Browsing Category

Featured

ବର୍ତ୍ତମାନ ପର୍ଯ୍ୟନ୍ତ ୧୮୦୦ ନାଗରିକଙ୍କ ସମେତ ୩ ହଜାର କର୍ମଚାରୀ ଛାଡ଼ିଲେଣି ଉପତ୍ୟାକା

କାଶ୍ମୀର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୪୮ ଘଣ୍ଟାରେ ଦ୍ୱିତୀୟ ଟାର୍ଗେଟ୍ ହତ୍ୟା ପରେ ସାମୁହିକ ଭାବରେ ଘାଟି ଛାଡ଼ିବାକୁ କାଶ୍ମୀରୀ ପଣ୍ଡିତ ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ ୧୮୦୦ କାଶ୍ମୀରୀ ପଣ୍ଡିତ ସମେତ…

ବ୍ରଜରାଜନଗର ଉପନିର୍ବାଚନ: ଆସିଲା ପ୍ରାଥମିକ ଟ୍ରେଣ୍ଡ, ବିଜେଡିର ଅଳକା ମହାନ୍ତି ଆଗୁଆ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ ଅଛନ୍ତି ।…

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନ, ପ୍ରତ୍ୟେକ ମସଜିଦରେ ଶିବଲିଙ୍ଗ କାହିଁକି ଖୋଜୁଛ

ନାଗପୁର: ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ଜ୍ଞାନବ୍ୟାପୀ ପ୍ରସଙ୍ଗ, ମସଜିଦରେ ଶିବଲିଙ୍ଗଙ୍କ ଖୋଜା ଏବଂ ମନ୍ଦିର ଆନ୍ଦୋଳନ ଭଳି ଅନେକ ବିଷୟ ଉପରେ ନିଜର ମତ ରଖିଛନ୍ତି। ନାଗପୁରରେ ଏକ ସମାରୋହରେ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଶୀଲ ବାଗଙ୍କୁ ବହିଷ୍କାର କଲା ବିଜେଡି

ଭବାନୀପାଟଣା, (ଓଡ଼ିଶା ଭାସ୍କର): ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁକୁ ସାରା ରାଜ୍ୟରେ ବିଜେଡିର ପ୍ରତ୍ୟେକ ଜର୍ମୀ ଲୋକଙ୍କ ପାଖରେ ପହଞ୍ଚାଉଥିବା ବେଳେ କିଛି ଜାଗାରେ କିଛି ବିଜେଡି କର୍ମୀ ପାର୍ଟିବିରୋଧୀ କାର୍ଯ୍ୟ କରି…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ: କିଏ ମାରିବ ବାଜି ?

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ଭିିଭିପାଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି…

ମନ୍ଦିର ପାଇଁ ଆନ୍ଦୋଳନ କରିବ ନାହିଁ ଆର୍‌ଏସ୍ଏସ୍-ମୋହନ ଭାଗତ୍

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍ଏସ୍)ଆଗକୁ କୌଣସି ମନ୍ଦିର ପାଇଁ ଆନ୍ଦୋଳନ କରିବ ନାହିଁ। ସଂଘ ନିଜ ମୂଳ ପ୍ରବୃତ୍ତିର ବିରୋଧରେ ଯାଇ ଆର୍‌ଏସ୍ଏସ୍ ରାମମନ୍ଦିର ଆନ୍ଦୋଳନରେ ଭାଗ ନେଇଥିଲା । ଭବିଷ୍ୟତରେ ଏଭଳି…

ଓଡ଼ିଶାରେ ଅନଲାଇନ୍ କ୍ଲାସର କୁପରିଣାମ! ୧୭ ହଜାରରୁ ଉର୍ଦ୍ଧ୍ୱ ସ୍କୁଲ୍ ପିଲାଙ୍କ ଆଖିରେ ଚଷମା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୫ ବର୍ଷରୁ ୧୩ ବର୍ଷ ମଧ୍ୟରେ ଅଧିକ ପିଲାଙ୍କୁ ଦେଖିବାରେ ସମସ୍ୟା ଉପୁଜୁଛି । ଅତ୍ୟଧିକ ସମୟ ଟିଭି ଦେଖିବା, ମୋବାଇଲ୍ ଚଳାଇବା ହେଉ ଅବା ଅନ୍ୟକାରଣରୁ ସ୍କୁଲ ପିଲାଙ୍କ ଆଖି ଉପରେ ଏହାରକୁ…

ମଙ୍କିପକ୍ସ ମୁକାବିଲା ନେଇ୨ ପ୍ରକାରର ସର୍ଭିଲାନ୍ସ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି । ଅବଶ୍ୟ ଭାରତରେ ମଙ୍କିପକ୍ସ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି । କିନ୍ତୁ ଏଥିପାଇଁ ସରକାର ସଜାଗ ଅଛନ୍ତି । ଯଦି ମଙ୍କି ପକ୍ସ…

ସାବିତ୍ରୀ ପାଇଁ ବିଧବା ହେଲେ ପତ୍ନୀ! ରସି ଲଗାଇ ଝୁଲିପଡିଲେ ସ୍ୱାମୀ

ଢେଙ୍କାନାଳ (ଓଡ଼ିଶା ଭାସ୍କର): ପତ୍ନୀର ଚରିତ୍ରକୁ ନେଇ ପତି ପତ୍ନୀ ମଧ୍ୟରେ ମତଭେଦ ଯୋଗୁଁ ଘଟିଛି ଅଭାବନୀୟ ଘଟଣା । ଏପରିକି ସାବିତ୍ରୀ ବ୍ରତରେ ଓଡିଆଣୀମାନେ ନିଜର ସ୍ୱାମୀର ଦୀର୍ଘ ଜୀବନ କାମନାରେ ବ୍ରତ କରୁଥିଲେ ମଧ୍ୟ…

ଆଜି ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ: ୮ଟାରୁ ଭୋଟ ଗଣତି ଆରମ୍ଭ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଆରମ୍ଭ ହେବ । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି ଟେବୁଲରେ ୨୦…