Browsing Category

Featured

NEET ରେଜିଷ୍ଟ୍ରେସନ ପାଇଁ ବଢ଼ିଲା ସମୟସୀମା: ଏହି ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୨ ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଏଣିକି ପ୍ରାର୍ଥୀମାନେ ମେ’ ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହାପୂର୍ବରୁ ଆବେଦନ କରିବାର ଶେଷ ତାରିଖ ମେ’ ୧୫ ଥିଲା । ଯେଉଁ ଛାତ୍ରମାନେ…

ଆକ୍ସନ୍ ଥ୍ରିଲର୍ ‘ବିକ୍ରମ’ର ଟ୍ରେଲର୍ ରିଲିଜ୍: ୪ ବର୍ଷ ପରେ ସିଲଭର୍ ସ୍କ୍ରିନରେ କମଲ ହସନ

ନୂଆଦିଲ୍ଳୀ: ଜାତୀୟ ପୁରସ୍କାର ପ୍ରାପ୍ତ ସାଉଥ୍ ସୁପରଷ୍ଟାର କମଲ ହସନ ଦୀର୍ଘ ୪ ବର୍ଷ ପରେ ପରଦାକୁ ଫେରୁଛନ୍ତି । କମଲ ହସନଙ୍କ ଅପକମିଙ୍ଗ ଫିଲ୍ମ ବିକ୍ରମର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏହାର ଦମଦାର ଆକ୍ସନ୍ ଫ୍ୟାନ…

ଆଗକୁ ମହଙ୍ଗା ହେବ ବିମାନ ଯାତ୍ରା! ୫ % ବୃଦ୍ଧି ସହ ରେକର୍ଡ ସ୍ତରରେ ପହଞ୍ଚିଲା ଏୟାର ଇନ୍ଧନ

ନୂଆଦିଲ୍ଲୀ: ବିମାନ ଯାତ୍ରା ଏବେ ଆହୁରି ମହଙ୍ଗା ହୋଇପାରେ । ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଏୟାର ଇନ୍ଧନ ବା ଏଟିଏଫ୍ ଦାମ୍ ଲଗାତାର ବଢ଼ିବାରେ ଲାଗିଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ପୁଣି…

ଖୁସି ଖବର ! ଦେଶରେ କମୁଛି କରୋନା ଲହର, ୨୪ ଘଣ୍ଟାରେ ଚିହ୍ନଟ ହେଲେ…

ଗତ ଚାରି ସପ୍ତାହରୁ ଅଧିକ ସମୟ ଧରି କରୋନା ଭାଇରସ ଚିନ୍ତାର କାରଣ ପାଲଟିଛି । ଅବଶ୍ୟ ଏବେ ଏଥିରେ ସାମାନ୍ୟ ଆଶ୍ୱସ୍ତି ପରିଲକ୍ଷିତ ହୋଇଛି । ଦିଲ୍ଲୀ-ଏନସିଆର ସହ ଅନ୍ୟ ଅଞ୍ଚଳରେ କୋଭିଡର ନୂଆ ସଂକ୍ରମଣ ଏବଂ ମୃତ୍ୟୁ ହାର…

SBI ଗ୍ରାହକଙ୍କୁ ଝଟକା ! ପୁଣି ମହଙ୍ଗା ହେବ ଲୋନ୍

ନୂଆଦିଲ୍ଲୀ: ଗ୍ରାହକଙ୍କୁ ପୁଣି ଥରେ ଝଟକା ଦେଇଛି ଏସବିଆଇ । ଚଳିତ ମାସରେ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏମସିଏଲଆର ବୃଦ୍ଧି କରିଛି । ବ୍ୟାଙ୍କ ଏମସିଏଲଆରରେ ୧୦ ବେସିସ ପଏଣ୍ଟ ଅର୍ଥାତ୍ ୦.୧୦ %…

ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ବାହାରିଥିବା ସୂଚନା ମିଳିଛି । ତେବେ ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି…

‘ହିନ୍ଦୁ ଧର୍ମ ଠାରୁ ଭଲ କ୍ରିଷ୍ଟ୍ରିଆନ’, ଧରାପଡ଼ିଲା ଭୋପାଳରେ ସ୍କୁଲରେ ହେଉଥିବା ଧର୍ମ ପରିବର୍ତ୍ତନ

ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ଏକ ସ୍କୁଲରେ ଧର୍ମ ପରିବର୍ତ୍ତନ କରାଯିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଛି ।  କୁହାଯାଉଛି ଯେ ସ୍କୁଲରେ ଗରିବ ହିନ୍ଦୁ…

କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଦାବି : କହିଲେ- ମାତୃ ଦିବସ ପରି ପାଳନ କରନ୍ତୁ ‘ପତ୍ନୀ ଦିବସ’

ନୂଆଦିଲ୍ଲୀ: ‘ମାତୃ ଦିବସ’ ଭଳି ‘ପତ୍ନୀ ଦିବସ’ ପାଳନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ । ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ତାଙ୍କ କହିବା…

ଚାଲିଗଲା ଦନ୍ତା ହାତୀ ନନ୍ଦ, ବିଫଳ ହେଲା ଚିକିତ୍ସକଙ୍କ ସମସ୍ତ ଉଦ୍ୟମ

ଆଖି ବୁଜିଲା ଦନ୍ତା ହାତୀ ନନ୍ଦ । ଭୁବନେଶ୍ୱର ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦ ରବିବାର ଅସୁସ୍ଥ…

ନେପାଳ ଗସ୍ତରେ ନରେନ୍ଦ୍ର ମୋଦୀ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ମଜବୁତ ଉପରେ ରହିବ ଫୋକସ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯିବେ । ନେପାଳ ଗସ୍ତ କରି ପ୍ରଥମେ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବା ସହ ମାୟା ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ…