି ଦର୍ଶକ: ବିଶ୍ୱକପ ଆୟୋଜନ କମିଟିର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ସମସ୍ତ ମ୍ୟାଚ ଅନୁଷ୍ଠିତ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ, ଫିକା ପଡ଼ିଲା ବାହାଘର ଭୋଜି

ଭଂଜନଗର: ଏକା ସାଙ୍ଗରେ ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କର ଜୀବନ। ମାମୁ ଘରକୁ ବାହାଘର ଭୋଜିରେ ଯୋଗ ଦେବାକୁ ଆସି ମୃତ୍ୟୁ ମୁଖରେ ପଡ଼ିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଂଜନଗର ପାକରଡ଼ା ଗାଁରେ। ଦୁଇ ଭଉଣୀ…

ପୋଲିସ ରଖିଲାନି ଏତଲା: ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଦପ୍ତର ଲୋକସେବା ଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥାନ୍ତି । ପ୍ରଶାସନଠାରୁ ନ୍ୟାୟ…

୨୧ ମାସର ସର୍ବନିମ୍ନ ସ୍ତରରେ ହୋଲ୍‌ସେଲ୍ ଦର, ହ୍ରାସ ପାଇଲା ପନିପରିବା ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ

ନୁଆଦିଲ୍ଲୀ: ଦେଶରେ ଲାଗି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଭିନ୍ନ ଖାଦ୍ୟ ପଦାର୍ଥ ଏବଂ ପନିପରିବାର ହୋଲସେଲ୍ ମୂଲ୍ୟ…

IOCL ପକ୍ଷରୁ ବାହାରିଲା ୧୭୬୦ଟି ପଦବୀ, ଆଜିଠାରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ୧୭୬୦ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିସିଆନ ଆପ୍ରେଣ୍ଟାଇସ,…

ଜୀବନ ପ୍ରତି ବିପଦ ବ୍ଲଡ ସୁଗାରର ଏହି ସ୍ତର; ଜାଣନ୍ତୁ ନିଜକୁ ବଞ୍ଚାଇବାର ଉପାୟ

ଆଜିକାଲି ଡାଇବେଟିସ୍ ବା ମଧୁମେହ ରୋଗକୁ ସାଧାରଣ ରୋଗ ଭାବରେ ବିବେଚନା କରାଯାଏ । ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଶରୀରରେ…

ପାରଦ ଖସିଲେ କାହିଁକି ଶୀତ ଲାଗେ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଶୀତଦିନ ଆସି ପହଁଚି ସାରିଲାଣି, ଥଣ୍ଡା ମଧ୍ୟ ପଡିସାରିଛି । ଶୀତ ହେବାରୁ ଆମ ରୁମମୂଳ ମଧ୍ୟ ଟାଙ୍କୁରୀ ଉଠୁଛି । ସେହିପରି ଶୀତରୁ କେତେବେଳେ ଆମକୁ ଅଧିକ ଥଣ୍ଡା ଲାଗୁଛି ତ କେତେବେଳେ କମ । ହେଲେ କଣ ପାଇଁ ହେଉଛି ଆପଣ…