Browsing Category
Featured
IND vs SA: ଦର୍ଶକଙ୍କ ‘ବନ୍ଦେ ମାତରମ’ ଗୀତରେ ଗୁଞ୍ଜି ଉଠିଲା ବାରବାଟୀ ଷ୍ଟାଡିୟମ, ଦେଖନ୍ତୁ Video
କଟକ: ବିଶ୍ଵ କପ୍ ୨୦୧୧ର ସେହି ମୂହୁର୍ତ୍ତ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ସତେଜ ଅଛି। ଯେତେବେଳେ ଫାଇନାଲରେ ଭାରତୀୟ ଦଳ ବିଜୟ ଆଡକୁ ଅଗ୍ରସର ହେଉଥିଲା, ସେହି ସମୟରେ ଏରଆର ରେହମାନଙ୍କ ପ୍ରସିଦ୍ଧ ଗୀତ ବନ୍ଦେ…
ଅଦାନୀଙ୍କୁ ପ୍ରୋଜେକ୍ଟ ଦେବା ପାଇଁ ରାଷ୍ଟ୍ରପତି ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ ପିଏମ ମୋଦୀ, ପରେ ନିଜ କଥାରୁ ଓଲଟି ଗଲେ ଅଧିକାରୀ
ନୂଆଦିଲ୍ଲୀ: ଶ୍ରୀଲଙ୍କାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଅଦାନୀ ଗ୍ରୁପକୁ ପାଓ୍ଵାର ପ୍ରୋଜେକ୍ଟ ଦେବା ପାଇଁ…
‘ମୋତେ ୧୫ ସମନ ମିଳି ସାରିଛି, ଇଡିକୁ ଆୟର ପ୍ରତିଟି ହିସାବ ଦେଇଛି’, ରାହୁଲଙ୍କୁ ସାନ୍ତ୍ଵନା ଦେଲେ ରବର୍ଟ ଭଦ୍ରା
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଵାମୀ ତଥା ଉଦ୍ୟୋଗପତି ରବର୍ଟ ଭଦ୍ରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୋମବାର ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେବା…
ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାହୁଲ ଗାନ୍ଧୀ, ନୋଟିସକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ନୋଟିସ କରିଥିଲା ତାଙ୍କ ସହିତ…
ଖବର ପ୍ରସାରଣ ପରେ ଖୋଲିଲା ସିଂହଦ୍ୱାର: ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ(ଓଡ଼ିଶା ଭାସ୍କର): ଶେଷରେ ଖୋଲିଲା ସିଂହଦ୍ୱାର । ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେବାୟତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସିଂହଦ୍ୱାର ଖୋଲିଥିବା ସୂଚନା ମିଳିଛି । ଚାରିଦ୍ୱାର ବନ୍ଦ ନେଇ…
ଅଖଣ୍ଡ ସୌଭାଗ୍ୟ ପାଇଁ କାଲି ପାଳନ୍ତୁ ବଟ ପୂର୍ଣ୍ଣିମା ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ବିଧି
ନୂଆଦିଲ୍ଲ: ଚଳିତବର୍ଷ ବଟ ପୂର୍ଣ୍ଣିମା ବ୍ରତ ୧୪ ଜୁନ୍ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ବରଗଛ ମୂଳରେ ପୂଜା କରନ୍ତି । ବରଗଛ ମୂଳରେ ତ୍ରିଦେବ ଅର୍ଥାତ୍…
ବିଧାନସଭାର ନୂଆ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଶେଷରେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ବିକ୍ରମ କେଶରୀ ଆରୁଖ…
ଚଢା ଦରରେ ବିକ୍ରି ହେଲା ଖାଇବା, ପାଣି ପାଇଁ ହନ୍ତସନ୍ତ
କଟକ,ଓଡ଼ିଶା ଭାସ୍କର:ସୁରକ୍ଷା ଲାଗି ଷ୍ଟାଡିୟମ ଭିତରକୁ ଖାଇବା କିମ୍ବା ପାଣି ବୋତଲ ଛାଡିଲେନି। ଭିତରେ ଯେଉଁ ଖାଦ୍ୟ ପାଣି ବିକ୍ରି ହେଲା ସିଏ ପୁଣି ଦୁଇ/ତିନି ଗୁଣା ଅଧିକା ଚଢା ଦରରେ। ଏଭଳି ସ୍ଥିତିରେ ଲୋକେ ନାହିଁ…
ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ଅଟକ ରଖିଲା ବେଙ୍ଗାଲୁରୁ ପୋଲିସ, ଡ୍ରଗ୍ସ ସେବନ ଅଭିଯୋଗ
ବେଙ୍ଗାଲୁରୁ (ଓଡ଼ିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି । ସିଦ୍ଧାନ୍ତ କପୁରଙ୍କ ଉପରେ ଡ୍ରଗ୍ସ ନେବାର ଅଭିଯୋଗ ଲାଗିଛି । ପୋଲିସ ଚଢାଉ କରିବା ପରେ ତାଙ୍କୁ…
ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ାଇବେ ପ୍ରାଇଭେଟ୍ ଶିକ୍ଷକ
ନୂଆଦିଲ୍ଲୀ: ବେସରକାରୀ ଶିକ୍ଷକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଏଣିକି ବେସରକାରୀ ଶିକ୍ଷକମାନେ ମଧ୍ୟ ସରକାରୀ ଇଂରାଜୀ ବିଦ୍ୟାଳୟରେ ଗେଷ୍ଟ ଫେକଲ୍ଟୀ ଭାବରେ ପାଠ ପଢ଼ାଇପାରିବେ । ସେହି ହିସାବରେ ତାଙ୍କୁ ଘଣ୍ଟା ପ୍ରତି…