Browsing Category
Featured
ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ: ଜାଣନ୍ତୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୃହ ନିର୍ମାଣ ଋଣକୁ ନେଇ ଚିନ୍ତାରେ ଥିବା ସରକାରୀ ଚାକିରିଆଙ୍କ ପାଇଁ ଆସିଛି ଖୁସିଖବର । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ…
(Video) ସିଂହର ଏଭଳି ଅନ୍ଦାଜ କେବେବି ଦେଖିନଥିବେ ! ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ଲୋକଙ୍କୁ ନେଇ ତ' ପୁଣି କେତେବେଳେ ପଶୁ ପକ୍ଷୀଙ୍କ ମଜାଦାର ଭିଡିଓ ସବୁ ଭାଇରାଲ ହୋଇଥାଏ । ତେବେ ବିଶେଷ କରି ପଶୁ ପକ୍ଷୀଙ୍କ ଭିଡିଓ ଦେଖିବାକୁ…
ମେଡାଲ ବିଜେତା ୯୪ ବର୍ଷୀୟ ‘ଦାଦି’ ଏୟାରପୋର୍ଟରେ କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video
ନୂଆଦିଲ୍ଲୀ: ହରିୟାଣାରେ ରହୁଥିବା ଭଗୱାନୀ ଦେବୀ ୯୪ ବର୍ଷ ବୟସରେ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଗୋଲ୍ଡ ଓ ୨ଟି ବ୍ରୋଞ୍ଜ ଜିତି ଭାରତକୁ ଗୌରାବାନ୍ୱିତ କରିଛନ୍ତି । ଭଗୱାନୀ ଦେବୀ ପଦକ ଜିତି ଭାରତକୁ…
ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ DCPଙ୍କ ବଡ଼ ବୟାନ: ଜାଣନ୍ତୁ କ’ଣ କହିଲେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ଆଜି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଏହି ମାମଲାରେ ରାଗିଂ ହୋଇନି । ରାଗିଂ ନେଇ କୌଣସି ସୁରାକ୍…
ପରୀକ୍ଷା ଖାତାରେ ଶିକ୍ଷକଙ୍କୁ ରାଣ ଦେଲେ ଛାତ୍ର: ଲେଖିଲେ- ‘୨୮ ମାର୍କ ଦିଅନ୍ତୁ, ନହେଲେ…’
ପରୀକ୍ଷା ଦିନରୁ ହିଁ ଛାତ୍ରଛାତ୍ରୀ ଅନୁମାନ କରି ନିଅନ୍ତି ଯେ ସେମାନଙ୍କ ଫଳାଫଳ କ'ଣ ହୋଇପାରେ । ପ୍ରଶ୍ନଗୁଡିକର ଉତ୍ତର ନ ଦେଇ ପାରିଲେ କିମ୍ବା ଫେଲ ହେବା ଆଶଙ୍କା ବଢିଗଲେ ପିଲାମାନେ ଖାତାରେ ଏଣୁତେଣୁ ଲେଖିବା ଆରମ୍ଭ…
ବଢ଼ିଲା ପିଜି ଏଣ୍ଟ୍ରାନ୍ସ ଆବେଦନ ଅବଧି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି…
ଭିଜିଲାନ୍ସ ଚଢାଉରେ ଦୁଷ୍ମନ୍ତଙ୍କ ୨୮ଟି ପ୍ଲଟ ଠାବ: ମୂଲ୍ୟ ଦେଢ କୋଟିରୁ ଅଧିକ
ଭୁବନେଶ୍ୱର: ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ପିଠିରେ ବାଜିଛି ଭିଜିଲାନ୍ସର ଛାଟ । ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ଜବତ କରୁଛି ଭିଜିଲାନ୍ସ । ଦୁଷ୍ମନ୍ତଙ୍କ…
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିବସେନା!
ମୁମ୍ବାଇ: ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ଏବେ ଆରମ୍ଭ ହୋଇଛି ରାଜନୀତି କନ୍ଦଳ । ଏହାରି ମଧ୍ୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଶିବସେନା ଘୋଷଣା କରିଛି । ଦଳର ବରିଷ୍ଟ…
ମହମ୍ମଦ ଜୁବେରଙ୍କୁ ମିଳିଲା ବଡ ଆଶ୍ଵସ୍ତି, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଢିଲା ଅନ୍ତରୀଣ ଜାମିନ ଅବଧି
ନୂଆଦିଲ୍ଲୀ: ଅଲଟ୍ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ମିଲିଲା ବଡ ଆଶ୍ଵସ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କର ଅନ୍ତରୀଣ ଜାମିନ ଅବଧିକୁ ବଢାଇଛନ୍ତି ଅଦାଲତ। ଜୁବେରଙ୍କ ଆବେଦନ ଉପରେ ସେପ୍ଟେମ୍ବର ୭ରେ…
ବଲାଙ୍ଗୀର ଦୁର୍ଘଟଣାରେ ଇନ୍ସପେକ୍ଟର ଲିଙ୍କ: ପ୍ରତିକ୍ରିୟା ରଖିଲେ ଏସ. ପି
ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା କରିଛନ୍ତି ସୋନପୁର ଏସ୍.ପି । କାରରେ ଥିବା ଇନ୍ସପେକ୍ଟର ଘଟଣାସ୍ଥଳରୁ ଡରିଯାଇ ଫେରାର ମାରିଥିବା ପ୍ରକାଶ କରିଛନ୍ତି । ତେବେ ଭୁଲ ଦିଗରୁ ଯାଇ ମାରୁତି…