Browsing Category
Featured
ମୁହାଁମୁହିଁ ହେଲେ ଦୁଇ କିନ୍ନର ଗୋଷ୍ଠୀ: ରାତିଅଧରେ ହୋଟେଲ ଭିତରେ ଆକ୍ରମଣ; ୧୦ରୁ ଉର୍ଦ୍ଧ ଆହତ
ଭଦ୍ରକ(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତିରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଅଭାବନୀୟ…
ରାଜନୈତିକ ଦଳଙ୍କୁ ସିଜେଆଇଙ୍କ ଟାର୍ଗେଟ୍, ‘ନ୍ୟାୟପାଳିକା ସଂପୂର୍ଣ୍ଣ ଭାବେ ସ୍ୱତନ୍ତ୍ର’
ୱାଶିଂଟନ୍: ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ଏନ୍ବି ରମଣା ନ୍ୟାୟପାଳିକାକୁ ସଂପୂର୍ଣ୍ଣ ସ୍ୱତନ୍ତ ଓ ଏହା ସମ୍ବିଧାନ ପ୍ରତି ପୂର୍ଣ୍ଣ ସମର୍ପିତ ବୋଲି ଆମେରିକାର ସେନ୍ ଫ୍ରାନ୍ସିସ୍କୋ ଠାରେ ଆୟୋଜିତ ଏକ ସମ୍ମାନ…
୫ମ ଟେଷ୍ଟର ୨ୟ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ: ଭାରତ ୪୧୬, ଇଂଲଣ୍ଡ ୮୪/୫
ବର୍ମିଂହାମ (ଇଂଲଣ୍ଡ): ଘରୋଇ ଏଜବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା ପଞ୍ଚମ ତଥା ଫାଇନାଲ ଟେଷ୍ଟ କ୍ରିକେଟ ମ୍ୟାର ପ୍ରଥମ ଇନିଂସରେ ଭାରତ ୪୧୬ ରନ କରି ଅଲ ଆଉଟ ହୋଇ ଯାଇଛି । ଗତକାଲି ପ୍ରଥମ ଦିନ ଖେଳରେ ଭାରତ ରିଷଭ…
ଆଜି ପବିତ୍ର ବିନାୟକ ଚତୁର୍ଥୀ: ଏହି ଶୁଭ ମୂହୁର୍ତ୍ତରେ କରନ୍ତୁ ଭଗବାନ ଗଣେଶଙ୍କ ଆରାଧନା
ଓଡ଼ିଶା ଭଅସ୍କର: ଭଗବାନ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ଦେବତା । କୌଣସି ଶୁଭକାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ଆରାଧନା କରାଯାଇଥାଏ । ପ୍ରତ୍ୟକ ମାସ ଶୁକ୍ଳ ପକ୍ଷର ଚତୁର୍ଥ ତିଥିକୁ ବିନାୟକ ଚତୁର୍ଥୀ ଭାବେ ପାଳନ…
ବାହାଘର ଲଗ୍ନ ସ୍ଥିର ହେବା ପୂର୍ବରୁ ଛୁ ମାରିଲା ପ୍ରେମିକ, ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର କରିଥିଲା ଦୁଷ୍କର୍ମ
ତିହିଡ଼ି,(ଭାସ୍କର ନ୍ୟୁଜ) : ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଓ ପ୍ରତାରଣା କରିଥିବା ଥାନାରେ…
ଜୁଲାଇ ୪ ରେ ବହୁମତ ସାବ୍ୟସ୍ତ ପୂର୍ବରୁ ଆଜି ସିନ୍ଦେ ସରକାର ପାଇଁ “ଅଗ୍ନି ପରୀକ୍ଷା’, ବାଚସ୍ପତି ପଦ ପାଇଁ ଶିବସେନା ଏବଂ ବିଜେପି…
ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ଆଜି ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ପଦ ପାଇଁ ପ୍ରତିଯୋଗିତା ଶିବସେନା ବିଧାୟକ ରଞ୍ଜନ ସାଲଭି ଏବଂ ବିଜେପି ବିଧାୟକ…
ରାଗିଂ ପାଇଁ ଆତ୍ମହତ୍ୟା କଲେ ରୁଚିକା ! ସୁଇସାଇଟ୍ ନୋଟ୍ରେ ଲେଖିଗଲେ ୩ ଜଣ ସିନିୟର ଛାତ୍ରୀ ନାଁ, ଅଧା ରହିଗଲା କଲେକ୍ଟର ହେବା ସ୍ୱପ୍ନ..
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀଙ୍କ ମୃତଦେହ ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାମ ରୁଚିକା ମହାନ୍ତି । ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ । ସେ କାରୁବାକି…
ରାଶିଫଳ(ରବିବାର,୦୩,ଜୁଲାଇ,୨୦୨୨)
ମେଷ - ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ ।…
ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି, ଆଜିଠୁ ମିଳିବ ଆଡ଼ପ ଅବଢ଼ା
ପୁରୀ, (ଭାସ୍କର ନ୍ୟୁଜ୍) : ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଆସିଥିବା ଚତୁର୍ଦ୍ଧା ମୂର୍ତ୍ତି ଶନିବାର ଗୁଣ୍ଡିଚା ମନ୍ଦିରର ଆଡ଼ ମଣ୍ଡପକୁ ବିଜେ କରିଛନ୍ତି । ଶୁକ୍ରବାର ଠାରୁ ଶରଧାବାଲିରେ ରଥ ଉପରେ ରଥାରୂଢ଼ ଥିବା ୩…
ଆସୁଛି ଲଘୁଚାପ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ଆର୍ଲଟ ଜାରି
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ବଳୟ ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱର୍ବର୍ତ୍ତୀ…