Browsing Category

Featured

ଚଳିତ ବର୍ଷ ୧୭ଟି ଫସଲ ହେବ ବୀମାଭୁକ୍ତ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୃଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ୧୭ଟି ଫସଲ ବୀମାଭୁକ୍ତ ହେବ । ଉଭୟ ଖରିଫ ଓ ରବି ଋତୁ ପାଇଁ ୧୭ଟି ଫସଲକୁ ବୀମାଭୁକ୍ତ କରାଯିବ । ତେବେ ଖରିଫ ଋତୁ ପାଇଁ ୮ଟି ଓ…

୩ ଜଣ ସ୍ତ୍ରୀ ଏକସଙ୍ଗେ ଲଢ଼ିଲେ ନିର୍ବାଚନ, ବିଚରା ସରକାରିଆ ସ୍ୱାମୀକୁ ମିଳିଲା ସସପେନସନ୍

ନୂଆଦିଲ୍ଲୀ: ପତ୍ନୀମାନଙ୍କର ନିର୍ବାଚନରେ ଅଂଶଗ୍ରହଣ କରିବା ଜଣେ ସରକାରୀ ଚାକିରିଆଙ୍କୁ ମହଙ୍ଗା ପଡ଼ିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଜଣେ ଯୁବକଙ୍କର ତିନି ଜଣ ସ୍ତ୍ରୀ ପଞ୍ଚାୟତ ନିର୍ବାଚନ…

ଥାନାରେ ପଶି ଗାଡ଼ି ଭାଙ୍ଗିଲେ କଂଗ୍ରେସ କର୍ମୀ: ପୋଲିସ ସହ ହେଲେ ମୁହାଁମୁହିଁ

ଥାନା ଭିତରେ ପସି ଭଙ୍ଗାରୁଜା କଲେ କଂଗ୍ରେସ କର୍ମୀ । ଖାଲି ସେତିକି ନୁହେଁ ପୋଲିସ୍ ଗାଡ଼ି ମଧ୍ୟ ଭାଙ୍ଗିଛନ୍ତି ଉତ୍ୟକ୍ତ କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ । ସୋମବାର କିଛି…

ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଗୋପାଳକୃଷ୍ଣ ଗାନ୍ଧୀ: ମିଳିତ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିଲା ପ୍ରସ୍ତାବ

ନୂଆଦିଲ୍ଲୀ: ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଛନ୍ତି ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ । ମିଳିତ ବିରୋଧୀ ତରଫରୁ ନିଜ ନାମ ପ୍ରସ୍ତାବିତ କରାଯାଇଥିବାରୁ ଧନ୍ୟବାଦ ଦେବା ସହ ସେ…

(Video) DSP ମାଡାମଙ୍କର ଖାକିଗିରି: ହେଲମେଟ ପିନ୍ଧି ନଥିବାରୁ ଯୁବକଙ୍କ ଗାଲରେ କଷିଦେଲେ ଶକ୍ତ ଚାପୁଡ଼ା

ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ଅଧିକାରୀମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ୍ କରିଥାନ୍ତି । ପୂର୍ବରୁ ଏଭଳି ଅନେକ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଛି । ତେବେ ପୁଣି ଜଣେ ଖାକି ମାଡାମଙ୍କର ରାଜୁତି…

ଓଡ଼ିଶାରେ ପଡ଼ିଲା ମୌସୁମୀର ପ୍ରଭାବ : ୫ ଦିନ ଯାଏଁ ଲାଗିରହିବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା । ଆସନ୍ତା ୫ ଦିନ ଯାଏଁ ବର୍ଷା ଲାଗିରହିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।…

ହତ୍ୟା ନା ଆତ୍ମହତ୍ୟା: ରଶ୍ମୀରେଖାଙ୍କ ମୃତ୍ୟୁ ପଛର କାରଣ ଅର୍ଥ ନା ପ୍ରେମ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ଝିଅକୁ ହତ୍ୟା…

ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡ: ଗୁଳି ମାରିଥିବା ୩ ସୁଟରଙ୍କୁ ଧରିଲା ପୋଲିସ

ସିଦ୍ଧୁ ମୂୂସେୱାଲା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା । ଦିଲ୍ଲୀ ପୋଲିସ୍ ସିଦ୍ଧୁ ମୂସେୱାଲାଙ୍କ ଉପରକୁ ଗୁଳି ଚଳାଇଥିବା ୩ ସୁଟରଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତିନି ସୁଟରଙ୍କୁ ଗୁଜରାଟ…

ରାଜ୍ୟରେ ଧୀରେଧୀରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ଖୋର୍ଦ୍ଧାରୁ ଚିହ୍ନଟ ହେଲେ ୩୦ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଗୋଟିଏ ପରିବାରର ୯ ଜଣ ସଦସ୍ୟ ବିଷ ପିଇ ପ୍ରାଣ ହାରିଲେ: ମୃତ୍ୟୁ ପଛର କାରଣ ଆର୍ଥିକ ପରିସ୍ଥିତି ନା ଆଉ କିଛି

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଛାତି ଥରାଇ ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକସଙ୍ଗେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଡ଼କମ୍ପ ମଚିଯାଇଛି । ତେବେ ଏହା…