Browsing Category
Featured
ଓଡ଼ିଶାର ଏହି ସହରରେ ଆରମ୍ଭ ହେବ ‘ମୋ ବସ୍’: ଜାଣନ୍ତୁ କେଉଁଠି
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ବସ୍’ ଏବେ ରାଜ୍ୟର ବିଭିନ୍ନ ସହରରେ ଗଡୁଛି । ଏହାରୀ ମଧ୍ୟରେ ରାଉରକେଲାରେ ‘ମୋ ବସ୍’ ଚାଲିବ ବୋଲି ସୂଚନା ମିଳିଛି । ଟୁର୍ ଅପରେଟରଙ୍କ ଜରିଆରେ କ୍ରୁଟ୍…
ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନ୍ସେଲିଂ: ପାଇଲଟ୍ ପ୍ରକଳ୍ପ ଭାବେ ୩୦୦ ବିଦ୍ୟାଳୟ ସାମିଲ
ଭୁବନେଶ୍ବର : ‘ମୋ ସ୍କୁଲ ଅଭିଯାନ’ ଅନ୍ତର୍ଗତ ରୂପାନ୍ତରିତ ହୋଇଥିବା ୩୦୦ ଉଚ୍ଚ ବିଦ୍ୟାଳୟରେ ପାଇଲଟ୍ ପ୍ରକଳ୍ପ ଭାବେ ‘ଷ୍ଟୁଡେଣ୍ଟ୍ ଆସ୍ପିରେସନ୍ ପ୍ରୋଗ୍ରାମ୍’ ଆରମ୍ଭ ହୋଇଛି। ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ…
ଆଶ୍ଚର୍ଯ୍ୟ! ଯୁବକଙ୍କ ପେଟରୁ ବାହାରିଲା ୬୨ ଚାମଚ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ଟି ଷ୍ଟିଲ୍ ଚାମଚ କଢ଼ା ଯାଇଛି । ଦୀର୍ଘ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ସେହି ବ୍ୟକ୍ତିଙ୍କ ପାକସ୍ଥଳୀରୁ ଚାମଚଗୁଡ଼ିକୁ ଡାକ୍ତର ବାହାର କରିଛନ୍ତି । ଉତ୍ତରପ୍ରଦେଶର…
୨୫ ବର୍ଷରେ ୨୨ ପିଲାର ମା’: ଆହୁରି ୮୦ ଜନ୍ମ କରିବାର ଲକ୍ଷ୍ୟ
୨୫ ବର୍ଷ ବୟସରେ ୨୨ ପିଲାର ମା’ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ବର୍ତ୍ତମାନ ସେ ଆହୁରି ୮୦ ସନ୍ତାନ ଜନ୍ମ କରିବାକୁ ଚାହୁଁଥିବା କହିଛନ୍ତି । ଘଟଣାଟି ହେଉଛି ବ୍ରିଟେନରେ । ‘ଦି ସନ୍’ ୱେବ୍ସାଇଟ୍…
ରାଶିଫଳ(ସୋମବାର,୦୩ ଅକ୍ଟୋବର,୨୦୨୨)
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ…
ବର୍ଷାରେ ଭିଜିବ ପୂଜା ବଜାର: ଘୂର୍ଣ୍ଣିବଳୟ ସକ୍ରିୟ , ୫ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ରବିବାରଠାରୁ ଉପକୂଳରେ ବର୍ଷାର ପରିମାଣ ବଢ଼ିଥିବା ଭୁବନେଶ୍ବର ଆଞ୍ଚଳିକ…
ମହାଅଷ୍ଟମୀରେ ଏହି ଉପାୟରେ କରନ୍ତୁ ମା ଦୁର୍ଗାଙ୍କ ପୂଜା, ପ୍ରତ୍ୟେକ କ୍ଷେତ୍ରରେ ପାଇବେ ସଫଳତା
ହିନ୍ଦୁ ଧର୍ମରେ ନବରାତ୍ରୀ ପର୍ବକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଏହି ନଅ ଦିନରେ ମାତା ଦୁର୍ଗାଙ୍କ ନଅ ପ୍ରକାରର ରୂପରେ ପୂଜା କରାଯାଏ। ଯଦିଓ ନବରାତ୍ରୀଙ୍କର ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କୁ ସମର୍ପିତ, କିନ୍ତୁ ଅଷ୍ଟମୀ…
୮ ବର୍ଷରେ ଶେଷ ହେଲା ମଙ୍ଗଳଯାନର ଯାତ୍ରା: ବ୍ୟାଟେରୀ ସରିବା ପରେ ନେଲା ବିଦାୟ…
ନୂଆଦିଲ୍ଳୀ: ଭାରତର ମଙ୍ଗଳଯାନରେ ଇନ୍ଧନ ଶେଷ ହୋଇଛି ଏବଂ ଏହାର ବ୍ୟାଟେରୀ ନିଜ କ୍ଷମତା ଠାରୁ ଅଧିକ ଚାଲିବା ପରେ ଶେଷ ହୋଇଛି । ଏହାପରେ ଏବେ ଅନୁମାନ କରାଯାଉଛି ଯେ ମଙ୍ଗଳଯାନ ଏହାର କାର୍ଯ୍ୟ ଶେଷ କରିବାକୁ ଯାଉଛି ।…
ପ୍ରବଳ ବର୍ଷାରେ ଜାରି ରହିଲା ରାହୁଲ ଗାନ୍ଧୀଙ୍କ ସମ୍ବୋଧନ, ମନେ ପଡିଗଲା ୨୦୧୯ ର ଶରଦ ପାୱାରଙ୍କ କଥା
ବାଙ୍ଗଲୋର: ବିଜେପି ଶାସିତ କର୍ଣ୍ଣାଟକରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ତିନି ଧରି ଜାରି ରହିଛି। ରବିବାର ରାହୁଲ ଗାନ୍ଧୀ ନଜମଗଡ଼ ସ୍ଥିତ ପ୍ରସିଦ୍ଦ ଶ୍ରୀକାନ୍ତେଶ୍ୱର ସ୍ୱାମୀ ମନ୍ଦିରରେ ଦର୍ଶନ କରିଥିଲେ। ଏହାପରେ…
Jio, Airtel, VI, BSNL : କେଉଁ କମ୍ପାନୀ କେବେ ଦେବ ୫ଜି ସେବା ?
ନୂଆଦିଲ୍ଲୀ: ଭାରତରେ ୫ଜି ସେବା ଅଫିସିଆଲ ଭାବରେ ଲଞ୍ଚ ହୋଇଛି । ଅନେକ ସହରରେ ଏହାର ଫାଇଦା ୟୁଜର୍ସଙ୍କୁ ମିଳିବାକୁ ଲାଗିଛି । ଅବଶ୍ୟ ସମସ୍ତକୁ ଏହି ହାଇ-ସ୍ପିଡ ଇଣ୍ଟରନେଟ୍ କନେକ୍ଟିଭିଟି ୫ଜି ସେବା ପାଇଁ ଆହୁରି…