Browsing Category
Featured
ଜୁଲାଇ ୧୮ରୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍ ଟିମ୍, ୩ଟି ଦିନିକିଆ ଏବଂ ୫ଟି ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିବାର ରହିଛି…
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଜୁଲାଇ ୧୮ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ । ସେଠାରେ ୮ ମ୍ୟାଚ୍ ବିଶିଷ୍ଟ ଦୁଇଟି ସୀମିତ ଓଭର ସିରିଜ୍ ଖେଳିବା କାର୍ଯ୍ୟକ୍ରମ ରହିଛି । ଏଥିରେ ୩ଟି ଦିନିକିଆ ଏବଂ ୫ଟି…
ଓଡ଼ିଶାକୁ ପୁଣି ଫେରିଲା କି କରୋନା: ଗୋଟିଏ ଦିନରେ ୬୪ ଜଣ ପଜିଟିଭ୍, ବଢ଼ାଇଲା ଚିନ୍ତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣ ଦିନକୁ କମି ଆସୁଥିବା ବେଳେ ଆଗକୁ ଚତୁର୍ଥ ଲହର ଆସିବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ ୬୪ ଜଣ ପଜିଟିଭ୍ ଚିହ୍ନଟ ହେବା…
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’: ସନ୍ଧ୍ୟା ସୁଦ୍ଧା ଭୀଷଣ….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି ବାତ୍ୟା ‘ଅସାନି’ । ବାତ୍ୟା ‘ଅସାନି’ର ରୂପ ନେଇଛି ସକ୍ରିୟ ଗଭୀର ଅବପାତ । ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଏହା ଉତ୍ତର ପଶ୍ଚିମ…
ଆମେରିକାରେ ଚମକିଲେ ଭାରତୀୟ ଯବାନ , ଷ୍ଟିପଲିଚେଜ୍ ରେସ୍ର ୩୦ବର୍ଷ ପୂରଣା ରେକର୍ଡ ଭାଙ୍ଗିଲେ ଅବିନାଶ
ମୁମ୍ବାଇ: ଆମେରିକାରେ ଅନୁଷ୍ଠିତ ଦୌଡ଼କୁଦ ପ୍ରତିଯୋଗୀତାରେ ଭାରତୀୟ ଯବାନ ଅବିନାଶ ସାବଲେ ୫୦୦୦ ମିଟର ଷ୍ଟିପଲିଚେଜ୍ ରେସ୍ରେ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଏହି ସଫଳତା ସହିତ ୩୦ ବର୍ଷ ତଳର ରେକର୍ଡକୁ ଭାଙ୍ଗି…
ଇନ୍ଦୌର ଅଗ୍ନିକାଣ୍ଡରେ ବଡ଼ ଖୁଲାସା: ସର୍ଟସର୍କିଟ ନୁହେଁ, ବରଂ ଏକତରଫା ପ୍ରେମର ‘ନିଆଁ’ ନେଲା ୭ ଜୀବନ
ଇନ୍ଦୌର: ଇନ୍ଦୌରର ବିଜୟନଗର ସ୍ଥିତ ସ୍ୱର୍ଣ୍ଣବାଗ କଲୋନୀରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପୋଲିସର କହିବା ମୁତାବକ, ଏକ ତରଫା ପ୍ରେମ ଯୋଗୁଁ ଚାଲିଗଲା ୭ ଜୀବନ । ୨୪ ଘଣ୍ଟା ମଧ୍ୟରେ ଘଟଣାର…
ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍, ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍ରେ ୧୨ ଜଣ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ । ସମସ୍ତେ ନିଜ ନିଜର ଅଂଶଗ୍ରହଣ…
ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ: ହେଲମେଟ୍ ନ ପିନ୍ଧିଲେ, ବାଇକରେ ୩ ଜଣ ବସିଲେ, ଛୋଟ ପିଲା ଗାଡ଼ି ଚଳାଇଲେ ଫାଇନ୍ ସହ DL ବାତିଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗାଡ଼ିଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ନିୟମ ନ ମାନିଲେ ଗାଡ଼ିଚାଳକମାନେ ଜରିମାନା ଦେବା ସହ ସେମାନଙ୍କର ଲାଇସେନ୍ସ ବାତିଲ୍ କରାଯିବ । ଆସନ୍ତା ୧୫ ତାରିଖଠାରୁ…
କ୍ରିପ୍ଟୋ ମାର୍କେଟ୍ରେ ଅଭିବୃଦ୍ଧି, ୧.୧୭% ବଢ଼ିଲା ବିଟକଏନ୍
ମୁମ୍ବାଇ: ଶନିବାର ଦିନ କ୍ରିପ୍ଟୋ ମାର୍କେଟ୍ରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଟକଏନ୍ ସନ୍ଧ୍ୟା ୫ଟା ବେଳେ ୧.୧୭% ବୃଦ୍ଧି ସହ ୨୯.୩୮ ଲକ୍ଷ ଟଙ୍କାର କାରବାର କରିଛି । ଏହି ସମୟରେ ଏହାର ମୂଲ୍ୟ ୩୩ହଜାରରୁ ଅଧିକ…
କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍ କାର୍ଯ୍ୟ ତ୍ୱରାନ୍ୱିତ ହେବ, ଖୁବ୍ଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କ୍ୟାପିଟାଲ ରିଜିଅନ ରିଂ ରୋଡ୍ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଖୁବ୍ ଶୀଘ୍ର ଏଥିପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ । ଜାତୀୟ ରାଜପଥ ପ୍ରାଧିକରଣର ସମସ୍ତ ପୁରୁଣା ପ୍ରକଳ୍ପରେ…
ବଢ଼ିଲା ଯୁଦ୍ଧ ଆଶଙ୍କା: ତାଇୱାନ ସୀମାରେ ଚକ୍କର କାଟିଲା ଚୀନ୍ର ୧୮ ଫାଇଟର ଜେଟ୍, ଘଉଡ଼ାଇଲା ତାଇୱାନ ବାୟୁସେନା
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ତାଇୱାନ୍ ଉପରେ ଚୀନ୍ ନିଜର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି । ତାଇୱାନ୍ ଉପରେ ପୁନଃ ନିଜର ସତ୍ତା ଦଖଲ ପାଇଁ ଚୀନ୍ ତାଇୱାନର ସୀମାରେ ଅନାଧିକାର ପ୍ରବେଶ କରିଛି…