Browsing Category

Featured

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଅଧିନାୟକ, ଅଶ୍ୱିନଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଚଳିତ ମାସ ଶେଷ ଭାଗକୁ ଏହି ଶୃଙ୍ଖଳା ଖେଳାଯିବ। ଏହି ଗସ୍ତରେ ରୋହିତ ଶର୍ମା ଭାରତୀୟ…

ଇଂଲଣ୍ଡ ବିପକ୍ଷରେ ବିଜୟର ଶତକ ପୂରା କରିବ ଭାରତୀୟ ଦଳ ! ହାତରେ ରହିଛି ଦୁଇଟି ସୁଯୋଗ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମୁକାବିଲା ଲଣ୍ଡନର ଲର୍ଡ୍ସ ମଇଦାନରେ ଖେଳାଯିବ। ଯଦି ଏହି ମୁକାବିଲା ଭାରତ ଜିତିନିଏ ତେବେ ଦଳ ଏକ ବଡ ରେକର୍ଡ ନିଜ…

(ଭିଡିଓ) ମାଲକାନଗିରି ସୀମାନ୍ତରେ ପ୍ରବଳ ବର୍ଷା: ଭାସିଗଲା ଟ୍ରକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ତତସହିତ ଜଡ଼ିତ ସାମୁଦ୍ରିକ ଘୂର୍ଣ୍ଣିବଳୟ ସମୁଦ୍ର ପତନର ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର…

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ମୁମ୍ବାଇ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଆଣି ଦେଇଛନ୍ତି। ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ହ୍ରାସ କରିଛନ୍ତି । ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ…

(Video)ମହିଳାଙ୍କର ନିଆରା ପ୍ରୟାସ: ବିଜେପି ବିଧାୟକ ଓ ମ୍ୟୁନସିପାଲ କାଉନସିଲଙ୍କ ଉପରେ ଢ଼ାଳିଦେଲେ କାଦୁଅ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଅଧା ଭାରତ ବୁଡ଼ିଗଲାଣି ତ ଆଉ କିଛି ଜିଲ୍ଲାରେ ବର୍ଷାକୁ ଚାତକ ଭଳି ଚାହିଁ ବସିଛନ୍ତି ଲୋକେ । ଏପରି କିଛି ପରିସ୍ଥିତି ଯୋଗୁଁ ସମସ୍ୟାରେ ଥିବା ଉତ୍ତରପ୍ରଦେଶର ମହାରାଜଗଞ୍ଜର ମହିଳାମାନେ…

ଇନ୍ଦିରାଙ୍କ ଲୁକ୍‌ରେ କଙ୍ଗନାଙ୍କୁ ଚିହ୍ନିବା କଷ୍ଟ, ରିଲିଜ୍ ହେଲା ‘ଏମରଜେନ୍ସି’ର ଟିଜର

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରନୌତ ସବୁବେଳେ ନିଜର ଖୋଲା ମତାମତ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ରିଲିଜ ହୋଇଥିବା ଧାକଡର ସୁପର ଫ୍ଲପ୍ ପରେ କଙ୍ଗନା ତାଙ୍କର ନୂଆ ଫିଲ୍ମର ପ୍ରଥମ ଲୁକ୍…

କ’ଣ ବାମପନ୍ଥୀ ଚରମପନ୍ଥୀଙ୍କୁ ବଞ୍ଚାଇବା ପାଇଁ କୋର୍ଟର ବ୍ୟବହାର କରାଯାଉଛି ? ସୁପ୍ରିମକୋର୍ଟଙ୍କ ଵଡ ପ୍ରଶ୍ନ

ନୂଆଦିଲ୍ଲୀ: ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡରେ ଆଦିବାସୀଙ୍କ ହତ୍ୟାର ଯାଞ୍ଚକୁ ନେଇ ଦାଖଲ ୧୩ ବର୍ଷର ପୁରୁଣା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା…

୯୪ ବର୍ଷ ବୟସରେ ଜିତିଲେ ୩ ଟି ପଦକ, ଜାଣନ୍ତୁ କେମିତି ନିଜକୁ ଫିଟ୍ ରଖିଛନ୍ତି ଭବାନୀ ଦେବୀ

ନୂଆଦିଲ୍ଲୀ: କିଛି ଦିନ ତଳେ ୯୪ ବର୍ଷ ବୟସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭବାନୀ ଦେବୀ ଡାଗରଙ୍କ ଚର୍ଚ୍ଚା ଏବେ ସବୁଠି। ଭାରତକୁ ଗୌରବାନ୍ୱିତ କରି ଭବାନୀ ଦେବୀ ଯେତେବେଳେ ଦିଲ୍ଲୀ ଏୟାର ପୋର୍ଟରୁ ବାହାରକୁ…

ଖାଇବାରେ ଅଧିକ ଲୁଣର ବ୍ୟବହାର ଦ୍ୱାରା ବଢ଼ିଯାଏ ମୃତ୍ୟୁର ଆଶଙ୍କା: ରିସର୍ଚ୍ଚରୁ ଖୁଲାସା

ଖାଇବାର ସ୍ୱାଦ ବଢ଼ାଇବା ପାଇଁ ଲୁଣ ନିହାତି ଦରକାର । ଲୁଣ ବିନା ଆପଣ ଖାଇବା ଯେତେ ଭଲରେ ବନାନ୍ତୁ ନା କାହିଁକି, ତାହା ସ୍ୱାଦହୀନ ହୋଇଯିବ । କିନ୍ତୁ ଯଦି ଆପଣ ଖାଇବାରେ ଅତ୍ୟଧିକ ଲୁଣ ପକାଇ ଖାଉଛନ୍ତି, ତେବେ ସମୟ…

ଆରମ୍ଭ ହୋଇଗଲା ଶ୍ରାବଣ ମାସ: ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଶିବଙ୍କ ପୂଜା, ପୂରଣ ହେବ ସମସ୍ତ ମନୋକାମନା

ନୂଆଦିଲ୍ଲୀ: ଭଗବାନ୍ ଶିବଙ୍କ ପ୍ରିୟ ମାସ ଶ୍ରାବଣ ୨୦୨୨ ଆଜି ଅର୍ଥାତ୍ ୧୪ ଜୁଲାଇରୁ ଆରମ୍ଭ ହୋଇଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମାସରେ ଶିବଙ୍କୁ ପୂଜା କରିବା ଦ୍ୱାରା ଦୁଇଗୁଣ ଫଳ ମିଳିଥାଏ । ଚଳିତ ବର୍ଷ ଶ୍ରାବଣ…