Browsing Category

Featured

ଅଲଗା ଜାତିରେ ବିବାହ କରିଥିବାରୁ, ସର୍ବସାଧାରଣରେ ହିନ୍ଦୁ ଯୁବକଙ୍କୁ ମୁସଲିମ ସ୍ତ୍ରୀ ଘର ଲୋକେ ହାଣି ମାରିଦେଲେ

ହାଇଦ୍ରାବାଦ: ପ୍ରେମ କରି ବିବାହ କରିଥିଲେ ବୋଲି ରାସ୍ତା ମଝିରେ ସ୍ତ୍ରୀ ଆଗରେ ସ୍ୱାମୀକୁ ହାଣି ମାରି ଦେଲେ । ଯୁବକ ଜଣକ ହିନ୍ଦୁ ପରିବାରର ହୋଇ ମୁସଲିମ ପରିବାରରେ ବିବାହ କରିଥିବାରୁ ଝିଅର ପରିବାର ସଦସ୍ୟ ଏପରି ନୃସଂଶ…

AIIMS ଭୁବନେଶ୍ୱରରେ ପାଳନ ହେଲା ବିଶ୍ୱ ହାତଧୁଆ ଦିବସ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଗୁରୁବାର ବିଶ୍ୱ ହାତଧୁଆ ଦିବସ ପାଲିତ ହୋଇଯାଇଛି । ଡାକ୍ତରଖାନା ସଂକ୍ରମଣ ନିୟନ୍ତ୍ରଣ କମିଟି ଏବଂ ଏମ୍ସ ଭୁବନେଶ୍ୱର ଗୁଣାତ୍ମକ ପରିଷଦର ସଦସ୍ୟଙ୍କ ସହ ମେଡିକାଲ୍ ଅଧୀକ୍ଷକ ଡ.…

(Video) ମାଙ୍କଡ଼ର ସ୍ପାଇଡର ମ୍ୟାନ୍ ଷ୍ଟାଇଲ: ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ପରାଦରେ ସ୍ପାଇଡରମ୍ୟାନକୁ ଦେଖିବା ବେଶ ମଜାଦାର ହୋଇଥାଏ । ଅନେକ ସ୍ପାଇଡର ମ୍ୟାନକୁ କପି କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି । ଆଉ ଅନେକ ଥର ସ୍ପାଇଡରମ୍ୟାନ ବେଶରେ କରାନାମା କରିବାର ଭିଡିଓ ଭାଇରାଲ ମଧ୍ୟ ହୋଇଥାଏ ।…

ଭିଜିଲାନ୍ସ ଜାଲରେ କୋଟିପତି ଏଲଆଇ: ଠାବ ହେଲା ୭.୨୧ କୋଟିର ସମ୍ପତ୍ତି

ଭୁବନେଶ୍ୱର: ଠାବ ହେଲା କଳାରାହାଙ୍ଗ ଏଲଆଇଙ୍କ ଅମାପ ସଂପତ୍ତି । ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ୭.୨୧ କୋଟିର ସଂପତ୍ତି ଠାବ ହୋଇଛି । ଠାବ ହୋଇଥିବା ସମ୍ପତ୍ତିରେ ରହିଛି ୯୧ ପ୍ଲଟ, ୫ କୋଠା, ୨ଟି ଫ୍ଲାଟ୍, ୩୯…

ପାୱେଲଙ୍କ ବିସ୍ଫୋରକ ଇନିଂସ: ନିଜ ପୁରୁଣା ଦଳ ବିରୋଧରେ ଧୂଆାଁଧାର ପାଳି ଖେଳି ଭାରି ପଡିଲେ ୱାର୍ଣ୍ଣର

ମୁମ୍ବାଇ: IPL ର ୫୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ହାଇଦ୍ରାବାଦ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ । ତେବେ ୱାର୍ଣ୍ଣର ନିଜ ପୁରୁଣା ଦଳ ବିପକ୍ଷରେ ଖେଳିଛନ୍ତି ଏକ ବିସ୍ଫୋରକ ଇନିଂସରେ । ଦଳ ତାଙ୍କୁ ରିଲିଜ କରିବାର…

ବୈଠକ ଚାଲିଥିବା ବେଳେ ଅଘଟଣ: ଛାତରୁ ଖସିପଡ଼ିଲା ସିଲିଂ, ଆହତ ହେଲେ ଡିଆରଏସ

ବଲାଙ୍ଗିର: ଜିଲ୍ଲାପାଳଙ୍କ ଅଫିସରେ ବୈଠକ ଚାଲିଥିବାବେଳେ ଛାତରୁ ସିଲିିଂ ଖସି ଜଣେ ମହିଳା ଅଧିକାରୀ ଆହତ ହୋଇଛନ୍ତି । ଏଡିଏମ ଅନନ୍ତ ସିଂ ଲାଗୁରୀଙ୍କ ଚାମ୍ବରରେ ବୈଠକ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ମହିଳା…

ଭାରତରେ କରୋନାରେ ଯାଇଛି ୪୭ ଲକ୍ଷ ଲୋକଙ୍କ ଜୀବନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀରେ ପ୍ରାୟ ୪୭ ଲକ୍ଷ ଲୋକେ ପ୍ରାଣ ହରାଇଥିବା ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) । ଯାହା ଭାରତ ସରକାରଙ୍କ ତଥ୍ୟଠାରୁ ପ୍ରାୟ ଦଶ ଗୁଣା ଅଧିକ । ହୁ ଜାରି କରିଥିବା ସୂଚନା…

ପୁଣି ଫେରିବ ହିଟୱେଭର ନୂଆ ସିଜନ: ପ୍ରବଳ ତାତି ପାଇଁ ପ୍ରସ୍ତୁତ ରହିବାକୁ IMDର ଚେତାବନୀ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ପୁଣିଥରେ ହିଟୱେଭ ଫେରିବା ନେଇ ଆଶଙ୍କା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି । ଗତ ୨-୩ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ଅସହ୍ୟ ଗରମରୁ…

ବଢୁଛି ସେୟାର ମାର୍କେଟ ମୋହ, ୨ ଦିନରେ ଏଲ୍‌ଆଇସି ଆଇପିଓ ସମ୍ପୂର୍ଣ୍ଣ ବିକ୍ରି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ ଏଲ୍‌ଆଇସିର ଆଇପିଓ ଲଞ୍ଚ ଦ୍ୱିତୀୟ ଦିନରେ ପହଞ୍ଚିଛି । ମାତ୍ର ୨ ଦିନ ମଧ୍ୟରେ ଏହି ଆଇପିଓ ଶତ ପ୍ରତିଶତ ସବସ୍କ୍ରିପସନ୍ ହାସଲ କରିଛି । ସନ୍ଧ୍ୟା ୬ଟା ସୁଦ୍ଧା ଶତ…

ଶ୍ରୀ କୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ରାୟ ସଂରକ୍ଷିତ ରଖିଲେ କୋର୍ଟ, ମେ ୧୯ କୁ ଅପେକ୍ଷା

ମଥୁରା: ଉତ୍ତରପ୍ରଦେଶର ମଥୁରା ସ୍ଥିତ ଶ୍ରୀ କୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ମଥୁରା କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ମେ ୧୯ ରେ ଅଦାଲତ  ଏନେଇ ନିଷ୍ପତ୍ତି ଶୁଣାଇବେ । ମଥୁରାର ଏକ ଅଦାଲତରେ ଶ୍ରୀ କୃଷ୍ଣ…