Browsing Category

Featured

ମଙ୍କିପକ୍ସ ମୁକାବିଲା ନେଇ୨ ପ୍ରକାରର ସର୍ଭିଲାନ୍ସ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି । ଅବଶ୍ୟ ଭାରତରେ ମଙ୍କିପକ୍ସ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି । କିନ୍ତୁ ଏଥିପାଇଁ ସରକାର ସଜାଗ ଅଛନ୍ତି । ଯଦି ମଙ୍କି ପକ୍ସ…

ସାବିତ୍ରୀ ପାଇଁ ବିଧବା ହେଲେ ପତ୍ନୀ! ରସି ଲଗାଇ ଝୁଲିପଡିଲେ ସ୍ୱାମୀ

ଢେଙ୍କାନାଳ (ଓଡ଼ିଶା ଭାସ୍କର): ପତ୍ନୀର ଚରିତ୍ରକୁ ନେଇ ପତି ପତ୍ନୀ ମଧ୍ୟରେ ମତଭେଦ ଯୋଗୁଁ ଘଟିଛି ଅଭାବନୀୟ ଘଟଣା । ଏପରିକି ସାବିତ୍ରୀ ବ୍ରତରେ ଓଡିଆଣୀମାନେ ନିଜର ସ୍ୱାମୀର ଦୀର୍ଘ ଜୀବନ କାମନାରେ ବ୍ରତ କରୁଥିଲେ ମଧ୍ୟ…

ଆଜି ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ: ୮ଟାରୁ ଭୋଟ ଗଣତି ଆରମ୍ଭ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଆରମ୍ଭ ହେବ । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି ଟେବୁଲରେ ୨୦…

ରାଶିଫଳ(ଶୁକ୍ରବାର,୦୩ ଜୁନ,୨୦୨୨)

ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ଷୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…

ମୁମ୍ବାଇରେ ବଢିପାରେ କରୋନା ସଂକ୍ରମଣ: ମୌସୁମୀ ପୂର୍ବରୁ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବଢୁଛି ମହାମାରୀ କରୋନା । ସେପଟେ ମୌସୁମୀର ଆଗମନରେ ସଂକ୍ରମଣ ଆହୁରି ବଢିପାରେ । ଏ ନେଇ ରାଜ୍ୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଶଙ୍କା କରିଛନ୍ତି । ମେ ୧ ତାରିଖରେ ୧୬୯ ଟି ନୂଆ ମାମଲା…

ଜାମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ;ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଲେ, ଜଣେ ମୃତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କୁଲଗାମରେ ବ୍ୟାଙ୍କର ବିଜୟ କୁମାରଙ୍କ ହତ୍ୟା ପରେ ଆଜି ଆତଙ୍କବାଦୀମାନେ ବୁଦ୍ଧଗାମର ଚାଡୋରା ଅଞ୍ଚଳରେ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଉଭୟ ଶ୍ରମିକଙ୍କୁ ଡାକ୍ତରଖାନାରେ…

ପେଟ୍ରୋଲ-ଡିଜେଲ ଦାମକୁ ନେଇ ଚିନ୍ତାରେ ତୈଳ କମ୍ପାନୀ: କଲେ ଏମିତି ଦାବି

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପରେ ମଧ୍ୟ ଇନ୍ଧନର ମୂଲ୍ୟ ସ୍ତିର ରହିବା ଏବେ ପେଟ୍ରୋଲିୟମ କମ୍ପାନୀଗୁଡିକ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଫଳରେ ଏମାନେ କ୍ଷତି ହେଉଥିବା ନେଇ ଦାବି ମଧ୍ୟ କରିବା ଆରମ୍ଭ କଲେଣି ।…

(Vedio)ଭଦୋଦରା ରାସାୟନିକ କାରଖାନାରେ ବିସ୍ଫୋରଣ ପରେ ବ୍ୟାପକ ଅଗ୍ନିକାଣ୍ଡ, ୧୫ ଆହତ

ନୂଆଦିଲ୍ଲୀ(ଓଡିଶା ଭାସ୍କର): ଭଦୋଦରା, ନନ୍ଦେସରୀ GIDC ଠାରେ ଥିବା ଦୀପକ ନାଇଟ୍ରାଇଟ୍ କମ୍ପାନୀରେ ବିସ୍ଫୋରଣ ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡର ଖବର ଆସିଛି। ନିଆଁ ଲାଗିବା ମାତ୍ରେ ୧୫ ଟି ଅଗ୍ନିଶମ ବାହନୀ ଗାଡି…

ସିଗାରେଟ୍ ଟାଣିବା ପୁରୁଷମାନଙ୍କ ଉପରେ ଭାରୀ ପଡିପାରେ! ରହିଛି ଶୁକ୍ରାଣୁ କମ୍ ହେବାର ସମ୍ଭାବନା

ଆପଣ ଜାଣନ୍ତି କି ସିଗାରେଟ୍ ଟାଣିବା ଦ୍ୱାରା ଆପଣ ନିଜ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି? ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ ନାହିଁ, ବରଂ ଶୁକ୍ରାଣୁ କମ୍ ହେବାର ମଧ୍ୟ ସମ୍ଭାବନା ଅଛି। ଅନେକ…

ସାଇକେଲ ଦିବସ ଅବସରରେ ନିଆରା କଳାକୃତି

ଭୁବନେଶ୍ୱର: ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ନିଆରା କଳାକୃତି କରି ଦେଖାଇଛନ୍ତି ପ୍ରିୟଙ୍କା ସାହାଣୀ । ଚୁଡି, ପ୍ଲାଷ୍ଟିକ, ସୂତା ଇତ୍ୟାଦିକୁ ନେଇ ଏକ ସାଇକେଲ ତିଆରି କରିଛନ୍ତି । ଏହି ଅଜବ ସାଇକେଲର ସେ ନାମକରଣ ମଧ୍ୟ…