Browsing Category

Featured

ବ୍ରହ୍ମପୁର ଯନ୍ତ୍ରୀଙ୍କ ଘରୁ ନଗଦ ୧୬,୭୦ ଲକ୍ଷ ଟଙ୍କା ଜବତ: ଭିଜିଲାନ୍ସର ଚଢ଼ାଉ ଜାରି

ବ୍ରହ୍ମୁପର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରୁ ନଗଦ ୧୬.୭୦ ଲକ୍ଷ ଟଙ୍କା ଜବତ ହୋଇଥିବା…

ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଛାତ୍ରୀ: ୟୁକ୍ରେନରୁ ବାହାରିବାକୁ ନେଇ କହିଲେ ଏପରି(Video)

ନୂଆଦିଲ୍ଲୀ: ଗତ ୧୪ ଦିନ ହେବ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ୧୪ ଦିନ ପରେ ବି ୟୁକ୍ରେନ ଉପାରେ ରୁଷର ଆକ୍ରମଣ କମ୍ ହୋଇନି । ରାଜଧାନୀ କିଭ ସମେତ ଅନେକ ସହର ଧ୍ୱଂସ ହେବାରେ ଲାଗିଛି । ଯୁକ୍ରେନ…

ଆନ୍ତର୍ଜାତିକ ମହିଳା ଦିବସରେ ସମ୍ବର୍ଦ୍ଧିତ ହେଲେ ଶ୍ୟାମାମଣି, ସରୋଜିନୀ ଓ ସୁଜାତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଓ ସହଯୋଗୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ…

ବ୍ରହ୍ମପୁର ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହିୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । କାର୍ଯ୍ୟନିର୍ବାହୀ…

ପଦ ଖାଲି ହେବାରୁ ମିଳିଯାଏନି ପ୍ରମୋସନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଯୁକ୍ତି ସମୟରେ ପ୍ରମୋସନକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ପୂର୍ବରୁ ପଦ ଖାଲି ଅଛି, କେବଳ ଏହି ଆଧାରରେ ଜଣଙ୍କୁ ପ୍ରମୋସନ ଦିଆଯାଇପାରିବ ନାହିଁ । ପ୍ରମୋସନ ବା ପଦନ୍ନୋତି ମାମଲାରେ ଶୁଣାଣି…

୨୦୨୭ରେ ଇଭିଏମ ମାଧ୍ୟମରେ ହେବ ପଞ୍ଚାୟତ ନିର୍ବାଚନ ମତଦାନ, ରାଜ୍ୟ ନିର୍ବାଚନ କମିଶନ କରୁଛନ୍ତି ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପଞ୍ଚାୟତ ନିର୍ବାଚନ ବାଲଟ ପେପରରେ ସମାପ୍ତ ହୋଇଛି । ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବୈଦ୍ୟୁତିକ ଭୋଟିଂ ମେସିନ (ଇଭିଏମ୍)ର ବ୍ୟବହାର କରାଯାଇପାରେ । ଏନେଇ ରାଜ୍ୟ ନିର୍ବାଚନ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଦେଶର ୨୦ଟି ରାଜ୍ୟରେ ୫ ବର୍ଷରୁ କମ୍‌ ପିଲା ମେଦବହୁଳତାର ଶିକାର

ନୂଆଦିଲ୍ଲୀ: ଦେଶର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର ଆସିଛି । ୨୨ ରାଜ୍ୟରେ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ଏକ ସର୍ଭେ କରିଛି । ଯେଉଁଥିରେ ୨୦ଟି ରାଜ୍ୟରେ ୫…

ରାତିରେ ଆଣ୍ଠୁଆ ଗୋପାଳ ସାଜି ବାବା କରନ୍ତି ଦୁଷ୍କର୍ମ! ସଫେଇରେ କହିଲେ ଏପରି, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣ୍ଡଗିରି ଡୁମଡୁମା ଅଞ୍ଚଳର ନିତାଇଗୌର ଆଶ୍ରମର ବାବା ପ୍ରଫୁଲ୍ଲ କୁମାର ଦାସଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ନେଇ ଜଣେ ମହିଳା ଅଭିଯୋଗ…

ସୁନ୍ଦରତାରେ ରବୀନାଙ୍କୁ ଟକ୍କର ଦିଅନ୍ତି ଝିଅ ରାଶା, ଇନଷ୍ଟାଗ୍ରାମ ରହିଛନ୍ତି ହଜାର ହଜାର ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନ ହଜାର ହଜାର ଫ୍ୟାନଙ୍କୁ ପାଗଳ କରୁଥିଲେ । ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ଏବେବି ସେହି ଚମକ୍‌ ତାଙ୍କ ପାଖରେ ଦେଖିବାକୁ ମିଳୁଛି । ତାଙ୍କୁ ଦେଖିଲେ କେହି କହିବେନି…