Browsing Category
Featured
ଋଣ ପରିଶୋଧ ପାଇଁ ଚୀନକୁ ଗିଲଗିଟ୍ ବାଲିଷ୍ଟାନ ଦେଇପାରେ ପାକିସ୍ତାନ
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲଗାତାର ଚୀନଠୁ ଋଣ ନେଇ ଚାଲିଛି। ଜୁନ ୨୨ରେ ପାକିସ୍ତାନ ଚୀନଠୁ ୨.୩ ମିଲିୟନ ଡଲାରର ଋଣ ନେଇଛି। ହେଲେ ପାକିସ୍ତାନ ଋଣ ତ ନେଇ ଚାଲିଛି, ହେଲେ ଏହାର ପରିଶୋଧ…
ଖାଇବା ତେଲ ଓ ଅଟାର ଦାମ୍ ଉପରେ ସରକାରଙ୍କ ଘୋଷଣା, ଶୁଣିଲେ ଖୁସିହୋଇଯିବ ଆପଣଙ୍କ ମନ
ନୂଆଦିଲ୍ଲୀ: ଲଗାତାର ଦରଦାମ୍ ବଢ଼ିଚାଲିଥିବା ବେଳେ ଏବେ ଖାଇବା ତେଲ ଦର କମିବା ଯୋଗୁଁ ଲୋକଙ୍କୁ ଟିକେ ଆରାମ ମିଳିଛି । ଆନ୍ତର୍ଜାତୀୟ ଦର ହ୍ରାସ ଏବଂ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଖୁଚୁରା ବଜାରରେ ଖାଇବା ତେଲର ମୂଲ୍ୟ…
ନବୀନଙ୍କ ସହ କଥା ହେଲେ ଜେପି ନଡ୍ଡା; ଦ୍ରୌପଦୀଙ୍କ ନାମାଙ୍କନ ପାଇଁ ପ୍ରସ୍ତାବକ ରହିବ ବିଜେଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ନେଇ ଦୁହଁଙ୍କ ମଧ୍ୟରେ ଆଲୋଚନା ହୋଇଛି।…
ଗହମ ଓ ରସୁଣ ଦେଇ ବଦଳରେ ପାଆନ୍ତୁ ଘର: କମ୍ପାନୀ ବାହାର କଲା ଅଜବ ନିୟମ
କମ୍ପାନୀଗୁଡ଼ିକ ନିଜ ନିଜର ପ୍ରଡକ୍ଟ ବିକ୍ରି କରିବାକୁ ନୂଆ ନୂଆ ଆଇଡିଆ ଖୋଜନ୍ତି । ସେହିପରି ଚୀନର ଏକ ରିଏଲ ଇଷ୍ଟେଟ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଯାଇ ଏକ ସାନଦାର୍ ଉପାୟ ଖୋଜିଛି, ଯାହାକୁ ନେଇ ସାରା…
ରଶ୍ମିରେଖାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍; ତିନି ମାସର ଗର୍ଭବତୀ ଥିଲେ ଅଭିନେତ୍ରୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦିନ ଯେତେ ଗଡୁଛି, ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୂସାରେ…
ସ୍ତନ କର୍କଟକୁ ନେଇ ବଡ଼ ସଫଳତା: ଏଣିକି ଘରେ ବସି ଜାଣିପାରିବେ ଆପଣଙ୍କୁ ଏହି ରୋଗ ହୋଇଛି କି ନାହିଁ, ଲଞ୍ଚ ହେଲା ସ୍ପେଶାଲ କିଟ୍
ନୂଆଦିଲ୍ଲୀ: ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ସମ୍ବନ୍ଧରେ ଏକ ବଡ଼ ସଫଳତା ହାସଲ କରାଯାଇଛି । ଆପୋଲୋ କ୍ୟାନ୍ସର ସେଣ୍ଟର ଓ ଡାଟାର କ୍ୟାନ୍ସର ଜେନେଟିକ୍ସ ମିଳିତ ଭାବେ ଏକ କିଟ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି ।…
ସବସିଡ ବାଣ୍ଟିବାରେ ଓଡ଼ିଶା ଆଗୁଆ, ଚିନ୍ତାବ୍ୟକ୍ତ କଲେ ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସବସିଡ ପ୍ରଦାନ କରି ଶ୍ରୀଲଙ୍କା ବର୍ତମାନ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ଗତ ତିନି ବର୍ଷରେ ହିତାଧିକାରୀଙ୍କୁ ସବସିଡ ବାଣ୍ଟିବାରେ ଓଡ଼ିଶା…
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ: ୫.୫ ଲକ୍ଷରୁ ଅଧିକ ଭୋଟ୍ ହାସଲ କରି ରଚିବେ ଇତିହାସ
ନୂଆଦିଲ୍ଲୀ: ଓଡ଼ିଶାର ଶାସକ ବିଜୁ ଜନତା ଦଳ ବିଜେଡିର ସମର୍ଥନ ମିଳିବା ପରେ ଏନଡିଏ ପକ୍ଷରୁ ରାଷ୍ଟ୍ରପତିି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ରାସ୍ତା ଆହୁରି ସହଜ ହୋଇଛି । ଅନ୍ୟପଟେ ଏହି ଘଟଣାରେ…
ରାଜ୍ୟରେ ପୁଣି କରୋନା ବିସ୍ପୋରଣ, ୨୪ ଘଣ୍ଟାରେ ୭୩ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି କରୋନା ବିସ୍ପୋରଣ ହେବାରେ ଲାଗିଲାଣି। ଗତ ୨୪ ଘଣ୍ଟାରେ ୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୪ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨୯ ଜଣ ସ୍ଥାନୀୟ…
(Video) ଭୁବନେଶ୍ୱର ବିମାନବନ୍ଦରରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆଦିବାସୀ ନୃତ୍ୟରେ ଅଭିନନ୍ଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏମସିଏଲ ଗେଷ୍ଟ ହାଉସରୁ କଡ଼ା ସୁରକ୍ଷାରେ ସେ ବିମାନବନ୍ଦରରେ ପହଞ୍ଚିଛନ୍ତି । ୯ଟା ୪୦ରେ…