Browsing Category
Featured
ଇଣ୍ଟରନେସନାଲରେ ଏବେ ବୁଲଡୋଜର ଚର୍ଚ୍ଚା: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସଙ୍କୁ ବି ଘାରିଲା ନିଶା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଭାରତରେ ପାଦ ରଖୁ ରଖୁ ଭାଇରାଲ ହେଉଛି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭିଡିଓ । ସାରା ଦେଶରେ ଖୁବ ଚର୍ଚ୍ଚାରେ ରହିଥିବା ବୁଲଡୋଜର ଏବେ ବୋରିସଙ୍କ ନାଁ ସହ ମଧ୍ୟ ଯୋଡି ହୋଇଛି । ଦୁଇ ଦିନିଆ ଗସ୍ତ…
କେନ୍ଦ୍ର ସରକାରଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟ, ୧୩ ମାସ ପରେ ପ୍ରତ୍ୟାହାର କରିବାକୁ ପଡ଼ିଥିଲା କୃଷି ଆଇନ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି(ଆପ୍)ଅରବିନ୍ଦ କେଜ୍ରିୱାଲ ବୁଧବାର କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ବାଙ୍ଗଲୋରରେ ଏକ ଜନସଭାକୁ ସମ୍ବୋଧନ କରି ସେ କେନ୍ଦ୍ରର ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି ।…
ସାଙ୍ଘାଇରେ କରୋନାର ଅସମ୍ଭାଳ ସ୍ଥିତି; ଘରୁ ଗୋଡ଼ କାଢ଼ିବା ଉପରେ ବି ପ୍ରତିବନ୍ଧକ
ନୂଆଦିଲ୍ଲୀ: ଯେଉଁ ଚୀନରୁ କରୋନାର ଉତ୍ପତ୍ତି ହୋଇଥିଲା ବର୍ତ୍ତମାନ ସେଠାରେ କରୋନାର ଅସମ୍ଭାଳ ସ୍ଥିତି ଦେଖିବାକୁ ମିଳୁଛି । ଚୀନରେ କରୋନା ଆରମ୍ଭରୁ ଦୁଇ ବର୍ଷ ମଧ୍ୟରେ ବେଶ୍ ନିୟନ୍ତ୍ରଣ ରହିଥିଲା କିନ୍ତୁ ଏବେ ସେଠାରେ…
ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ଖେଳିଲା ମାଷ୍ଟର ପ୍ଲାନ: ଦଳରେ ଯୋଡି ହେଲେ ଜୁନିୟର ମାଲିଙ୍ଗା
ମୁମ୍ବାଇ: ୬ଟି ମ୍ୟାଚରେ ୫ଟିରେ ପରାଜୟ ମିଳିବା ପରେ ବି ଚେନ୍ନାଇ ପାଇଁ ଆସିଛି ଏକ ଖୁସି ଖବର । ପ୍ରଥମ ମ୍ୟାଚରେ ଆହତ ଆଡାମ ମିଲନେଙ୍କ ସ୍ଥାନରେ ଜଣେ ନୂଆ ଦ୍ରୁତ ବୋଲର ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।…
ପୁଣି ଆଇପିଏଲ ବେଟିଂ: ୬ ଜଣକୁ ଗିରଫ ସହ ୧.୪୫ ଲକ୍ଷ ଟଙ୍କା ଜବତ କଲା ପୋଲିସ
ଆସିକା: ଆଇପିଏଲକୁ ଦେଖିବାକୁ ଗୋଟିଏ ପଟେ ଲୋକେ ଉତ୍ସାହିତ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବେଟିଂ ବଜାର ମଧ୍ୟ ସକ୍ରିୟ ହୋଇଛି । ଗୁରୁବାର ଆଇପିଏଲ ବେଟିଂ ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ଠାରୁ ୧.୪୫…
ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ: ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍, ହେଉଥିବା କାମକୁ ନେଇ ପ୍ରକାଶ କଲେ ଅସନ୍ତୋଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗରେ ଗୁରୁବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତରେ ଆସି ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ…
୨୪ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି, ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା…
ମହଙ୍ଗା ପିଛି କବାଡ଼ିଆକୁ ସ୍କୁଲ ବହି ବିକ୍ରି କରିବା, ପ୍ରଧାନଶିକ୍ଷକଙ୍କୁ ନିଲମ୍ବିନ କଲେ ବ୍ଲକ ଶିକ୍ଷା ଅଧିକାରୀ
ରାଜ୍ୟରେ ଆଜି ମଧ୍ୟ ଏପରି ସ୍ଥାନ ରହିଛି ଯେଉଁଠାରେ ପିଲାମାନେ ଶିକ୍ଷାଠାରୁ ବହୁ ଦୁରରେ ରହିଛନ୍ତି । ଏହାପରେ କରୋନା ମହାମାରୀ ପିଲାମାନଙ୍କ ପାଠପଢାରେ ବଡ଼ ବାଧକ ସାଜି ଆସିଛି । ବର୍ତ୍ତମାନ ଖବର ଆସିଛି ଯେ ଜଣେ…
ଅଟୋ-ଟ୍ରକ ଭିତରେ ମୁହାଁମୁହିଁ ଧକ୍କା: ୩ ମୃତ, ୨ ଜଣଙ୍କ ଅବସ୍ଥା ଗୁରୁତର
ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨ ଜଣଙ୍କ ଅବସ୍ଥା…
ମଜାର-ଏ-ଶରିଫ ମସଜିଦରେ ଭୟଙ୍କର ବିସ୍ଫୋରଣ: ୫ ମୃତ, ୬୫ରୁ ଅଧିକ ଆହତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମସଜିଦରେ ହୋଇଛି ଭୟଙ୍କର ବିସ୍ଫୋରଣ । ସ୍ଥାନୀୟ ମଜାର-ଏ-ଶରିଫ ମସଜିଦରେ ଏଭଳି ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଥିବା ନେଇ…