Browsing Category
Featured
ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବ ଏବଂ ରାଧିକା ରାୟ, RRPRH ବୋର୍ଡରେ ଆଦାନୀ ଗ୍ରୁପର ଏଣ୍ଟ୍ରି
ନୂଆଦିଲ୍ଲୀ: ଏନଡିଟିଭିର ମାଲିକ ପ୍ରଣୟ ରାୟ ଏବ ଏବଂ ରାଧିକା ରାୟ ଆରଆରପିଆର ହୋର୍ଲ୍ଡିଂ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ନଭେମ୍ବର ୨୯ରେ ପ୍ରଣୟ ଏବଂ ରାଧିକା ଏହି ଇସ୍ତଫା ଦେଇଛନ୍ତି।…
ସତର୍କ ଘଣ୍ଟି ! ବରଫ ତଳୁ ମିଳିଲା ଦବି ରହିଥିବା ୫୦ ହଜାର ବର୍ଷ ପୁରୁଣା ଜୋମ୍ବି ଭାଇରସ୍, ମଣିଷ ପାଇଁ ବିପଦ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ମାନବ ଜାତି ପାଇଁ ସଙ୍କଟ ସୃଷ୍ଟି କରିପାରେ। ଏମିତି ଏକ ସଙ୍କଟ ଆସିପାରେ ଯାହା ଲୋକେ କେବେ ଭାବିନଥିବେ। ଦୀର୍ଘ ସମୟରୁ ବରଫରେ ଢାଙ୍କି ହୋଇଥିବା ଅଞ୍ଚଳରେ ବରଫ ତରଳିବାରୁ…
ଭୁଲରେ ଓଭନରେ ଗରମ କରନ୍ତୁନି ଏହି ୫ଟି ଖାଦ୍ୟ : ହୋଇପାରେ ଫୁଡ ପଏଜନିଙ୍ଗ
ଅଧିକାଂଶ ଲୋକ ଗରମ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଅନ୍ୟପଟେ ଶୀତଦିନେ ପ୍ରାୟ ସମସ୍ତେ ଗରମ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏପରି ପରିସ୍ଥିତିରେ ଖାଦ୍ୟ ପ୍ରସ୍ତୁତ ହେବା ପରେ ତୁରନ୍ତ ଖାଇବା ସର୍ବୋତ୍ତମ ଉପାୟ ।…
ରାଶିଫଳ(ବୁଧବାର,୩୦ ନଭେମ୍ବର,୨୦୨୨)
ମେଷ - ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି…
ଭାରତୀୟ ବାୟୁସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ, ୨୫୮ ପଦବୀ ପାଇଁ ହେବ ଆବେଦନ
ଭାରତୀୟ ବାୟୁସେନା (IAF) ରେ ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ବାୟୁସେନା ଫ୍ଲାଇଙ୍ଗ ଶାଖାରେ ଅଫିସର (IAF AFCAT ନିଯୁକ୍ତି ), ଗ୍ରାଉଣ୍ଡ…
ଘରେ ରଖୁଥିବା ଝାଡୁ ଜୀବନ ବଦଳାଇ ପାରେ, ଜାଣନ୍ତୁ କିଛି ଜରୁରୀ ଟିପ୍ସ
ସାଧାରଣତଃ ଘରେ ଝାଡୁର ବ୍ୟବହାର ସଫା କାର୍ଯ୍ୟରେ ଲାଗିଥାଏ । ହେଲେ ଆପଣ ଜାଣିଛନ୍ତି କି, ଏହା ଘରେ ସୁଖ ଶାନ୍ତି ବି ଆଣିପାରେ? ବାସ୍ତୁଶାସ୍ତ୍ରରେ ଝାଡୁକୁ ନେଇ କିଛି ନିୟମ ରହିଛି । ଯେଉଁ ନିୟମକୁ ପାଳନ କଲେ ଆମେ ଘରର…
କୋର୍ଟ-ସରକାର ମଧ୍ୟରେ ବଢିବ ତିକ୍ତତା, କଲେଜିୟମର ୧୯ ନାଁ ଫେରାଇ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କଲେଜିୟମ ଜରିଆରେ ଜଜଙ୍କ ନିଯୁକ୍ତିକୁ ନେଇ ନ୍ୟାୟାପାଳିକା ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। କେନ୍ଦ୍ର ସରକାର ଉଚ୍ଚ ନ୍ୟାୟାଳୟଙ୍କ ଜଜଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟର କଲେଜିୟମ…
ଦ୍ରୁତ ଗତିରେ ପରମାଣୁ ଅସ୍ତ୍ରର ଭଣ୍ଡାର ବଢାଉଛି ଚୀନ: ୨୦୩୫ ସୁଦ୍ଧା ମିଳିବ ୧୫୦୦ରୁ ଅଧିକ ଆଣବିକ ଅସ୍ତ୍ର
ନୂଆଦିଲ୍ଲୀ: ଚୀନକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଚୀନ କିପରି ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବଢାଉଛି ତାକୁ ନେଇ ପେଣ୍ଟାଗନ ର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ…
ନିବେଶରେ ନୂଆ ଇତିହାସ ଲକ୍ଷ୍ୟ:ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ
ଭୁବନେଶ୍ୱର : ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ୱ । ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିବ ପୁଞ୍ଜି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୨୦୧୬ ଓ ୨୦୧୮ ପରେ…
ବିଦେଶୀ ମେଡିକାଲ କଲେଜରେ ଆଡମିଶନ କରୁଥିଲେ ସାବଧାନ: MBBS ଛାତ୍ରଛାତ୍ରୀଙ୍କ ପାଇଁ ସର୍କୁଲାର ଜାରି କଲା NMC
ନୂଆଦିଲ୍ଲୀ: ଭାରତର ଶହ ଶହ ଛାତ୍ରଛାତ୍ରୀ ଅନେକ ବିଦେଶୀ ୟୁନିଭରସିଟିରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ତେବେ ଅନେକ ପିଲା ନିଜର ଅଜ୍ଞତା ବଶତଃ ପାଇଁ ବହୁ ଅସୁବିଧାରେ ପଡ଼ିଥାନ୍ତି । ଦେଶର…