CHARIDHAM
Browsing Category

Featured

ଉଦ୍ଧାର ହେଲେ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀ: ଏୟାରଲିଫ୍ଟ ସାହାଯ୍ୟରେ କୂଳକୁ ଆଣିଲା ପ୍ରଶାସନ

ଗଞ୍ଜାମ: ଗଞ୍ଜାମ ସୁନାପୁରର ଗଭୀର ସମୁଦ୍ରରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପ୍ରଶାସନ । ଏୟାର ଲିଫ୍ଟ ସାହାଯ୍ୟରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ସମୁଦ୍ରରୁ ବାହାର…

ଟି-୨୦ରେ ଧୋନୀଙ୍କ ନାମରେ ଦ୍ୱିଶତକ: ପଛରେ ପଡିଲେ ଅନେକ ଧୁରନ୍ଧର ଖେଳାଳି

ମୁମ୍ବାଇ: ନିଜ ନାମରେ ଆଉ ଏକ ଅପୂର୍ବ ରେକର୍ଡ ଯୋଡିଛନ୍ତି । ଟ-୨୦ କ୍ରିକେଟରେ ଏକ ଦ୍ୱିଶତକ ହାସଲ କରିଛନ୍ତି ମାହି । ଏହି ଦ୍ୱିଶତକ ଅବଶ୍ୟ ତାଙ୍କ ବ୍ୟାଟରୁ ଆସିନାହିଁ, କିନ୍ତୁ ଏହାକୁ ଏକ ଅପୂର୍ବ ଡବଲ ସେଞ୍ଚୁରୀ ବୋଲି…

ଅଟାରୀ ବର୍ଡରେ ବିଏସଏଫ ଯବାନ ଖସାଇଲେ ପାକିସ୍ତାନୀ ଡ୍ରୋନ୍, ୧୦ କିଲୋ ହେରୋଇନ ଜବତ

ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରୁଥିବା ଏକ ଡ୍ରୋନକୁ ମାରି ଖସାଇଛନ୍ତି ବିଏସଏଫ ଯବାନ । ସୀମା ସୁରକ୍ଷା ବଳ (ବିଏସଏଫ) ସୋମବାର ପଞ୍ଜାବ ଅମୃତସରରେ ଅନ୍ତରାଷ୍ଟ୍ରୀୟ ସୀମା ଅଟାରୀ ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ…

ଦିବ୍ୟାଙ୍ଗ ଶିଶୁଙ୍କୁ ଯାତ୍ରା କରିବାକୁ ବାରଣ ଘଟଣା, କଠିନ ପରିସ୍ଥିତିରେ ‘ସର୍ବୋତ୍ତମ ନିଷ୍ପତ୍ତି’ କହିଲେ ଇଣ୍ଡିଗୋ ଏୟାରଲାଇନ୍ସ ସିଇଓ

ରାଞ୍ଚି: ଶନିବାର ରାଞ୍ଚି ବମାନ ବନ୍ଦରରେ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ବିମାନରେ ଯାତ୍ରା କରିବାକୁ ବାରଣ କରିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଏହି ବିଷୟରେ ଆଜି ନିଜର ପତିକ୍ରିୟା ରଖିଛନ୍ତି ଇଣ୍ଡିଗୋ ଏୟାରଲାଇନ୍ସ…

ସହଜ କିସ୍ତିରେ କରିପାରିବେ ଶ୍ରୀ ରାମାୟଣ ଯାତ୍ରା, IRCTC ଆଣିଲା ଏହି ସୁବିଧା

ଭାରତୀୟ ରେଳ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଆରମ୍ଭ କରିଛି । ଏହି ଯୋଜନା ଅନ୍ତର୍ଗତ ପ୍ରଥମ ଟ୍ରେନ୍ "ଶ୍ରୀ ରାମାୟଣ ଯାତ୍ରା' ର ଆରମ୍ଭ ୨୧ ଜୁନ୍ ରେ କରାଯିବ । ଏହି ଯାତ୍ରାରେ ଶ୍ରୀରାମଙ୍କ ସହ ଜଡ଼ିତ ସମସ୍ତ ସ୍ଥାନର…

ଫେରିବା ବେଳେ ଡଙ୍ଗାରେ ହେଲା ଯାନ୍ତ୍ରିକ ତ୍ରୁଟି: ଗଭୀର ସମୁଦ୍ରରେ ଫସି ରହିଛନ୍ତି ୧୧ ମତ୍ସଜୀବୀ

ଭୁବନେଶ୍ୱର: ବାତ୍ୟା ଅସାନୀ ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର । ଉପକୂଳ ଅଞ୍ଚଳରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଆସିଛି ଏକ ଛାତିଥରା ଘଟଣା । ଅଶାନ୍ତ ହେଉଥିବା ଏହି ସମୁଦ୍ର ଭିତରେ ଫସି ରହିଛନ୍ତି…

ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଁ ହେବ ବଡ ଲଢେଇ: ମୁହାଁମୁହିଁ ହେବେ ହାର୍ଦ୍ଦିକ ଏବଂ ରାହୁଲ

ମୁମ୍ବାଇ: ଚଳିତ ବର୍ଷ ପ୍ରଥମ ସିଜନରେ ହିଁ ଧମାକାଦାର ପ୍ରଦର୍ଶନ ଜାରି ରଖିଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୧୧ଟି ମ୍ୟାଚରୁ ୮ଟି ଲେଖାଏଁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନ…

ଶାହିନବାଗରେ ଚାଲିଲାନି ବୁଲଡୋଜର, ବିବାଦୀୟ ବୟାନ ଦେଲେ ବିଜେପି ନେତା

ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜବରଦଖଲ ହଟାଇବାକୁ ପହଞ୍ଚିଥିବା ବୁଲଡୋଜରକୁ ଫେରିଆସିବାକୁ ପଡ଼ିଛି । ସ୍ଥାନୀୟ ଲୋକଙ୍କ ଜବରଦସ୍ତ ହଙ୍ଗାମା ମଧ୍ୟରେ ଫରି ଆସିଛନ୍ତି ଏମସିଡି ଅଧିକାରୀ । ସୂଚନା ମୁତାବକ ଆଜି ପୁର୍ବାହ୍ନ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲା ASI, ଅନୁମତି ଦେଇନଥିବା ନେଇ କହିଲା ଏଏସଆଇ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଛି । ଏପଟେ ସୋମବାର ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ଶୁଣାଣିରେ ଏଏସଆଇ ମାମଲାର ସତ୍ୟପାଠ ଜାରିକରିଛି । ସତ୍ୟପାଠରେ ଏଏସଆଇ ବିନା ଅନୁମତିରେ ମନ୍ଦିର…

କିଏ ଏହି କିଶୋର ମହାନ୍ତି? : ଯାହାଙ୍କ ଆହ୍ୱାନରେ ସଂଗ୍ରହ ହେଲା ବିଜୁବାବୁଙ୍କ ଓଜନର ସହ ସମାନ ଓଜନର ରକ୍ତ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଏବଂ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଅଞ୍ଚଳର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ତେଣୁ ବ୍ରଜରାଜନଗର ଉପରେ ସମସ୍ତଙ୍କ…