Browsing Category

Featured

ବ୍ୟାନ୍ ହେଲା ମାଷ୍ଟର କାର୍ଡ; ଜାଣନ୍ତୁ କାହିଁକି ଏମିତି ପଦକ୍ଷେପ ନେଲା ଆରବିଆଇ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାଷ୍ଟର କାର୍ଡକୁ ବ୍ୟାନ୍ କରାଯାଇଛି । କୌଣସି ପ୍ରକାରର ନୂତନ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜାରି କରିବା ପାଇଁ ମାଷ୍ଟରକାର୍ଡ ଆଇଏନସି ଉପରେ କଟକଣା ଲଗାଇଛି ଆରବିଆଇ ।…

ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଗଛ, ନଚେତ୍ ଗୃହପାଳିତ ପଶୁ ଓ ପିଲାମାନଙ୍କ ପାଇଁ ଆସିପାରେ ବଡ଼ ବିପଦ

ଓଡ଼ିଶା ଭାସ୍କର ବ୍ୟୁରୋ: ଘରେ ଗଛ ରଖିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଏହାର ବାସ୍ନା ଏବଂ ସୁନ୍ଦରତା ଘରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରେ । ଯେପରିକି ଘରର ସୁନ୍ଦରତା ବଢ଼ାଏ, ଶୋଇବାରେ ସାହାଯ୍ୟ କରେ, ଚିନ୍ତା ଦୂର…

କମଫର୍ଟ ହୋଟେଲ୍  ରେ ଚାଲିଥିଲା ସେକ୍ସ ରାକେଟ, କାବୁ କଲା ପୋଲିସ୍

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାର କମଫର୍ଟ ହୋଟେଲ । ନାଁ ଯେମିତି କାମ ବି ସେମିତି । ପୂରା କମଫର୍ଟରେ ଚାଲିଥିଲା ଦେହ କାରବାର । ସହରରେ ଲାଗିଥିଲା କଡ଼ା କଟକଣା ଆଉ ସେହି ନାଇଟ୍ କର୍ଫ୍ୟୁର ସୁଯୋଗରେ ମାତିଥିଲେ ଦେହ…

ଏଲଏସିରେ ଚୀନର ନୂଆ ଚାଲ୍, ସୀମାଠାରୁ କିଛି କିମି ଦୂରରେ ତିଆରି କଲା କଂକ୍ରିଟ୍ କ୍ୟାମ୍ପ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧମୁନଥିବା ବେଳେ ଏବେ ପୁଣି ଥରେ ଚୀନ ସୈନ୍ୟମାନେ, ସୀମାରେ ସକ୍ରିୟ ହେବାରେ ଲାଗିଛନ୍ତି । ଚୀନ ଏବେ ଏଲଏସି ପାଖରେ ପରମାନେଟ୍ କଂକ୍ରିଟ୍ କ୍ୟାମ୍ପ ତିଆରି କରୁଛି । କୁହାଯାଉଛି ଯେ, ଏପରି…

ଭୁଲରେ ବି ଖେଳନ୍ତୁନି ଏମିତି ଦୋଳି, ନହେଲେ…

ନୂଆଦିଲ୍ଲୀ: ଦୋଳି ଖେଳିବାକୁ ହୁଏତ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଋଷିଆର ଦୁଇଜଣ ମହିଳାଙ୍କ ଏହି ଦୋଳି ଖେଳିବା ଭାରି ପଡ଼ିଛି । ୬୩୦୦ ଫୁଟରେ ଦୋଳି ଖେଳୁଥିବା ସମୟରେ ଛିଡ଼ିଯାଇଥିଲା ଦୋଳି । ଆଉ ଏହି ଘଟଣାର ଭିଡିଓ…

ଶସ୍ତା ହେବ ଖାଇବା ତେଲ; ସରକାର ଆପଣାଉଛନ୍ତି ଏହି ଉପାୟ

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିକୁ ନେଇ ଜନସାଧାରଣ ଅସ୍ତବ୍ୟସ୍ତ ହେଉଛନ୍ତି । ଏପରି ସ୍ଥିତିରେ ହ୍ରାସ ପାଇବାକୁ ଯାଉଛି ଖାଇବା ତେଲର ଦାମ । ଖାଇବା ତେଲର ଦର ଦେଶବ୍ୟାପୀ ୨୦୦ ଡେଇଁଥିବା ବେଳେ ଏହା ଆଗାମୀ ଦିନରେ…

ଗାନ୍ଧୀ ପରିବାର ହାତରୁ ଯିବ ଦଳର ଦାୟିତ୍ୱ ! ମଙ୍ଗ ଧରି ପାରନ୍ତି କମଲନାଥ

ଓଡ଼ିଶା ଭାସ୍କର ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏ ପର୍ଯ୍ୟନ୍ତ ନିଜର…

ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ଅଧିକାରୀ, ଥରକରେ ତିନିଜଣ କଲେ ପାସ୍

ଜୟପୁର: ରାଜସ୍ଥାନର ହନୁମାନଗଢ଼ର ତିନି ଭଉଣୀ ଏକାସାଙ୍ଗରେ ରାଜ୍ୟ ପ୍ରଶାସନିକ ସେବା(ଆରଏଏସ୍) ପରୀକ୍ଷାରେ ପାସ୍ କରିଛନ୍ତି । ଏହି ସଫଳତା ସହିତ ଏହି ତିନି ଭଉଣୀ ପୂର୍ବରୁ ଆରଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା…

ପୁଣି ରାଜଧାନୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ନେଇ ଘୋଷଣା କରାଯାଇଛି । ଗୋଟିଏ ପଟେ କଟକଣା କୋହଳ କରାଯାଇଥିବା ବେଳେ ଅନ୍ୟ ପଟେ ରାଜ୍ୟକୁ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ । ଖଣ୍ଡଗିରି…

ଏମିତି ୧୦ ଦେଶ ଯାହାଙ୍କ ପାଖରେ ନାହିଁ ସେନା, ନିଜ କ୍ଷମତାରେ ନିଜର କରୁଛନ୍ତି ସୁରକ୍ଷା

ନୂଆଦିଲ୍ଲୀ: ଦେଶର ଏକ ଜରୁରୀ ଅଙ୍ଗ ହେଉଛି ସେନା । ସେନାର କ୍ଷମତା କେତେ ତାକୁ ଦେଖି ହିଁ କୌଣସି ଦେଶର ଶକ୍ତିକୁ ଆକଳନ କରାଯାଇପାରେ । କୁହାଯାଏ ଯେଉଁ ଦେଶର ସେନା ଯେତେ ଶକ୍ତିଶାଳୀ ସେହି ଦେଶର ଶକ୍ତି ସେତେ ଅଧିକ ।…